ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ରେ ଏମିତି ନାୟିକା ମାନେ ରହିଛନ୍ତି ଯେଉଁ ମାନେ ବହୁତ ସମୟ ରେ ଛୋଟ ପରଦା ରେ ସଂସ୍କାରୀ ବୋହୁ ନିଭଆଇ ସାରି ଥିବା ଏହି ଅଭିନେତ୍ରୀ ମାନେ ଅସଲ ଜିବନ ରେ ବର ର ଅପେକ୍ଷା ରେ ରହିଛନ୍ତି , ତେବେ ହଁ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଠାରେ ସେହି ମାନଙ୍କ ବିଷୟରେ କହିବା ପାଇଁ ଚାହିଁବୁ ଯେଉଁ ମାନେ 50 ବର୍ଷ ହେଲା ପରେ ବି ବିବାହ କରି ନାହାଁନ୍ତି ,
ସେମିତି ରେ ପ୍ରଥମ ନମ୍ବର ରେ ନାମ ଆସେ ନେହା ମେହେତା ଙ୍କର , ତାରକ ମେହେତା ଉଲଟା ଚଶମା ସିରିଏଲ ରୁ ବିଦାୟ ନେଇ ଥିବା ଅଞଳୀ ଭାବି ଏହି ସୋ ଜରିଆରେ ବହୁତ ଲାଇମ୍ ଲାଇଟ୍ ରେ ରହି ଥିଲେ ହେଲେ ଏହି ସୋ ରେ ସେ ବିବାହିତ ହୋଇ ଥିବା ବେଳେ ରିଏଲ ଲାଇଫ୍ ରେ ସେ ବିବାହ କରି ନାହାଁନ୍ତି , ଏବଂ ବର୍ତମାନ ବୟସ 48 ବର୍ଷ ।

ସେହି ପରି ଦୁଇ ରେ ନାମ ଆସୁଛି ମେଘ୍ନା ମଲ୍ଲୀକ୍ ଙ୍କର ଇସ୍ ଦେଶ୍ ନା ଆନା ଲାଡୋ ମେ ଦାଦି ଙ୍କର ଅଭିନୟ କରି ସାରି ଥିବା ଏହି ଅଭିନେତ୍ରୀ ବର୍ତମାନ ସମୟ ରେ 42 ବର୍ଷ ଅଟନ୍ତି ହେଲେ ସେ ବିବାହ କରି ନାହାଁନ୍ତି ,
ସେହି ପରି ବହୁତ ଗୁଡିଅ ଟିଭି ସିରିଏଲ ରେ କାମ କରି ସାରି ଥିବା ସାକ୍ଷ୍ସୀ ତନ୍ନବର ବି ସେମିତି ବର୍ତମାନ ସମୟ ରେ ବି ସେ ବହୁତ ଗୁଡିଏ ସିରିଏଲ ଏବଂ ୱେବ୍ ସିରିଜ୍ ମାନଙ୍କ ରେ କାମ କରୁ ଥିବାର ଦେଖିବା ପାଇଁ ମିଳନ୍ତି ହେଲେ ଏହି କଥା ବି ସତ୍ୟ ଅଟେ ସେ ବର୍ତମାନ ସମୟ ରେ ବିବାହ କରି ନାହାଁନ୍ତି , ଏବଂ ବର୍ତମାନ ସମୟ ର ବୟସ ତାଙ୍କର 47 ବର୍ଷ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।