ଆଜି ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହିଁ 1କାମ ରାତିରାତି ହେବ ଧନବର୍ଷା ।

money

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆଁ ରେ ବହୁତ ଗୁଡିଏ ଉପାୟ ମାନ ରହିଛି । ତେବେ ସେହି ମଧ୍ୟ ରୁ ବହୁତ ଉପାୟ ମାନେ ଆମେ ମାନେ ବି କରି ଥାନ୍ତି । ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ଉପାୟ ବିଷୟ ରେ କହିବୁ ଯେଉଁ ଉପାୟ କୁ କରିବା ମାତ୍ରକେ ଆପଣ ମାନଙ୍କ ଜିବନ ର ସବୁ ଦୁର୍ଦଶା ରୁ ଆପଣ ମାନେ ମୁକ୍ତି ପାଇ ଯିବେ ଆପଣ ମାନଙ୍କ ସହିତ ହେଉ ଥିବା ସବୁ କୁର୍ମ କୁ ଆପଣ ମାନେ ମୁକ୍ତି ପାଇବା ସହିତ ଆପଣ ମାନେ ସଠିକ୍ ମାର୍ଗ ରେ ବି ବଢି ଜାଇ ପାରିବେ ।

ତେବେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ସେହି ଉପାୟ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ 4 ରୁ 5 ଟି ତୁଳସୀ ପତ୍ର ନେବାକୁ ପ଼ଡିବ ଏବଂ ପରେ ଗୋଟିଏ ଢାଳ ରେ ପାଣି ଆଣନ୍ତୁ । ଏହା ପିତଳ ର ହୋଇ ଥିବା ଜରୁରୀ ଅଟେ ଏବଂ ପରେ ଆପଣ ମାନେ ସେହି ପାଣି ରେ ସେହି ତୁଳସୀ ପତ୍ର କୁ ପକାନ୍ତୁ । ଯେମିତି କି ପତ୍ର ବୁଡି ରହିବ ।

tulasi

ଏହା ପରେ ସେହି ପାଣି କୁ 24 ଘଣ୍ଟା ଯାଏ ସେମିତି ରଖି ଦିଅନ୍ତୁ । ଏବଂ ପରେ ସେହି ସମୟ ବିତି ଗଲା ପରେ ଆପଣ ମାନେ ସେହି ପାଣି କୁ ନିଜର ମୂଖ୍ୟ ଦ୍ୱାର ସାମ୍ନା ରେ ଛିଞ୍ଚି ଦିଅନ୍ତୁ । ଏହା ସହିତ ଆପଣ ମାନେ ଘର ର ସବୁ ସ୍ଥାନ ରେ ଆପଣ ମାନେ ଏହାକୁ ଛିଞ୍ଚି ପାରିବେ । ଏମିତି କରିଲେ ଆପଣ ମାନଙ୍କ ଘରେ ରହି ଥିବା ସବୁ ନଜର ଏବଂ ନାକାରାତ୍ମକ ପ୍ରଭାବ ରୁ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇବେ ।

ତଥା ଆପଣ ମାନଙ୍କ ଜିବନ ରେ ରହି ଥିବା ସବୁ ପ୍ରକାର ର ସମସ୍ୟା ଆପଣ ମାନଙ୍କ ଠାରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ । କିନ୍ତୁ ଧ୍ୟନ ଦେବେ ବି ଏହି ଉପାୟ କୁ ଆପଣ ମାନେ କେବଳ ସକାଶୁ ଏବଂ ସଂନ୍ଧ୍ୟା ରେ ହିଁ ଆପଣେଇବେ । ହେଲେ ମନେ ରଖିବେ ଏହି ଉପାୟ କୁ କରିବା ସମୟ ରେ ଆପଣ ମାନଙ୍କୁ ଯେମିତି କେହି ବି ନ ଦେଖନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *