Skin Care Tips :- ଘରେ ପ୍ରସ୍ତୁତ କରି ଲଗାନ୍ତୁ ଏହି ପେଷ୍ଟ । ଆଉ ତା ପରେ ଦେଖନ୍ତୁ ଫାଇଦା

face

ଆପଣ ମଧ୍ୟ ଚେହେରାର କଳାପଣ କୁ ହଟାଇବାକୁ ଚାହୁଁଛନ୍ତି କି, ତେବେ ଆଜି ଆମେ ଆପଣଙ୍କୁ କିଛି ଘୋରଇ ଉପାୟ ବିଷୟ ରେ କହିବା ପାଇଁ ଜାଉଛୁ ଜାହାର ଉପଚାର ବିଷୟରେ ବିଷୟ ରେ ଆପଣ ମାନଙ୍କୁ ଜାଣି ରଖିବା ନିହାତି ଜରୁରୀ ଇଟେ ଯଦି ଆପଣ ମାନଙ୍କ ମୁହଁର ରଙ୍ଗ ବି ଶ୍ୟାମଳ ରହିଛି ବା କଳା , ଏହି ଘରୋଇ ଉପଚାର ସାହାଯ୍ୟରେ ଆପଣ ସହଜରେ ଚେହେରାର ଡାର୍କ ସ୍ପର୍ଟ୍ ହଟାଇ ପାରିବେ, ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଟି । ଏହିଥି ପାଇଁ ଆପଣ ମାନଙ୍କୁ କିଛି ପ୍ରସ୍ତୁ କରିବା ପାଇଁ ପଡିବ ଜାହା କରିବା ପରେ ଆପଣ ମାନେ ଏହାର ପ୍ରସ୍ତୁତି କରି ପାରିବେ ।

face

ଜରୁରୀ ସାମଗ୍ରୀ – 1 ଚାମଚ ମଲ୍ଟାନି ମିଟି, 1 ଚାମଚ ଗୋଲାପ ଜଳ, 1 ଚାମଚ ଲେମ୍ବୁ ରସ ନିଅନ୍ତୁ । ପରେ ଆପଣ ମାନେ ଏହାର ପ୍ରସ୍ତୁତି କମେତି କରିବେ ଆସନ୍ତୁ ଜାଣି ନେବା ।

ପ୍ରସ୍ତୁତି ପ୍ରଣାଳୀ – ସର୍ବପ୍ରଥମେ ଆପଣ ଏକ ପାତ୍ର ନେଇ ସେଥିରେ ମଲ୍ଟାନି ମିଟି ରଖନ୍ତୁ, ଏହା ପରେ ଏଥିରେ ଗୋଲାପ ଜଳ ମିଶାନ୍ତୁ, ବର୍ତ୍ତମାନ ସେଥିରେ ଲେମ୍ବୁ ରସ ମିଶାନ୍ତୁ ଏବଂ ଏହାର ଏକ ଚିକ୍କଣ ପେଷ୍ଟ ପ୍ରସ୍ତୁତ କରନ୍ତୁ |

face

ବର୍ତ୍ତମାନ ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଭଲ ଭାବରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଛାଡିଦିଅନ୍ତୁ, ଏହା ପରେ ମୁହଁକୁ ବିଶୁଦ୍ଧ ପାଣିରେ ଧୋଇ ଦିଅନ୍ତୁ, ଆପଣ ମାନଙ୍କ ମୁହଁ ରେ ଯଦି ଡାର୍କସ୍ପର୍ଟ୍ ରହିଛି ବା କଳା ଦାଗ ରହିଛି ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହାର ବ୍ୟବହାର କରିବା ଜରୁରୀ ଅଟେ ଜାହାର କେବଳ କିଛି ମାସ ର ବ୍ୟବହାର ରେ ଆପଣ ମାନଙ୍କ ମୁହଁ ସଂମ୍ପର୍ଣ୍ଣ ଗୋରା ଦେଖାଯିବ ।

Leave a Reply

Your email address will not be published. Required fields are marked *