ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ଼ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ବାବଦରେ ଯାହା ଆପଣଙ୍କୁ ଜାଣିବା ନିହାତି ଦରକାର। ତେବେ ଆଜି ଆମେ ଆପଣଙ୍କ ପାଖରେ ଆମ ଓଡ଼ିଶାର ମୁଖ୍ୟ ମନ୍ତ୍ରୀଙ୍କର ଏକ ସତର୍କ ସୂଚନା ବାବଦରେ କହିବାକୁ ଯାଉଛୁ। ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ମାନଙ୍କୁ କୋଭିଡର ତୃତୀୟ ଲହରୀ ପାଇଁ ସାବଧାନ କରିଛନ୍ତି। ତାହା ବାବଦରେ ସେ ସବୁ ଲୋକଙ୍କ ସାମ୍ନାରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହା ବାବଦରେ ହି ଆଜି ଆମେ କହିବୁ। ତେବେ ଆପଣଙ୍କୁ ଜାଣିବା ନିହାତି ଦରକାର। ଆସନ୍ତୁ ଆଉ ଡେରି ନକରି ଆମେ ଆରମ୍ଭ କରିବା ଆଉ ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।
ତେବେ ଆମ ମୁଖ୍ୟମନ୍ତ୍ରୀ ସବୁ ପ୍ରକାରର କୋଭିଡ କଟକଣା ଅବଲମ୍ବନ କରି କ୍ୟାମେରା ସାମ୍ନାରେ ବସିଥିଲେ ଆଉ ସେ ଆରମ୍ଭ କଲେ ଆଉ କହିଲେ,” ପ୍ରିୟ ଭାଇ ଓ ଭଉଣୀ ମାନେ ଆପଣ ମାନେ କୋଭିଡର ଦ୍ୱିତୀୟ ଲହରୀ ସହ ମୁକାବିଲା କରିବା ପାଇଁ ଯେପରି ଆମ ଡାକ୍ତର ତଥା ବୈଜ୍ଞାନିକ ମାନଙ୍କର ସହାୟତା କଲେ, ମୁ ଆପଣଙ୍କ ପାଖରୁ ସେଭଳି ହି କିଛି ସହାୟତା ଆଶା କରୁଛି କୋଭିଡର ତୃତୀୟ ଲହରୀ ପାଇଁ।
ଆପଣ ମାନେ ତ ଦେଖିଲେ କି ଭାରତର ଅନ୍ୟ ରାଜ୍ୟ ମାନଙ୍କରେ କୋଭିଡର ଦ୍ୱିତୀୟ ଲହରୀ କିଭଳି କାୟା ବିସ୍ତାର କରିଥିଲା ଆଉ ଆପଣ ଏବେ ଆମ ଓଡିଶାକୁ ଦେଖନ୍ତୁ ତାହା କିପରି ନିୟନ୍ତ୍ରଣ ଭିତରେ ଥିଲା। ତେବେ ଓଡ଼ିଶାର ଲୋକ ମାନଙ୍କର ସତର୍କତା ତଥା ତାଙ୍କର ଅନ୍ୟାନ୍ୟ ସମସ୍ତ ପାଳନ ପାଇଁ ଆମେ ଆଜି ସୁରକ୍ଷିତ ଅଛୁ।”
ଆଗକୁ କହିଲେ,” ମାତ୍ର ଆପଣଙ୍କ ପାଖରେ ଆମେ କହିରଖୁଛୁ କି ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଏବେ କୋଭିଡ କେସ ବଢି ଚାଲିଛି ଆଉ ତାହା ଆମ ପାଇଁ ଜମା ବି ଏକ ଭଲ ଖବର ନୁହଁ। କୋବିଡ଼ କେସ ବଢିବା ଦ୍ୱାରା ଆପଣଙ୍କର ସତର୍କ ରହିବା ନିହାତି ଦରକାର। ତେବେ ଅନ୍ୟ ରାଜ୍ୟ ମାନଙ୍କ ଭଳି ଓଡ଼ିଶାର ପରିସ୍ଥିତି ନାହିଁ। ଆମ ଓଡ଼ିଶାରେ କେସ କମି କମି ଚାଲିଛି। ଓଡିଶା ଧୀରେ ଧୀରେ ଅନଲକ୍ ହେବାରେ ଲାଗିଛି।
ଆମ ଅନୁଷ୍ଠାନ ମାନଙ୍କର ଖୋଲିବା ଏହାର ଉଦାହରଣ ଅଟେ। ତେବେ ଆପଣଙ୍କ ପାଖରେ ଅନୁରୋଧ କି ଆପଣ ସତର୍କ ରୁହନ୍ତୁ। ଗତ କିଛି ମାସ ହେବ ବନ୍ଦ ଥିବା ଦୋକାନ, ବଜାର ତଥା ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କୁ ଖୋଲା ଯାଉଛି। ତେବେ ଏହି ଆନୁଷ୍ଠାନିକ ବ୍ୟବସ୍ଥା ଆପଣ ମାନଙ୍କ ପାଇଁ ଜାରି ଅଟେ। ଆପଣ ମାନେ ସତର୍କ ରୁହନ୍ତୁ ଆଉ ସତର୍କତା ଅବଲମ୍ବନ କରନ୍ତୁ।”