ମାଆ ଲକ୍ଷ୍ମୀଙ୍କ କୃପାରୁ ଏହି ଗୁରୁବାର ଠାରୁ ଆପଣଙ୍କ ବ୍ୟବସାୟ ରେ ବୃଦ୍ଧି ହେବ। ଏହି ସପ୍ତାହରେ ୫ଟି ରାଶି ଭାଗ୍ୟଶାଳୀ ହେବେ। ସଂସାରର ସବୁ ଖୁସି ଏମାନଙ୍କୁ ମିଳିବାକୁ ଯାଉଛି। ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ବ୍ୟବସାୟୀମାନେ ଯଥେଷ୍ଟ ପରିଶ୍ରମ କରିବେ କିନ୍ତୁ ତଦନୁଯାୟୀ ଫାଇଦା ମିଳିବ ନାହିଁ । ଆୟ ତୁଳନାରେ ବ୍ୟାୟ ଅଧିକ ହେବ । ଅଫିସରେ ମଧ୍ୟ ଭୁଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ।
ଆଲୋଚନାର ଶେଷ ଭାଗରେ ହଠାତ୍ କୌଣସି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେବେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାର ମଉକା ଜୁଟିପାରେ । ଯାତ୍ରା କାଳରେ ଅସାବଧାନତାରୁ ଦ୍ରବ୍ୟ ହଜିବାର ଯଥେଷ୍ଟ ସମ୍ଭାବନା ରହିଛି । ସନ୍ଧ୍ୟା ସମୟରେ କୌଣସି ଶୁଭ ସମ୍ବାଦ ପାଇ ସମ୍ୟକ ଖୁସି ଅନୁଭବ କରିବେ । ସ୍ତ୍ରୀଙ୍କ ସହ ପରିବାରର ସମସ୍ୟା ବିଷୟରେ ଆଲୋଚନା କରିବେ ।

ଆପଣ ନିଜ ବ୍ୟବହାର ଦ୍ଵାରା ଅନ୍ୟମାନଙ୍କ ହୃଦୟ ଜିଣିପାରିବେ । ଆଜି ଆପଣଙ୍କ ଯାତ୍ରା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ନୂତନ ବନ୍ଧୁଙ୍କ ଆତିଥ୍ୟ ଯୋଗୁଁ ମନରେ ଖୁସି ଅନୁଭବ କରିବେ । କୌଣସି କାମରୁ ଆଜି ବଡ଼ ଫାଇଦା ହେବ । ବ୍ୟବସାୟ ସହିତ ସଂଲଗ୍ନ ଥିବା କାମରେ ଯାତ୍ରା କରିବାକୁ ପଡିବ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଆଜି କୌଣସି କ୍ଷେତ୍ରରେ ତରବରିଆ କାମ କରନ୍ତୁ ନାହିଁ । ସଭାସମିତି, ଶିକ୍ଷା, ପରୀକ୍ଷା, ଋଣ ସଂଗ୍ରହ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଖଳ ପ୍ରକୃତିର ଲୋକମାନଙ୍କ ଉପଦ୍ରବ ଯୋଗୁଁ ହାତକୁ ନେଇଥିବା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ ।
ଭାବପ୍ରବଣବଶତଃ ବନ୍ଧୁ କିମ୍ବା ସହକର୍ମୀଙ୍କୁ ଓଲଟା କଥା କହି ଅପଦସ୍ଥ ହେବେ । ପ୍ରେମରେ ସତେଜତା ଅନୁଭବ କରିବେ । ସ୍ଵାଦିଷ୍ଟ ଖାଦ୍ୟ ଭୋଜନ କରିବେ । ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ପାଇବେ। ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କରେ ରହିବ।

କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ନୂତନକର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ମାଲିମୋକଦ୍ଦମାରେ ସଫଳତା ମିଳିବ।ତେବେ ଏହି ୫ଟି ଭାଗ୍ୟଶାଳୀ ରାଶି ହେଉଛି ମେଷ,ମକର,କର୍କଟ,ଧନୁ,କନ୍ୟା ରାଶି ଖୁବ ଶୀଘ୍ର ଆପଣଙ୍କୁ ଶୁଭ ଖବର ମିଳିବାକୁ ଯାଉଛି।
ଆମେ ଆପଣଙ୍କ ପାଇଁ ଏମିତି ରାଶିଫଳ ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।