ପ୍ରେମ ଏମିତି ଏକ ସମ୍ପର୍କ ଯାହାକୁ ଆଜି ର ସମାଜ ଠିକ ସେ ବୁଝି ପାରୁନି। ଆଜିର ଝିଅ ପୁଅମାନେ ଏହି ପ୍ରେମ ଭଳି ପବିତ୍ର ସମ୍ପର୍କକୁ ମନରୁ ଲିଭେଇ ସାରିଲେଣି। ସେମାନେ ବହୁତ ସମୟରେ କେବଳ ଶାରୀରିକ ସମ୍ପର୍କ କୁ ଉପଭୋଗ କରିବା ପାଇଁ ପ୍ରେମ କରୁଥିବାର ଦେଖିବାକୁ ମିଳେ। ପ୍ରେମ ର ପ୍ରକୃତ ଅର୍ଥ କୁ ସେମାନେ କଳଙ୍କିତ କରି ସାରିଲେଣି। ପ୍ରେମ ର ଯେଉଁ ପବିତ୍ରତା ରହିବା କଥା ଆଜି ଆଉ ସେ ନାହିଁ। ପିଲାମାନେ ଅନେକ ସମୟରେ କେବଳ ଶାରୀରିକ ଆକର୍ଷଣ ରେ ଲିପ୍ତ ହୋଇ ଯାଉଛନ୍ତି। କଲେଜ ଯାଉଥିବା ଝିଅ ପୁଅମାନେ ଆଜି ପାଠ ପଢିବା ଠାରୁ ଦୂରେଇ ଯାଇଛନ୍ତି। ସେମାନେ କେବଳ ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହୋଇ ଯୌନ ସମ୍ପର୍କ ରେ ଲିପ୍ତ ରହୁଛନ୍ତି। ସେମାନେ ସେମାନଙ୍କ ର ବାପା ମାଆ ଙ୍କର ଇଜ୍ଜତ କୁ ମଧ୍ୟ ତଳେ ପକାଇ ଦେଉଛନ୍ତି। ଏହିପରି ଏକ ଘଟଣା ଯାହାକୁ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।
ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଆପଣମାନେ ଜାଣିଥିବେ ଆଜିର ସମୟ ରେ ପ୍ରେମ ସଂମ୍ପର୍କ କୁ ନେଇ ଲୋକମାନେ କିଛି ବି କରିବା ପାଇଁ ଉଦ୍ୟତ ରହୁଛନ୍ତି । ତେବେ ସବୁବେଳେ ଆଜିର ସମୟ ରେ ଏମିତି ବହୁତ ଭାଇରଲ ହେଉଥିବା ଭିଡ଼ିଓ ଏବଂ ଫୋଟ ମଧ୍ୟ ଦେଖିବା ପାଇଁ ମିଳୁଛି । ସେମିତିବେଳେ ଆପଣମାନଙ୍କୁ ଆମେ ଆଜି ସେହିପରି ଗୋଟିଏ ଘଟଣା ଜାହା ଏହି ନିକଟ ରେ ହୋଇଥିବା ଦେଖିବାକୁ ମିଳିଛି । ଆପଣମାନଙ୍କୁ ଜଣେଇବା ପାଇଁ ଚାହିଁବୁ ମଧ୍ୟ୍ୟପ୍ରଦେଶର ଏମିତି ଏକ ଖବର ଭାଇରାଲ ହେଉ ଥିବାର ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବରଟି କଣ |
ସୂଚନା ହେଉଛି ମଧ୍ୟ ପ୍ରଦେଶର ଅଶୋକ ନଗର ଗେଟ୍ ନିକଟ ରେ ରହିଥିବା ଏକ କଲେଜ ମଧ୍ୟ ରୁ ଏହି ଦିନ ରେ ଗୋଟିଏ ପୁଅ ଓ ଝିଅ ଙ୍କୁ ପ୍ରେମ କରୁଥିବାର ଦେଖିବା ପାଇଁ ମିଳିଥିବା ବେଳେ ସେମାନଙ୍କୁ ସେହି କଲେଜର କିଛି ପିଲା ମାନେ ଧରି ନେଇ ଥିଲେ । ତେବେ ସେହି ପୁଅ ଙ୍କୁ ବହୁତ ମାଡ ମାରିବା ସହିତ ତାଙ୍କୁ ସବୁ କଥା ପଚାରିବାରୁ ସେ ସବୁ କଥା କହିଥିଲେ । ସେମିତି ବେଳେ ସେମାନେ MPC କଲେଜ୍ ରେ ପାଠ ପଢନ୍ତି ବୋଲି କହିଛନ୍ତି ।
ସେମିତି ରେ କଲେଜ ବନ୍ଦ ଥିବା ବେଳେ ଏପରି ଅସଂଗତ ଭାବେ ଆସି ପ୍ରେମ କରିବା କୁ ନେଇ ସେଠାକାର ଲୋକମାନେ ପ୍ରତିବାଦ କରିବା ସହିତ ବାଳକ ଜଣଙ୍କୁ ବହୁତ ମାଡ ମାରିଛନ୍ତି ।ତେବେ ଏହି କଥାକୁ ଦୁଷ୍ଟିରେ ରଖି କଲେଜର ପ୍ରିନ୍ସପାଲ ଉଭୟଙ୍କୁ ସସଫେଣ୍ଡ କରି ଦେଇଛନ୍ତି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।