ଦୀର୍ଘ 52 ବର୍ଷ ପରେ ଶନିଙ୍କ ବିଶେଷ କୃପାରୁ ଚମକିବ ଏହି 2ଟି ରାଶିର ଭାଗ୍ୟ,ମିଳିବ ପ୍ରଚୁର ଧନ |

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ମାନଙ୍କ ଶୁଭ ସଂଯୋଗ ମନୁଷ୍ୟର ଭାଗ୍ୟ ବଦଳାଇଦିଏ।ତେବେ ଆଜିଠାରୁ ଶନିଙ୍କ ଚଳନ ଦୁଇଟି ରାଶିର ଭାଗ୍ୟ ଉଦୟ କରିବ। ଏହି ରାଶିର ଲୋକମାନେ ପ୍ରତ୍ୟକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ। ଏମାନଙ୍କୁ ପ୍ରଚୁର ଧନ ମିଳିବ।ବ୍ୟବସାୟୀ ମାନେ ସଫଳତା ପାଇବେ।ବିଦ୍ୟାର୍ଥୀ ମାନେ କୃତକାର୍ଯ୍ୟ ହେବେ। ତେବେ ଆସନ୍ତୁ ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।

ମକର ରାଶି – ପ୍ରଚୁର ଧନ ଲାଭ ହେବାକୁ ଯାଉଛି। ବ୍ୟବସାୟରେ ସଫଳତା ମିଳିବ। ଯୁବକ ମାନଙ୍କ ପାଇଁ ଚାକିରିର ଯୋଗ ରହିଛି। ଗୃହିଣୀ ମାନଙ୍କ ଭାଗ୍ୟ ବଦଳିବ।ଛାତ୍ର ଛାତ୍ରୀ ଭଲ ପାଠ ପଡ଼ିବେ।ବିବାହର ଯୋଗ ମଧ୍ୟ ରହିଛି।ନୂଆ ଯାନବାହନ କ୍ରୟ କିମ୍ବା ଗୃହ ନିର୍ମାଣର ଯୋଗ ଏହି ଦୁଇ ବର୍ଷ ମଧ୍ୟରେ ରହିଛି। ରଚନାତ୍ମକ କାର୍ଯ୍ୟରେ ଭାଗ ନେବା ଉଚିତ୍‌ ।

makara

ପରିବାରରେ ସୁଖର ପରିବେଶ ରହିବ । ଅଳ୍ପ ପରିଶ୍ରମ ଦ୍ୱାରା ନିଜର ଲକ୍ଷ ହାସଲ କରି ପାରିବେ । ପୁରୁଣା ସାଙ୍ଗମାନଙ୍କ ସହିତ ଭେଟ ହେବାରୁ ବହୁତ ଉତ୍ସାହିତ ହେବେ । ନୂତନ ରୋଜଗାର କରିବା ପାଇଁ ଚେଷ୍ଟା କରିବେ । ପିଲାମାନଙ୍କର ସ୍ୱଭାବକୁ ନେଇ ଚିନ୍ତିତ ରହିବେ । ଟଙ୍କା ଦେବା ନେବା କାରବାର ବିଷୟରେ ସାବଧାନ ରହିବା ଉଚିତ୍‌ । ନଚେତ୍‌ ଟଙ୍କା ଅଟକି ଯାଇ ପାରେ । ଶୁଭ ରଙ୍ଗ – ଲାଲ, ଶୁଭ ସଂଖ୍ୟା – ୫ , ଆରାଧନା- ମା ଚଣ୍ଡୀ, ପ୍ରତିକାର – ତୁଳସୀ ଚଉଁରାରେ ସନ୍ଧ୍ୟା ଦୀପ ଜଳାନ୍ତୁ

ସିଂହ ରାଶି – ଶତୃ ପରାଜିତ ହୋଇ ବ୍ୟବସାୟରେ ଭଲ ଲାଭ ପାଇବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ନୂଆ ସୂତ୍ରରେ ଧନ ଲାଭ ହୋଇ ଋଣ ପରିଶୋଧ କରି ପାରିବେ । ଧୈର୍ଯ୍ୟ ଓ ବୁଝାମଣା ସହିତ ସବୁ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ଅଫିସ୍‌ରେ ପରିବେଶ ସକରାତ୍ମକ ରହିବ । ବଡ଼ କମ୍ପାନୀରୁ ଚାକିରୀ କରିବାକୁ ଅଫର୍‌ ମିଳିପାରେ । ପ୍ରଭାବଶାଳୀ ଲୋକମାନଙ୍କର ସହଯୋଗ ପାଇବା

s rashi

ଫଳରେ ନୂତନ ଯୋଜନାରେ ସଫଳତା ମିଳିବ । ପ୍ରଚୁର ଧନ ଲାଭ ହେବାକୁ ଯାଉଛି। ବ୍ୟବସାୟରେ ସଫଳତା ମିଳିବ। ଯୁବକ ମାନଙ୍କ ପାଇଁ ଚାକିରିର ଯୋଗ ରହିଛି। ଗୃହିଣୀ ମାନଙ୍କ ଭାଗ୍ୟ ବଦଳିବ।ଛାତ୍ର ଛାତ୍ରୀ ଭଲ ପାଠ ପଡ଼ିବେ।ବିବାହର ଯୋଗ ମଧ୍ୟ ରହିଛି।ନୂଆ ଯାନବାହନ କ୍ରୟ କିମ୍ବା ଗୃହ ନିର୍ମାଣର ଯୋଗ ଏହି ଦୁଇ ବର୍ଷ ମଧ୍ୟରେ ରହିଛି। ଶୁଭ ରଙ୍ଗ – ସବୁଜ , ଶୁଭ ସଂଖ୍ୟା – ୪ , ଆରାଧନା- ମା ଦୁର୍ଗା, ପ୍ରତିକାର – ନାଲି ରଙ୍ଗର ରୁମାଲ ପାଖରେ ରଖନ୍ତୁ ଏବଂ ମୁଣ୍ଡରେ ର-କ୍ତ ଚନ୍ଦନ ଲଗାନ୍ତୁ।

ତେବେ ବନ୍ଧୁଗଣ, ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ସୂଚନା ପାଇଁ ତଳେ ଆମ ପେଜ୍ କୁ ଲାଇକ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *