ଏହି କଥାଟି ଏପରି ଗୋଟିଏ କଥା ଯାହାକୁ ଶୁଣିଲା ମାତ୍ରେ ମନରେ ଗୋଟେ ଡର ଆସିଥାଏ। ଏଥିରେ ଆନନ୍ଦହିଁ ଥାଏ । ବେଳେ ବେଳେ କଣ ହୁଏ ନା ଆମେ ଅଜ୍ଞତା କାରଣରୁ ବହୁତ କଷ୍ଟ ଅନୁଭବ କରିଥାଉ। ଏହି ବିଷୟରେ ସାଧାରଣତଃ କାହାରିକୁ ଆମେ ମାନେ ପଚାରି ନଥାଉ। କିନ୍ତୁ ଏହି ସମସ୍ୟାକୁ ଡାକ୍ତରଙ୍କୁ କହିବା ଅତି ମାତ୍ରାରେ ଜରୁରୀ ହୋଇଥାଏ। ଏଠାରେ ପ୍ରଥମେ ଆମେ ମାନେ ଜାଣିବା ଯେ ସହବାସ ସମୟରେ ଯନ୍ତ୍ରଣା କଣ ପାଇଁ ହୋଇଥାଏ। ପ୍ରଥମେ ସହବାସ କରିବା ପୂର୍ବରୁ ଅନେକ ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ। ଏହି ସଂସାରକୁ ମଣିଷ ଆସିବା ପୂର୍ବରୁ ପ୍ରଥମେ ସେ ସହବାସ ହିଁ କରି ଆସିଥାଏ। ଏହି ସହବାସ ଏକ ଅତି ସାଧାରଣ କଥା । ପ୍ରଥମତଃ ସହବାସ କେଉଁ ବୟସରେ କରିବା ଦରକାର ଜାଣିବା।
ଜଣେ ଝିଅ ହେଉ ଅଥବା ଜଣେ ପୁଅ ସେମାନେ କେଉଁ ବୟସରେ ସହବାସ କରିବା ଉଚିତ ଏବଂ ସହବାସ ହେବା ଦ୍ୱାରା କେଉଁସବୁ ଫାଇଦା ଆମର ହୋଇଥାଏ। ପ୍ରଥମେ ବୟସ ସହିତ ଲିଙ୍ଗର କେଉଁ ଭଳି ଭାବରେ ପରିବର୍ତ୍ତନ ହେଉଛି ତାହାରି ପ୍ରତି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଏବଂ ଲିଙ୍ଗର କାର୍ଯ୍ୟଦକ୍ଷତା କିପରି ଅଛି ଜାଣିବା ଦରକାର। ଯଦି ଆମେ ମାନେ ଏହି ସବୁ ବିଷୟ ପ୍ରତି ଧ୍ୟାନ ନଦେଇ ସହବାସ କରିବା ତାହେଲେ ଆମେ ଆନନ୍ଦ ଅନୁଭବ କରିପାରିବା ନାହିଁ। ପ୍ରଥମେ ଯୌନ ସମ୍ପର୍କ ରଖିବା ପୂର୍ବରୁ ଆମକୁ ବୟସ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ହୋଇଥାଏ।
ଏହି ବୟସ ହିଁ ହେଉଛି ଏକ ମାଧ୍ୟମ। ଜଣେ ପୁଅ ଯଦି ତାର ଲାଇଫ ପାଟନରଙ୍କୁ ଅଥବା ଝିଅଟିକୁ ତାର ବୟସ ଦେଖି ସଙ୍ଗମ କରିବା ଦରକାର। ଏହି ବୟସ ଅନୁସାରେ ଯୌନାଙ୍ଗରେ ବହୁତ ପରିବର୍ତ୍ତନ ଆସିଥାଏ। ଯଦି ଜଣେ ପୁରୁଷର ବୟସ ଅଧିକ ଏବଂ ଝିଅଟିର ବୟସ କମ ଥାଏ। ତାହେଲେ ସେମାନଙ୍କର ମାନସିକ ଏବଂ ଶାରୀରିକ ସ୍ତରରେ ବହୁତ ପରିବର୍ତ୍ତନ ଆସିଥାଏ। ଏହି କ୍ଷେତ୍ରରେ ଯୌନ ସମ୍ପର୍କ ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ।ତେଣୁକରି ଦୁଇଜଣଙ୍କର ବୟସ ସୀମା ପାଖାପାଖି ହେବା ଦରକାର ମାନେ ଯଦି ଝିଅଟିର ବୟସ ୧୮ ବର୍ଷ ଏବଂ ପୁଅଟିର ବୟସ ୨୨ ବର୍ଷ ତେବେ ଦୁଇଜଣଙ୍କର ମଧ୍ୟରେ ଯୌନ ସମ୍ପର୍କ ଠିକ ରହିଥାଏ।
ତେଣୁ ଯୌନ ସମ୍ପର୍କ ରଖିବା ପୂର୍ବରୁ ଆମକୁ ପ୍ରଥମେ ଆମ ମାନଙ୍କର ବୟସ ପ୍ରତି ବହୁତ ମାତ୍ରାରେ ଧ୍ୟାନ ରଖିବା ଉଚିତ। ଯଦି ଆମ ମାନଙ୍କର ବୟସ ସୀମା ଠିକ ନଥାଏ ତେବେ ଯୌନ ସମ୍ପର୍କ ସମୟରେ ଅନେକ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏବଂ ଏଠି ଅସନ୍ତୁଳିତ ଯୌନ ସମ୍ପର୍କ ହୋଇଥାଏ। ତାପରେ କଣ ହୁଏ ନା ଦୁଇଜଣ ଲାଇଫ ପାଟନରଙ୍କର ମଧ୍ୟରେ କାହାର ମାନସିକ ଯନ୍ତ୍ରଣା ଆସିଥିବା ବେଳେ ଅନ୍ୟଜଣଙ୍କର ଶାରୀରିକ ଯନ୍ତ୍ରଣା ଆସିଥାଏ। ଯଦି ପୁଅଟିର ବୟସ ଅଧିକ ତେବେ ତାକୁ ମାନସିକ ଆନନ୍ଦ ଆସିବା ବେଳେ ଯଦି ଝିଅଟିର ବୟସ କମ ତାହେଲେ ତାକୁ ଶାରୀରିକ ଯନ୍ତ୍ରଣା ଆସିଥାଏ ଫଳରେ ଉଭୟଙ୍କର ମଧ୍ୟରେ ଯୌନ ସମ୍ପର୍କଟି ଠିକ ରହିନଥାଏ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ। ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ। ଏହି ଭଳି ଖୂର ପ୍ରତିଦିନ ପଢିବା ପାଇଁ ଲାଇକ ଅଫସନରେ ନିଶ୍ଚୟ କ୍ଲିକ କରନ୍ତୁ ।