ଆଜି ଭାରତର ଅଧିକାଂଶ ସ୍ଥାନରେ 10 ଗ୍ରାମ ପିଛା 22 କ୍ୟାରେଟ୍ ସୁନା 46,000 ଟଙ୍କା ତଳେ ରହିଲା। ଗୁଡ୍ରେଟର୍ନ ୱେବସାଇଟ୍ ଅନୁଯାୟୀ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 10 ଟଙ୍କା ବୃଦ୍ଧି ପାଇଛି।ଆନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି। ସ୍ପଟ୍ ସୁନା 0.2 ପ୍ରତିଶତ ବୃଦ୍ଧି ହୋଇ 1,755.30 ଡଲାରରେ ପହଞ୍ଚିଛି। ସପ୍ତାହ ପାଇଁ ଏହା 0.4 ପ୍ରତିଶତ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ ଆମେରିକାର ସୁନା ଫ୍ୟୁଚର 1,756.30 ଡଲାରରେ 0.3 ପ୍ରତିଶତ ବୃଦ୍ଧି ପାଇଛି।

ଆଜି ମୁମ୍ବାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 45,550 ଟଙ୍କା। ଦିଲ୍ଲୀରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 45,760 ଟଙ୍କା ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 43,970 ଟଙ୍କା। ଏଥି ସହିତ କୋଲକାତାରେ 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପିଛା 45,960 ଟଙ୍କା ରହିଛି।
ବାଙ୍ଗାଲୋରରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 43,700 ଟଙ୍କା। ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 43,700 ଟଙ୍କା। କେରଳରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 43,700 ଟଙ୍କା ପୁଣେରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 44,750 ଟଙ୍କା ଜୟପୁରରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 45,560 ଟଙ୍କା ।

ଉତ୍ତରପ୍ରଦେଶର ଲକନୋ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 45,760 ଟଙ୍କା ରହିଛି। ପାଟନାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 44,750 ଟଙ୍କା। ନାଗପୁରରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 45,550 ଟଙ୍କା।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l