ମୋଟା ଝିଅ କୁ ବାହା ହେବାର ଫାଇଦା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…..।

girl

ଆମ ଦେଶରେ ବିବାହ ଗୋଟିଏ ପବିତ୍ର ବନ୍ଧନ ବୋଲି ମନା ଜାଇ ଥାଏ ଏବଂ ଏଠାରେ ଜାହାଁଙ୍କୁ ଥରେ ବିବାହ କରା ଜାଇ ଥାଏ ତା ସହିତ ସଂମ୍ପର୍ଣ୍ଣ ଜିବନ କଟାଇବା ପାଇଁ ପଡି ଥାଏ । ଯଦି ଆମେ ବିବାହ ର କଥା କହିବା ତେବେ ଯୁବକ ମାନଙ୍କ ମନରେ ସବୁ ସମୟରେ ଏହି ଧାରଣା ରହି ଥାଏ କି, ସେ ଯେବେ ବି କୈଣସି ଝିଅ ଙ୍କୁ ବିବାହ କରିବେ ସେ ଯେମିତି ପତଳା ହୋଇ ଥାଉ । ଏବଂ ଦେଖିବା ପାଇଁ ଯେମିତି ବହୁତ ସୁନ୍ଦର ଲାଗନ୍ତୁ କିନ୍ତୁ ଏମିତି ନୁହେଁ କି ପ୍ରତ୍ୟେକ ଲୋକ ମାନଙ୍କୁ କେବଳ ପତଳା ଝିଅ ହିଁ ପସନ୍ଦ ଆସି ଥାଏ । ବରଂ ଏମିତି ବି କିଛି ଯୁବକ ମାନେ ରହିଥାନ୍ତି । ଯେଉଁ ମାନେ ମୋଟା ଝିଅ ଙ୍କୁ ବିବାହ କରିବା ଏବଂ ତାଙ୍କ ସହିତ ସଂସାର କରିବା ପାଇଁ ପସନ୍ଦ କରନ୍ତି ।

bhabi

ସେହି ପରି ଭାବେ ବହୁତ ସମୟ ରେ ଝିଅ ମାନଙ୍କୁ ବି ଦଖା ଜାଇ ଥାଏ ତାଙ୍କ ପରି ହିଁ ମୋଟା ଯୁବକ ଙ୍କୁ ବିବାହ କରିବା ପାଇଁ ପସନ୍ଦ କରନ୍ତି । ହେଲେ ଏଠାରେ ଆପଣ ମାନଙ୍କୁ ବହୁତ କନଫିୟୁଜନ୍ ଲାଗୁଥିବ । ହେଲେ କିଛି କଥାକୁ ଜାଣିବା ପରେ ଆପଣ ମାନେ ବି କେବବି ଏହି ପରିସ୍ଥିତିରେ ପଡିବେ ନାହିଁ କି ଝିଅ ବ୍ବାହ କରିବା ପାଇଁ ମୋଟା ହେବା ଦରକାର କି ପତଳା ହେବା ଦରକାର । ଆପଣ ମାନଙ୍କୁ ସୂଚନା ଦେବୁ କି ପ୍ରତ୍ୟେକ ଯୁବକ ଙ୍କୁ ମୋଟା ଝିଅ ଙ୍କୁ ହିଁ ବିବାହ କରିବା ଦରକାର କାରଣ ମୋଟା ଝିଅ ମାନଙ୍କୁ ବିବାହ କରିବାର ବହୁତ ଗୁଡ଼ିଏ ଫାଇଧା ମିଳି ଥାଏ । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କି ଏହି ପାଇଦା ଗୁଡ଼ିକ କଣ କଣ ।

ପ୍ରଥମେ ମୋଟା ଝିଅ ଙ୍କୁ ବିବାହ କରିବା ପରେ ବହୁତ ଗୁଡ଼ିଏ ଖର୍ଚ୍ଚ କମ୍ ହୋଇ ଥାଏ । ମୋଟା ଝିଅ ମାନଙ୍କର କପଡା ରେ କୈଣସି ବି ଖର୍ଚ୍ଚ ହୋଇ ନ ଥାଏ । ସେ କେତେ ବେଳେ ବି ନିଜ ପତି ଙ୍କୁ ଏହି ବିଷୟ ରେ ଡିମାଣ୍ଡ କରନ୍ତି ନାହିଁ । ବହୁତ ସମୟ ରେ ଦେଖିବା ପାଇଁ ମିଳେ କି ମୋଟା ଝିଅ ମାନେ ପତଳା ଝିଅ ମାନଙ୍କ ଠାରୁ ମନରେ ସଫା ହୋଇ ଥଆନ୍ତି ।

women

ସେମାନେ ସସୁର ଘରେ ସମସ୍ତ ଙ୍କ ଧ୍ୟାନ ରଖନ୍ତି । ଏବଂ ଏଥିରେ ମଧ୍ୟ ବହୁତ ପରିମାଣ ରେ ପାରଙ୍ଗମ ହୋଇ ଥାନ୍ତି । କି ଯେଉଁ ଯୁବତୀ ମାନେ ପ୍ରଥମ ରୁ ମୋଟା ହୁଅନ୍ତୁ ସେମାନେ ପତଳା ଝିଅ ମାନଙ୍କ ଅପେକ୍ଷା ନିଜ ପତି ଙ୍କୁ ଅଧିକ ଭଲ ପାଆନ୍ତି ।ତେବେ ସେମାନେ କେବେ ବି ନିଜ ପତି ଙ୍କ ଉପର କୁ ଜବାବ୍ ଦେଇ କଥା କୁହନ୍ତି ନାହିଁ ହେଲେ ପତଳା ଯୁବତୀ ମାନେ ନିଶ୍ଚିଚ ଭାବେ କୁହନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *