ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ଏଲୋପାତି ର ଉଦ୍ଧଭାବନା ହୋଇ ନ ଥିଲା । ତେବେ ସେହି ସମୟ ରେ ଲୋକ ମାନେ ଗଛର ଚେର ଖାଇ ନିଜର ରୋଗ କୁ ଭଲ କରୁ ଥିଲେ । କେବଳ ରୋଗ ବଢୁ ଥିଲା ବୋଲି କହିଲେ ଭୁଲ ହେବ । ହଁ ଆଜ୍ଞ୍ୟା ସେତେ ବେଳେ ଲୋକ ମାନେ ସେହି ଗଛ ର ଚେର ଫଳ ଏବଂ ପତ୍ର ର ସେବନ କରି ସେମାନେ ନିଜର ସେ-କ୍ସ ପାୱାର କୁ ମଧ୍ୟ ବଢାଉ ଥିଲେ ।
ପ୍ରାୟତଃ ରାଜା ରାଜୁଡା ମାନେ ଗୋଟିଏ ପ୍ରକାରର ଫଳ ର ସେବନ କରି ସେମାନେ ନିଜର ପତ୍ନୀ ଙ୍କୁ ଶରୀରିକ ଭାବେ ସନ୍ତୁଷ୍ଟ କରୁି ଥିଲେ । ତେବେ ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଆମେ ଆଜି ଆପଣ ମାନଙ୍କୁ ସେହି ଫଳ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।
ଆୟୁର୍ବେଦ ଶାସ୍ତ୍ର ଅନୁସାରେ ରାଜା ମାନେ ନିଜ ପତ୍ନୀ ଙ୍କୁ ଜିବିତ୍ରୀ , ଜାଇଫଳ , ଅଶ୍ୱଗନ୍ଧା , ସିଲାଜିତ୍ , ଏବଂ ଶଫେଲ୍ ମୁସଲୀ ଖାଇ ଶାରୀରିକ ଭାବେ ସନ୍ତଷ୍ଟ କରାଉ ଥିଲେ । ଏହି ଔଷଧ ରେ ଏମିତି କିଛି ଶକ୍ତି ରହି ଥିଲା କି ଏହା ଶରୀର ର ରକ୍ତ ସଂଞ୍ଚାଳନ ଏବଂ ଶକ୍ତି ବର୍ଦ୍ଧକ ଭାବେ କାର୍ଯ୍ୟ କରୁ ଥିଲା । ମାନେ ପୁରୁଷ ମାନଙ୍କ ସେ-କ୍ସ ପାୱାର କୁ ବହୁତ ପରିମାଣ ରେ ବଢାଉ ଥିଲା ।
ସବୁଠୁ ବଡ କଥା ହେଲା କି ଏହା ଶରୀର ପ୍ରତି ବିସେଷ କିଛି କ୍ଷେତି ପହଁଚାଏ ନାହିଁ । ଏହା ମନୁଶ୍ୟ ର ମାନଶୀର ସ୍ଥିତି କୁ ବହୁତ ପରିମାଣ ରେ ସଦୃଢ କରି ଥାଏ । ଯଦି ଆପଣ ମାନେ ବି ଆପଣ ମାନଙ୍କ ପତ୍ନୀ ଙ୍କୁ ଏମିତି ଭାବେ ସନ୍ତୁଷ୍ଟ କରିବା ପାଇଁ ଚାହିଁନ୍ତି । ତେବେ ଆପଣ ମାନେ ଏହି ଔଷଧ ସେବନ କରି ପାରିବେ ।