ଏହି ମହିଳା ମାନେ ଆପଣଙ୍କୁ ପୁରା ଜୀବନ କଷ୍ଟ ଦେଇଥାନ୍ତି ଆସନ୍ତୁ ଜାଣିବା ସେହି ମହିଳା ମାନଙ୍କ ବିଷୟରେ ।

ବନ୍ଧୁଗଣ ମହିଳାମାନଙ୍କ ବିଷୟରେ କହିବାକୁ ଗଲେ ସେ ଏକ ପରିବାରକୁ ସ୍ଵର୍ଗ ବନାଇ ପାରନ୍ତି ଅଥଵା ନର୍କ ମଧ୍ୟ,ମହିଳା ମାନେ ତାଙ୍କ ଜୀବନରେ ବହୁତ ଦାୟିତ୍ୱ ନେଇଥାନ୍ତି । ସେ ଆମର ଝିଅ,ବୋହୁ ଓ ପତ୍ନୀ ମଧ୍ୟ ହୋଇଥାନ୍ତି। ଏକ ପତି ତା ପତ୍ନୀଠାରୁ ଚାହେଁ କି ସେ ତାକୁ ଭଲ ପାଇବା ଦେଉ ଓ ତାର ପରିବାରର ଯତ୍ନ ମଧ୍ୟ ନେଉ,ବାହାଘର ପରେ ଏକ ପୁରୁଷ ର ଆଶା ଥାଏ କି ତାକୁ ଗୋଟିଏ ଭଲ ପତ୍ନୀ ମିଳୁ ଯିଏ କି ତାର ସୁଖ ଦୁଃଖ ଓ ତା ପରିବାର ର ଯତ୍ନ ନେଉ,କଥାରେ କୁହାଯାଏ କି ଏକ ସଫଳ ପୁରୁଷ ପଛରେ ଏକ ନାରୀର ହାତ ରହିଥାଏ।

ଏବଂ ଯେତେବେଳେ ବାହାଘର ପରେ ଗୋଟିଏ ପୁରୁଷ ସବୁ କ୍ଷେତ୍ରରେ ଅସଫଳତା ପାଇବାକୁ ଲାଗିଥାଏ,ଏହା ପଛରେ ତାର ସାଥୀର ଭୂମିକା ମଧ୍ୟ ରହିଥାଏ। ବନ୍ଧୁଗଣ କିଛି କିଛି ମହିଳା ବାହାହୋଇ ଆସିବା ପରେ ନିଯସହ ନିଜର ଖରାପ ପ୍ରଭାବ ଓ ଖରାପ ଆଦତ ସାଥିରେ ନେଇ ଆସିଥାନ୍ତି। ଆସନ୍ତୁ ଜାଣିବା ସେହି ମହିଳା ମାନେ ସବୁ କିଏ ଜାଣିବା ତାଙ୍କ ବିଷୟରେ ।

women

ଯେଉଁ ମହିଳା ନିଜର ସ୍ୱାମୀଙ୍କୁ ନକହି ତାଙ୍କର ମନିପର୍ସ କିମ୍ବା ତାଙ୍କ ପକେଟ ରୁ ପଇସା ରଖୁଥାନ୍ତି ,ଏଭଳି ମହିଳା ଆପଣଙ୍କ ପରିବାର ପାଇଁ ବହୁତ ଅଶୁଭ ହୋଇଥାନ୍ତି, ଓ ଏହା କରିବା ଫଳରେ ଘରେ ଏହାର କୁପ୍ରଭାବ ପଡିବା ସହ ଘରର ଆର୍ଥିକ ସ୍ଥିତିରେ ବହୁତ ସମସ୍ୟା ଦେଖାଦେଇଥାଏ। ଯେଉଁ ମହିଳାମାନେ ବିଛଣାରେ ବହୁତ ସମୟ ଧରି ଶୋଇରୁହନ୍ତି ସେହି ମହିଳାମାନେ ତାଙ୍କ ପରିବାର ପାଇଁ ବହୁତ ଅଶୁଭ ହୋଇଥାନ୍ତି,ଓ ପରିବାରରେ ହେଉଥିବା ଅମଙ୍ଗଳ ପାଇଁ ଏହିସବୁ ମହିଳା ମାନେ ଦାୟୀ ରାହିଥାନ୍ତି।।

ଯେଉଁ ନାରୀମାନେ ରାତିରେ ଶୋଇବା ସମୟରେ ନିଜ ମଥାର ସିନ୍ଦୁର ଧୋଇକି ସୋଇଥାଏ,ସେହି ପ୍ରକାର ମହିଳା ମାନଙ୍କ ପାଇଁ ତାଙ୍କ ସ୍ୱାମୀ ସବୁ କ୍ଷେତ୍ରରେ ଅସଫଳ ହେବା ସହ ତାଙ୍କର ଦୁର୍ଘଟଣା ମଧ୍ୟ ଘଟିଥାଏ। ବନ୍ଧୁଗଣ ଯଦି ଏମିତି କିଛି ନାରୀ କଳା ରଙ୍ଗର ବସ୍ତ୍ର ୨ବଡ ପରିଧାନ କରିଥାନ୍ତି,ସେ ତାଙ୍କ ସ୍ୱାମୀର ପତନ ପତନ ପାଇଁ ସର୍ବଦା ଦାୟୀ ରହିଥାନ୍ତି।।

ଯଦି ଆପଣଙ୍କର ପତ୍ନୀ ଗୁରୁବାର ଦିନ ନିଜର ବାଳକୁ ଧୋଉଛି ତେବେ ତାଙ୍କୁ ଏହା କରିବାରୁ ମନା କରନ୍ତୁ,କାରଣ ଏହା କରିବା ଦ୍ୱାରା ଆପଣ ଯେଉଁ କାମରେ ଆଶା ରଖିଥିବେ ସେଥିରେ ଆପଣ ଅସଫଳତା ପାଇବେ। ବନ୍ଧୁଗଣ ଯେଉଁ ପତ୍ନୀମାନେ ମଙ୍ଗଳବାର,ଗୁରୁବାର ଓ ଶନିବାର ଦିନ ଆମିଷ ଖାଇଥାଏ ତେବେ ତାର ସ୍ୱାମୀ ମୃତ୍ୟୁ ମୁଖରେ ପଡିଥାଏ ।

women

ଯଦି କେଉଁ ନାରୀ ପୁରୁଣା ବ୍ରସ ବାରମ୍ବାର ବ୍ୟବହାର କରିଥାଏ ତେବେ ତାକୁ ଏହା କାଟିବା ପାଇଁ ମନାକରନ୍ତୁ କରଣ ଏହା ଆପଣଙ୍କ ପାଇଁ ଦୁର୍ଭାଗ୍ୟ ର କାରଣ ହୋଇଥାଏ। ଯେଉଁ ନାରୀମାନେ ଅତ୍ୟଧିକ ଷ୍ଟାଇଲିସ ଓ ବାରମ୍ବାର ପାର୍ଲର ଯାଇଥାନ୍ତି ତେବେ ଏହି କାରଣ ପାଇଁ ଆପଣଙ୍କୁ ବର୍ବାଦ ହେବାକୁ ପଡ଼ିଥାଏ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ । ଏହିଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *