ସୌମ୍ୟଙ୍କର ମୃତ୍ୟୁ ଉପରୁ ହଟୁନି ପରଦା। ହତ୍ୟା ଆତ୍ମହତ୍ୟା ନା ଆକସ୍ମିକ ମୃତ୍ୟୁ? ଏହି ପ୍ରକାରର ଅନେକ ପ୍ରଶ୍ନ ଉଙ୍କି ମାରୁଛି ପୋଲିସର ମନରେ। ତେବେ ଏହା ବାବଦରେ ଦାୟୀ କିଏ? ଏହାର ପଛରେ କାହାର ହାତ ଅଛି। ତେବେ ଏହି ପ୍ରକାରର ପ୍ରଶ୍ନ ମାନଙ୍କର ଉତ୍ତର ଜାଣିବା ପାଇଁ ପୋଲିସ ପୁଣି ଚାରି ଘଣ୍ଟାର ମାରାଥନ ଜେରା କରିଛି ବିଦ୍ୟା ଭାରତୀଙ୍କୁ। ପ୍ରାୟ ଚାରି ଘଣ୍ଟାର ମାରାଥନ ଜେରା ପରେ ପୋଲିସ ନିଜର ପ୍ରଶ୍ନ ମାନଙ୍କର ଉତ୍ତର ପାଇବାରେ ସକ୍ଷମ ହେଇଛି।
ତେବେ ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଖବର ନେଇକି ଆସିଛୁ। ତେବେ ଆଜିର ବଡ଼ ଖବର ଆପଣ ମାନଙ୍କର ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କୁ ପାରଳାଖେମୁଣ୍ଡିରେ ହେଇଥିବା ମୃତ୍ୟୁ ଫରେଷ୍ଟ ଅଫିସର ସୋମ୍ୟଙ୍କର ମୃତ୍ୟୁ ଉପରେ ପୁଣି ଏକ ବଡ଼ ଅପଡେଟ ନେଇକି ଆସିଛୁ। ଏହା ବବଦରେ କଣ ରହିଛି ବଡ଼ ଖବର ତାହା ବାବଦରେ ଜାଣିବା ଆଜି ଆମେ। ତେବେ ଏହା ବାବଦରେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଉ ଆପଣ ଆମ ମାନଙ୍କ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ ଏହା ବାବଦରେ ଅଧିକ ଜାଣିବା ପାଇଁ। ଚାଲନ୍ତୁ ଆରମ୍ଭ କରିବା।
ତେବେ ଏହା ବାବଦରେ ଅନେକ ପ୍ରକାରର ବଡ଼ ବଡ଼ ପ୍ରଶ୍ନ ପଚାରାଯାଇଛି ବିଦ୍ୟାଙ୍କୁ। ତେବେ ପ୍ରଶ୍ନ ମାନଙ୍କ ଭିତରେ ଅନେକ କିଛି ଅଛି। କଣ ରହିଛି ସୋମ୍ୟଙ୍କ ପିଡ଼ି ହେଇଯିବା ପଛର ରହସ୍ୟ? ଏହା ପାଇଁ ଦାୟୀ କିଏ? କଣ ସୋମ୍ୟ ଆତ୍ମହତ୍ୟା କଲେ? ଯଦି ବି ସେ ଆତ୍ମା ହତ୍ୟା କଲେ ତାହେଲେ ଏହାର କାରଣ କଣ ଥାଇପାରେ? ବିଦ୍ୟାଙ୍କର ଅନ୍ୟ ଲୋକ ମାନଙ୍କ ସହ ସମ୍ପର୍କ କଣ?
ଯେତେବେଳେ ସୋମ୍ୟ ଘରେ ନଥିଲେ ସେତେବେଳେ ବିଦ୍ୟାଙ୍କୁ ପାଖରେ କିଏ କିଏ ଆସୁଥିଲେ ଆଉ ସେମାନଙ୍କର ୟଙ୍କ ସହ ସମ୍ପର୍କ କଣ? ମୋବାଇଲରୁ ମିଳିଥିବା ଭାଇରାଲ ଅଡିଓ କଣ ସତ ଅଟେ? କଣ ସୋମ୍ୟଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିଲା? କଣ ସୋମ୍ୟ କଣ କରୁଥିଲେ ଏହା ବାବଦରେ ବିଦ୍ୟାଙ୍କୁ କିଛି ଧାରଣା ଥିଲା?
ଯଦି ବି ଧାରଣା ଥିଲା ତାହେଲେ ବିଦ୍ୟା ଏହା ବାବଦରେ କାହାକୁ ଜଣେଇଲେ ନାହିଁ କାହିଁକି? ଆଉ ଜୁଲାଇ ୧୦ ରୁ ୧୪ ତାରିଖ ରାତିକୁ ସୋମ୍ୟ ନିଜର ଡାଏରିରେ କାଳ ରାତ୍ରି ବୋଲି ଲେଖିଛନ୍ତି କାହିଁକି? କଣ ବିଦ୍ୟାଙ୍କୁ ଏହା ବାବଦରେ ଜଣା ଥିଲା? ଏହି ପ୍ରକାରର ଅନେକ ପ୍ରଶ୍ନ ଗୁଡେଇ ତୁଦେଇ ପଚାରିଛି ପୋଲିସ ଆଉ ଏହାର ଉତ୍ତର ପାଇବାରେ ସକ୍ଷମ ମଧ୍ୟ ହେଇଛନ୍ତି ବିଦ୍ୟା ଭାରତୀଙ୍କ ପାଖରୁ। ତେବେ ତାଙ୍କ ପ୍ରଶ୍ନ ପଚାରାଯିବା ପରେ ଏହା ଜଣା ପଡୁଛି କି ସେମାନେ ତଥ୍ୟ ପାଇବାରେ ସଫଳ ହେଉଛନ୍ତି। ପୋଲିସ କର୍ମଚାରୀଙ୍କ କହିବା କଥା କି ସେ ତାଙ୍କ ତଥ୍ୟ ଅନୁସାରେ ଜେରା କରୁଛନ୍ତି।