ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ବାଗତ କରୁଛୁ ବନ୍ଧୁଗଣ । ଆମେ ଆଜି ଆପଣ ମାନଙ୍କୁ କହିବୁ କି ଚା ପିଇବା ଦ୍ୱାରା ଆମର କଣ କଣ କ୍ଷେତି ହୋଇ ଥାଏ । ସେମିତି ରେ ଯଦି ଆମେ ଚା ବିଷୟ ରେ କହିବା ତେବେ ଆଜିର ଦିନ ରେ ପ୍ରାୟତଃ ଲୋକ ମାନେ ଏମିତି ଭାବେ ଚା ର ସେବନ କରିବା ପାଇଁ ପସନ୍ଦ କରନ୍ତି ଏବଂ ସେମାନେ ଏହାକୁ ଗୋଟିଏ ପ୍ରକାରର ନିସା ଭାବେ ପରିଣତ କରି ଦେଇ ଥାନ୍ତି ।
ସେମିତିରେ ଆପଣ ମାନେ ଆଜିର ଦିନରେ ଯେଉଁ ଠାକୁ ଜାଇ ଥାନ୍ତି ସେଠାରେ ଆପଣ ମାନଙ୍କୁ ଅତିଥି ରୂପେ ଏହି ଚା କୁ ଦିଆ ଜାଇ ଥାଏ । ହେଲେ କଣ ଆପଣ ମାନେ କେବେ ଭାବିଛନ୍ତି କି ଏହି ଚା ର ସେବନ କରିବା ଦ୍ୱାରା ଆପଣ ମାନଙ୍କର କଣ କଣ ସବୁ କ୍ଷେତି ହୋଇ ଥାଏ । ଯଦି ନାହିଁ । ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ସଂମ୍ପର୍କ ରେ କହିବା ପାଇଁ ଚାହିଁବୁ ।
ଯଦି ଆପଣ ମାନେ ଖାଇବା ପରେ ଚା ର ସେବନ କରୁଛନ୍ତି ତେବେ ଏହି ଚା ରେ ଟେନିକ୍ ଏସିଡ୍ ଥାଏ । ତେବେ ଖାଦ୍ୟ ରେ ଯେଉଁ ଆଇରନ୍ ତତ୍ୱ ରହି ଥାଏ । ଏହି ଚା ସେହି ତତ୍ୱ କୁ ନେଇ ବାଇଣ୍ଡ କରି ଦିଏ । ମାନେ ଆପଣ ମାନେ ଯଦି ଖାଇବା ପରେ ଚା ପିୁଛନ୍ତି ତେବେ ବୁଝି ଯିବେ କି ଆପଣ ମାନଙ୍କୁ ଆଇରନ୍ ର କମ୍ ହେବ ।
ବହୁତ ସମୟ ରେ ଡାକ୍ତର ମାନେ ହାଇ ବିପି ର ଲୋକ ମାନଙ୍କୁ ଏହି ଚା ପିଇବା ପାଇଁ ମନା କରି ଥାନ୍ତି । ତେବେ ଆପଣ ମାନେ ଯଦି କେବେ ବିପି ପରି ସମସ୍ୟା ରେ ରହିଛନ୍ତି ତେବେ ଆପଣ ମାନେ ଏହି ଚା ର ସେବନ କରନ୍ତୁ ନାହିଁ । କାରଣ ଆପଣ ମାନଙ୍କ ବିପି ହାଈ ହୋଇ ଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।