ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଏମିତି ଦୁଇଟି ରାଶି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ,ଯେଉଁ ମାନଙ୍କ ଭାଗ୍ୟ ସଂମ୍ପର୍ଣ୍ଣ ଭାବେ ଖୋଲିବା ପାଇଁ ଯାଉଛି । ମହାଦେବ ଯେଉଁ ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି ସେହି ବ୍ୟକ୍ତି ଉପରେ ନିଜର କୃପା ଦୃଷ୍ଟି ପକାଇ ଥାନ୍ତି । ଯାହାଦ୍ୱାରା ସେହି ବ୍ୟକ୍ତି ର ଜୀବନ ରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ । କିନ୍ତୁ ମହଦେବ ଯେବେ କୌଣସି ବ୍ୟକ୍ତି ଉପରେ କ୍ରୋଧିତ ହୋଇଥାନ୍ତି ସେତେବେଳେ ସେହି ବ୍ୟକ୍ତି ର ଜୀବନ ନର୍କ ସଦୃଶ ହୋଇଯାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ରାଶି ଚକ୍ର ରେ ପରିବର୍ତ୍ତନ ଯୋଗୁଁ 12 ଟି ରାଶି ମଧ୍ୟରୁ ଏଭଳି 2 ଟି ରାଶି ଅଛନ୍ତି ଯେଉଁମାନଙ୍କ ଉପରେ ମହାଦେବ ପ୍ରସନ୍ନ ରହିବେ ।
ସେହି ପରି ବେଳେ ଆପଣ ମାନଙ୍କର ଧାର୍ମିକ ଭାବେ ଭାଗ୍ୟ ଉଦୟ ହେବ । ସେହି ପରି ଭାବେ ଏହି ରାଶି ମାନଙ୍କ ପାଇଁ ଏହି ଦିନ ରେ ଏହି ରାଜ ଯୋଗ ଭେଟିବା ପାଇଁ ଯାଉଛନ୍ତି । ତେବେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଏହି ସମୟ ଏବଂ ଆଗାମୀ ସମୟ ଆପଣ ମାନଙ୍କ ଲଭ୍ ଲାଇଫ୍ ପାଇଁ ବହୁତ ଭଳ ରହିବ । ଏହି ଦିନ ମାନଙ୍କ ରେ କୌଣସି ଯୋଜନା କୁ ନେଇ ଖୁସି ଖବର ମିଳିବାର ସମ୍ଭାବନା ରହିବ । ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି ।
ଏହି ଘଟଣା କୁ ନେଇ ଆପଣ ମାନେ ବହୁତ ଖୁସି ହେବେ । ଆପଣ ମାନଙ୍କ ପାଇଁ ପ୍ରେମ ମମଲା ରେ ବହୁତ ଲାଭ ଦାୟକ ରହିବ ,ଏହି ଦିନ ରେ ଅବିବାହିତ ଲୋକ ମାନଙ୍କର ବିବାହ ବହୁତ ଶିଘ୍ର ହେବ , ଆପଣଙ୍କ ଜିବନ ସାଥି ଙ୍କ ସହିତ କୈଣସି ଦର୍ଷନିୟ ସ୍ଥାନ କୁ ଆପଣ ମାନେ ବୁଲି ଯିବେ । ଏହି ଦିନ ରେ ଆପଣ ମାନଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ କୈଣସି ରଚନାତ୍ମକ କାର୍ଯ୍ୟ ପାଇଁ ଆପଣ ଙ୍କର ପ୍ରଶଂସା ହେବ ,ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କୁ ଖୁବ୍ ଶିଘ୍ର ଚାକିରୀ ମିଳିବାର ସମ୍ଭାବନା ରହିଛି ।
ଏହି ଦିନ ରେ ଆପଣ ମାନଙ୍କ ସଂଶାରୀକ ସମ୍ମନ୍ଧ ସଂମ୍ପର୍ଣ୍ଣ ଭାବେ ମଧୁର ହେବ । ଆରାମ୍ କରିବା ପାଇଁ ଆଗାମୀ ଦିନ ବହୁତ ଭଲ ରହିବ ଆପଣ ମାନେ ସ୍ୱାମୀ ସ୍ତ୍ରୀ ମିଶି କୈଣସି ସ୍ଥାନ କୁ ବୁଲିବା ପାଇଁ ଯାଇ ପାରନ୍ତି ।ଆପଣ ମାନେ ଯଦି ନିଜର କର୍ମ ଉପରେ ବିଶ୍ୱାସ ରଖିବେ ତେବେ ଆପଣ ମାନଙ୍କ ର ସବୁ ବିଗିଡି ଜାଇ ଥିବା କାର୍ଯ୍ୟ ରେ ସଫଳତା ଆସିବ , ସେମିତି ରପେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଯେଉଁ ରାଶି ଦ୍ୱୟ ଙ୍କ ବିଷୟ ରେ ଆପଣ ମାନଙ୍କୁ କହୁଛୁ ସେମାନେ ହେଲେ , ସିହଂ ଏବଂ କିମ୍ବ ରାଶି ।
ଏହି ଦିନ ରେ ଏମାନଙ୍କ ଉପରେ ଭୋଲାନାଥ ଙ୍କ କୃପା ସଂମ୍ପର୍ଣ୍ଣ ଭାବେ ରହିବ ତେବେ ଆପଣ ମାନେ ଯଦି ଏହି ସମୟ ରେ ଭୋଳାନାଥ ଙ୍କ ଅତି ପ୍ରିୟ ହେବାକୁ ଜାଉଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ସୋମବାର ଦିନ ଶିବ ମନ୍ଦିର ଜାଇ ପୂଜା ଅର୍ଚ୍ଚନା କରିବା ପାଇଁ ଚେଷ୍ଟା କରନ୍ତୁ ।