ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ମାନଙ୍କର ଖୋଲିବା ନେଇ ବଡ଼ ଘୋଷଣା।

news

ତେବେ ଆଜିର ବଡ଼ ଖବର ଆପଣ ମାନଙ୍କର ଜାଣିବା ନିହାତି ଦରକାର। ଆଜି ଆମେ ଆମ ଶିକ୍ଷାଅନୁଷ୍ଠାନ ମାନଙ୍କ ବାବଦରେ କିଛି କହିବାକୁ ଯାଉଛୁ। ଆମେ କହିବାକୁ ଯାଉଛୁ ଆମ ଭାରତର ବିଦ୍ୟାଳୟ ମାନଙ୍କର ଖୋଲିବା ଉପରେ। ଏହା ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମ ରାଜ୍ୟ ସରକାର। ତେବେ କଣ ରହିଛି ଏହା ଉପରେ ନିଷ୍ପତ୍ତି ତାହା ଆମେ ଆଜି ଜାଣିବା। ତେବେ ଆପଣ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ ଆଉ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହି ଖବର ବାବଦରେ।

school open

ତେବେ ରାଜ୍ୟରେ କରୋନାର ପରିସ୍ଥିତି ସୁଧୁରିଯିବାରେ ଲାଗିଛି ଆଉ ଏହା ଦେଖି ଆମ ରାଜ୍ୟ ସରକାର ଦୀର୍ଘ ଦେଢ଼ ବର୍ଷ ହେବ ବନ୍ଦ ରହିଥିବା ସ୍କୁଲ ମାନଙ୍କୁ ଖୋଲିବାକୁ ଯାଉଛନ୍ତି। ତେବେ ଏହା ଉପରେ ନିଷ୍ପତ୍ତି ନିଆ ଯାଇଛି ଆଉ ବଡ଼ ନିଷ୍ପତ୍ତି ପ୍ରକାଶ କରିଛନ୍ତି ଆମ ଗଣଶିକ୍ଷା ମନ୍ତ୍ରୀ। ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜର ଦାସ କହିଛନ୍ତି କି ଶିକ୍ଷାଅନୁଷ୍ଠାନ ମାନଙ୍କର ଖୋଲାଯିବା ନେହି ଗଣଶିକ୍ଷାଅନୁଷ୍ଠାନ ନିଷ୍ପତ୍ତି ନେଇପାରିବେ। ତେବେ ଏହା ଉପରେ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଛି। ଅଗଷ୍ଟ ମାସରର ଜାରି କରାଯାଇଥିବା କୋଭିଡ ଗାଇଡ୍ଲାଇଁ ଅନୁସାରେ ଶିକ୍ଷା ଅନୁଷ୍ଠାନ ମାନଙ୍କର ଖୋଲାଯାଇପାରିବ।

ତେବେ ଆପଣ ଯେପରିକି ଜାଣନ୍ତି କି ପୂର୍ବ କିଛି ଦିନ ମାନଙ୍କରେ ଦଶମ ଆଉ ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ଅଫଲାଇନ ପାଠ ପଢା ଆରମ୍ଭ କରା ଯାଇଥିଲା। ଏବେ ବି ତାଙ୍କର ପାଠ ପଢ଼ା ଚାଲିଛି ଆଉ ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀର ପିଲା ମାନଙ୍କର ପାଠ ପଢା ଆରମ୍ଭ କରିବା ପାଇଁ ନିର୍ଦ୍ଧେଶ ଦିଆ ଯାଇଛି। ଏହା ଉପରେ ବଡ଼ ନିଷ୍ପତ୍ତି ନିଆ ଯାଇଛି ବୋଲି ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହୁଛନ୍ତି।

samya

ଏହା ସହିତ ରାଜ୍ୟରେ ସବୁ କରୋନା କଟକଣା ସହ ସ୍କୁଲ ମାନଙ୍କର ଖୋଳାଯିବାର ନିଷ୍ପତ୍ତି ନିଆଯିବ ବୋଲି ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହୁଛନ୍ତି। ରାଜ୍ୟରେ ସ୍କୁଲ ମାନଙ୍କର ଖୋଲାଯିବା ସହ କରୋନା କଟକଣା ସବୁ ଅବଲମ୍ବନ କରାଯିବ ଆଉ ଖୁବ ଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ଅଫଲାଇନ ପାଠ ପଢା ଆରମ୍ଭ କରାଯିବ। ଏହାଦ୍ୱାରା ପ୍ରାୟ ଦେଢ଼ ବର୍ଷ ପରେ ବନ୍ଦ ରହିଥିବା ସ୍କୁଲ କଲେଜ ପୁଣି ଖୋଲିବ।

ଏହାପର ବଡ଼ ଅପଡେଟ ହେଉଛି କି ରାଜ୍ୟରେ ଛାତ୍ର ଛାତ୍ରୀ ମାନଙ୍କର ନାମ ଉପସ୍ଥାପନ ପାଇଁ ପୁଣି ଥରେ ଆରମ୍ଭ ହେଇଛି ଇ ଉପସ୍ଥାପନ ଆପ। ତେବେ ଏହାଦ୍ୱାରା ତାଙ୍କର ନାମ ଉପସ୍ଥାପନ ଇଣ୍ଟରନେଟ ଦ୍ୱାରା କରିହେବ। ଏହାକୁ ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗ୍ରହଣ କରିଛନ୍ତି। ଏଣିକି ଏବେ ସବୁ ଛାତ୍ର ଛାତ୍ରୀ ମାନଙ୍କର ଉପସ୍ଥାପନ ଏହି ଆପ ଜରିଆରେ ଗ୍ରହଣ କର ଯାଇପାରିବ।

Leave a Reply

Your email address will not be published. Required fields are marked *