ମାଆ ଲକ୍ଷ୍ମୀଙ୍କ କୃପାରୁ ଚମକିବାକୁ ଯାଉଛି ଏହି ୪ଟି ରାଶିର ଭାଗ୍ୟ |

4 rashi

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଜିଠାରୁ ଏହି ୪ଟି ରାଶିର ଭାଗ୍ୟ ରେ ପରିବର୍ତ୍ତନ ଘଟିବାକୁ ଯାଉଛି। ମାତା ଲକ୍ଷ୍ମୀ ଅନେକ ଦୟାଳୁ ଅଟନ୍ତି। ମାଆ ଲକ୍ଷ୍ମୀ ନିଜ ଭକ୍ତ ମାନଙ୍କ ଦୁଃଖ ସହ୍ୟ କରି ପାରନ୍ତି ନାହିଁ। ମାତା ଲକ୍ଷ୍ମୀଙ୍କ କୃପାରୁ ଅନେକ ଲୋକଙ୍କ ଭାଗ୍ୟ ବଦଳିଯାଏ।ତେବେ ମାଆ ଲକ୍ଷ୍ମୀ ନିଜର ଶୁଭ ଦୃଷ୍ଟି ଏହି ୪ଟି ରାଶି ଉପରେ ପଡ଼ିଛି।

ମେଷ ରାଶି : ଉଚ୍ଚପଦସ୍ଥ କର୍ମକର୍ତ୍ତାମାନଙ୍କର କର୍ମଉପରେ ନଜର ପଡ଼ିପାରେ। ବ୍ୟବସାୟରେ ଲାଭ ହୋଇ ଧନ ବୃଦ୍ଧି ହେବ। ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହ ବୁଝାମଣା ଠିକ ରହିବା ଫଳରେ ସମ୍ମାନ ପ୍ରାପ୍ତି ହେବ। ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ପରିବାର ସହିତ ଆଦର୍ଶଗତ ପାର୍ଥକ୍ୟ ବୃଦ୍ଧି ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ସରକାରୀ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି ।

mata Lakshmi

କର୍କଟ ରାଶି: ବ୍ୟବସାୟରେ ଏହି ସପ୍ତାହ ରେ ଏତେ ଲାଭ ହେବ ନାହିଁ। ବ୍ୟବସ୍ଥା ଦେଖି ଧନ ଖର୍ଚ୍ଚ କରନ୍ତୁ। ପୁଞ୍ଜି ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ । ସମାଜର ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗରେ ଆନୁଷ୍ଠାନିକ କାର୍ଯ୍ୟ ପ୍ରତି ମନରେ ତପତ୍ରତା ବୃଦ୍ଧି ପାଇବ । ବନ୍ଧୁମାନଙ୍କ ନିମନ୍ତ୍ରଣକ୍ରମେ ଧର୍ମଚର୍ଚ୍ଚା, ସତ୍-ସଙ୍ଗରେ ଯୋଗ ଦେଇପାରନ୍ତି । ଅର୍ଥକୁ କେନ୍ଦ୍ରକରି ପରିବାରରେ ଭାଇ ଭାଇ ମଧ୍ୟ କଳହ ଦେଖାଦେବାର ସମ୍ଭାବନା ରହିଛି । ଦୀର୍ଘଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ପାଇବା ପାଇଁ ବ୍ୟାକୁଳତା ବଢ଼ିପାରେ ।

ଧନୁରାଶି: ନିଜର ଶରୀର ପ୍ରତି ଧ୍ୟାନ ଦେବାକୁ ହେବ। ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଧନ ପର୍ଯ୍ୟନ୍ତ ନିଜର ପରିସ୍ଥିତି ବହୁତ ଭଲ ହେବ। କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଯଦି ବିଦେଶ ଯିବା ପାଇଁ ଯୋଜନା କରୁଛନ୍ତି ତେବେ ବିଦେଶ ଯାତ୍ରା କରି ପାରିବେ। ଅଟକିଥିବା କାର୍ଯ୍ୟ ଗୁଡିକ ସଂପୂର୍ଣ୍ଣ କରି ପାରିବେ।

rasi

ମୀନ ରାଶି:  ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ମାନସିକ ଶାନ୍ତି ପାଇବେ। ଅଫିସ୍ ରେ ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ନୂତନ ଗୃହମଧ୍ୟ ତିଆରି କରି ପାରିବେ।ଖେଳକୁଦ, ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ଭବିଷ୍ୟତ ପାଇଁ ଯୋଜନା କରି ଶକ୍ତି ଦ୍ଵାରା କାର୍ଯ୍ୟକୁ ପୂରଣ କରିବେ। ଶିକ୍ଷାକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ବିଶ୍ଵାସ ଭାବନା ବହୁତ ଶକ୍ତିଶାଳୀ ହେବ। ସନ୍ତାନଙ୍କର ଶୁଭ ଫଳ ପ୍ରାପ୍ତି ହେବ। ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, ଅନ୍ୟଥା ବିବାଦୀୟ ସ୍ଥିତି ଉତ୍ପନ୍ନ ହୋଇପାରେ । ଆପଣଙ୍କ ବ୍ୟବହାର କଠୋର ହେବା କାରଣରୁ ସମସ୍ୟାର ଆଶଙ୍କା ରହିଛି ।

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ। ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *