ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟରେ ସ୍ୱାଗତ। ବନ୍ଧୁଗଣ ଆପଣ ମାନେ ଦୈନନ୍ଦିନ ଭାବେ ପନିପରିବା ମଧ୍ୟରେ ବାଇଗଣ ତ ନିଶ୍ଚୟ ଖାଉଥିବେ। ତେବେ ଆପଣ କଣ ଜାଣିଛନ୍ତି କେଉଁ ଲୋକ ମାନେ ବାଇଗଣର ସେବନ କରିବା ଉଚିତ? ଏବଂ କେଉଁମାନେ ବାଇଗଣ ଖାଇବା ଉଚିତ ନୁହେଁ?ଯଦିଓ, ଖୁବ୍ କମ୍ ଲୋକ ବାଇଗଣ ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ଯଦି ଆପଣ ଏହାର ସ୍ୱାସ୍ଥ୍ୟ ଉପକାରିତା ଜାଣନ୍ତି, ତେବେ ଆଜି, ଆପଣଙ୍କର ପ୍ରିୟ ପନିପରିବା ହୋଇଯିବ। ତେବେ ଆସନ୍ତୁ ଜାଣିବା ବାଇଗଣର ସ୍ୱାସ୍ଥ୍ୟ ଉପକାରିତା।

ଯଦି ଆପଣ ଆପଣଙ୍କର ବର୍ଦ୍ଧିତ ପେଟକୁ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଖାଦ୍ୟରେ ବାଇଗଣ ଅନ୍ତର୍ଭୂକ୍ତ କରନ୍ତୁ।ବାଇଗଣରେ ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥାଏ।ଯେଉଁ କାରଣରୁ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଥାଏ, ଫାଇବର ସାହାଯ୍ୟରେ ଆପଣଙ୍କ ପେଟ ଅଧିକ ସମୟ ସୁସ୍ଥ ରହିଥାଏ।ବାଇଗଣ ରେ କିଛି ଉପାଦାନ ଥାଏ ଯାହା ଆପଣଙ୍କୁ କର୍କଟ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ।
ପାଟି ଘା, ଚର୍ମ ଆଲର୍ଜି, ଯାଦୁ କାଛୁ କୁଣ୍ଡିଆ ହେଉଥିବା ଲୋକ ବାଇଗଣ ଆଦୌ ସେବନ କରିବା ଉଚିତ ନୁହେଁ।ଯଦି ଆମେ ବାଇଗଣ ଖାଇବାର ଅସୁବିଧା ବା କ୍ଷତି ବିଷୟରେ ଆଲୋଚନା କରିବାକୁ ଯିବା ତାହେଲେ। ବାଇଗଣ କୁ ଅନେକ ଲୋକ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ କାରଣ ବାଇଗଣ କିଛି ପୁରୁଣା ରୋଗ ବୃଦ୍ଧି କରିଥାଏ।

ବାଇଗଣ ଖାଇବା ଦ୍ୱାରା ଈଂଫେସନ ବା ଚର୍ମ ରୋଗ ,ଆଲର୍ଜି ଇତ୍ୟାଦି ର ବୃଦ୍ଧି ହୋଇଥାଏ। ଶରୀର ରେ ପୁରୁଣା ଆଲର୍ଜି ଥିଲେ ଏହା ବଢ଼ିଯାଏ। ବାଇଗଣ ଖାଇବା ଦ୍ୱାରା ମୁଖ୍ୟତଃ ପାଟି କୁଣ୍ଡେଇ ହୋଇଥାଏ। ପାଟି ଘା ସମସ୍ୟା ଥିଲେ ବାଇଗଣ ଏହାକୁ ବଢ଼ାଇ ଦିଏ। ସ୍କିନ ଆଲର୍ଜି, ଚର୍ମ ଈଂଫେସନ ସମସ୍ୟା କୁ ବଢ଼ାଇଥାଏ ବାଇଗଣ। ବାଇଗଣ ଖାଇବାର ଏହା ଏକ ମାତ୍ର ଅସୁବିଧା ହୋଇଥାଏ।
ବନ୍ଧୁଗଣ ଆମେ ଆପଣ ମାନଂକ ପାଇଁ ସବୁବେଳେ ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।