ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ସ୍ମାର୍ଟ କାର୍ଡ ଆରମ୍ଭ କଲେ। ଜାଣନ୍ତୁ କେମିତି ଆପଣ ପାଇବେ

ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ସକାଳର ଖବର ଆପଣଙ୍କ ପାଇଁ ଦରକାରୀ ହେଇପାରେ। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଜି ସକାଳର ବଡ ଖବର। ଆଜି ଆମେ କହିବୁ କି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ନୂଆ ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ତେବେ ଏହା କିପରି ଆପ୍ଲାଏ କରିବେ ତଥା ଏଥିରୁ କିପରି ଆପଣ ଲାଭ ପାଇବେ ତାହା ଆମେ ଆଜି ଜାଣିବା। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହି ଖବର ମାନଙ୍କର ବାବଦରେ। ଏହା ବାବଦରେ ଆପଣ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

ତେବେ ଏହି ସବୁ ଜିନିଷ ଆପଣଙ୍କ ପାଖରେ ଯଦି ଥିବା ଆପଣ ସେହି ସ୍ମାର୍ଟ କାର୍ଡ ନିଶ୍ଚୟ ପାଇପାରିବେ। ପ୍ରଥମତଃ ଆପଣ ଦେଖନ୍ତୁ କି ଆପଣଙ୍କ ପାଖରେ ଯଦି ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ଅଛି ତାହେଲେ ଆପଣ ଏହି ସ୍ମାର୍ଟ କାର୍ଡ ପାଇପାରିବେ। ଦ୍ୱିତୀୟତ ଦେଖନ୍ତୁ ଯଦି ଆପଣଙ୍କ ପାଖରେ ଅନ୍ନପୂର୍ଣା କାର୍ଡ ଅଛି ତାହେଲେ ମଧ୍ୟ ଆପଣ ଏହି ସ୍ମାର୍ଟ କାର୍ଡ ପାଇପାରିବେ।

Smart card launch in Odisha

ଯେଉଁ ମାନଙ୍କ ପାଖରେ ବିଜୁ କୃଷକ କଲ୍ୟାଣ ଯୋଜନା ଅଛି ସେମାନେ ପାଇପାରିବେ। ଚତୁର୍ଥରେ ଯେଉଁ ମାନେ ଜାତୀୟ କୃଷକ କଲ୍ୟାଣ ଯୋଜନାରେ ସାମିଲ ହେଇ ଯାଇଛନ୍ତି ସେମାନେ ମଧ୍ୟ ଏହା ପାଇପାରିବେ। ପଞ୍ଚମରେ ଯେଉଁମାନେ ଓଡିଶା ରାଜ୍ୟ ସରକାରଙ୍କ ଠାରୁ ରାସନ କାର୍ଡ ପାଇଛନ୍ତି ସେମାନେ ମଧ୍ୟ ପାଇପାରିବେ ଆଉ ଷଷ୍ଠ ରେ ଯେଉଁ ମାନଙ୍କର ଆୟ ସ୍ୱଳ୍ପ ରହିଛି ସେମାନେ ମଧ୍ୟ ଏହା ପାଇପାରିବେ।

ତେବେ ଏହି ବିଜୁ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରାୟ ୯୬ ଲକ୍ଷ ପରିବାରର ୩.୫ କୋଟି ପରିବାରଙ୍କୁ ଏହି ବିଜୁ ସ୍ମାର୍ଟ କାର୍ଡ ଦିଆଯିବ। ପ୍ରତ୍ୟେକ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଖର୍ଚ୍ଚ ପାଇପାରିବେ। ଯଦି ସେମାନେ ମହିଳା ହେଇଥିବେ ତାହେଲେ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ଯାଏ ଖର୍ଚ ପାଇପାରିବେ। ତେବେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଆମକୁ ଦେଖିବାକୁ ହେବ। ଆପଣଙ୍କୁ ଏହା ସହିତ ଆଜି ଆମେ ଆଉ କିଛି ଖବର କହିବୁ।

Smart card

ଆପଣ ଜାଣନ୍ତି କୋଭିଡ ପରିଚାଳନାରେ ପୁଣି ଓଡିଶା ସବୁଠୁ ଆଗରେ ଅଛି। ଆଉ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ୧ ରେ ଅଛନ୍ତି। ଦେଶରେ କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ପୁଣି ଆଗରେ ଆଉ ଦ୍ୱିତୀୟ ଲହରରେ ସଂକ୍ରମଣ ହାର ସବୁଠୁ କମ ଅଛି। ତେବେ ଓଡ଼ିଶାର ପରିଚାଳନା ଦାୟିତ୍ତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପୁଣି ନମ୍ବର ୧ ରେ ଅଛନ୍ତି। ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶ କରା ଯାଇଥିବା ରିପୋର୍ଟ ଅନୁସାରେ ଏହା ହେଇଛି। ଏହା ଆମ ମୁଖ୍ୟମନ୍ତ୍ରୀଙ୍କର ଏକ ବଡ଼ ସଫଳତା ଅଟେ।

Leave a Reply

Your email address will not be published. Required fields are marked *