ସ୍ୱାମୀ ସୁଖ ପାଇ ପାରନ୍ତି ନାହିଁ ଏହି ସ୍ତ୍ରୀ ..। ସବୁବେଳେ ଅନ୍ୟ ସହ…

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ସେହି ନାମର ମହିଳା ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ମାନଙ୍କୁ କେବେ ବି ନିଜର ସ୍ୱାମୀ ମାନେ ସନ୍ତଷ୍ଟ କରି ପାରନ୍ତି ନାହିଁ । ମାନେ ସେମାନଙ୍କୁ ସ୍ୱାମୀ ସୁଖ ମିଳେ ନାହିଁ । ଏମିତି ରେ ବିବାହ ହେଉଛି ଅତୁଟ ବନ୍ଧନ ଯେଉଁ ଠାରେ ଗୋଟିଏ ସ୍ୱାମୀ ଚାହେଁ କି ତାର ସ୍ତ୍ରୀ ବହୁତ ସୁନ୍ଦର ସୁଶିଳ ଏବଂ ନିରବ ଚିନ୍ନ ହୋଇ ଥାଉ , ତାର ସବୁ କଥା ମାନୁ ସେହି ପରି ବେଳେ ସ୍ତ୍ରୀ ମାନେ ବି ଭାବନ୍ତି କି ତାର ସ୍ୱାମୀ ସୁନ୍ଦର ବୁଦ୍ଧିବାନ ଏବଂ ତାଙ୍କୁ ଯେମିତି ସୁଖ ରେ ରଖୁ ।

bhabi

ହେଲେ ଆମେ କହିବୁ ଯେଉଁ ମହିଳା ମାନଙ୍କ ବିଷୟରେ ସେମାନଙ୍କ ସ୍ୱାମୀ କେବେ ବି ସୁଖ ଦେଇ ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ପ୍ରଥମେ K ନାମର ମହିଳା ମାନେ ।ନିଜର ସ୍ୱାମୀ ଙ୍କୁ ବହୁତ ଭଲ ପାଆନ୍ତି । ସେମାନେ ସ୍ୱାମୀ ର ଦାୟୁତ୍ୱ କୁ ମନେ ପକାଇବା ବେଳେ ସ୍ୱାମୀ ତାଙ୍କ କଥା କୁ ସୁଣନ୍ତି ନାହିଁ । ଏହି ନାମ ର ମହିଳା ମାନେ ଘର କାମ ଏବଂ ଘର ଚଳେଇବାରେ ମାହିର୍ ଥାନ୍ତି ।

ଏହା ପରେ ରହିଛି P ନାମର ମହିଳା ମାନେ ।ଏମାନେ ବହୁତ ପରିଶ୍ରମୀ ହେବା ସହିତ ସଂନ୍ତାନ କୁ ସଂସ୍କାର ଦିଅନ୍ତି । ଏମାନେ ଅଜଥା ଖର୍ଚ୍ଛ କରନ୍ତି ନାହିଁ । ସ୍ୱାମୀ ଙ୍କୁ ସବୁ ଖର୍ଚ୍ଚ ର ହିସାବ୍ ମାଗନ୍ତି । ଜାହା ଦ୍ୱାରା ସେମାନଙ୍କ ସଂମ୍ପର୍କ ରେ ଫାଟ ସୃଷ୍ଟି ହୁଏ ।
women

ଶେଷ ରେ S ନାମର ମହିଳା ମାନେ ବହୁତ ଧର୍ଜ୍ୟ ବାନ୍ ହୋଇ ଥାନ୍ତି । ଏମାନଙ୍କୁ ଅଣଦେଖା କଲେ ସେମାନେ ସହି ପାରନ୍ତି ନାହିଁ । ଏମାନେ ଚାହାଁନ୍ତି କି ପରିବବାର ଲୋକ ମାନେ କେମିତି ତାଙ୍କ ଉପରେ ସନ୍ତୁଷ୍ଟ ରୁହନ୍ତୁ । ହେଲେ ଏମାନେ କେବେ ବି ପରିବାର ଲୋକ ମାନଙ୍କ ଉପରେ ସନ୍ତୁଷ୍ଟ ରହି ପାରନ୍ତି ନାହିଁ । ଏବଂ ଏମାନେ ଚାହାଁନ୍ତି କି ଏମାନଙ୍କ ସ୍ୱାମୀ ସବୁ ବେଳେ ତାଙ୍କ ଉପରେ ପ୍ରସଂଶା ଢାଳନ୍ତୁ । ତେବେ ସେହି ପରି କ୍ଷେତ୍ର ରେ ଏମାନେ କେବେ ବି ସ୍ୱାମୀ ଙ୍କ ସୁଖ ପାଆନ୍ତି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *