ତେବେ ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ଖବର ନେଇକି ଆସିଛୁ। ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଆଉ ଏକ ମାମଲା ସାମ୍ନାକୁ ଆସିଥିବା କଥା ଉପରେ। ସମ୍ୟରଂଜନଙ୍କର ମୃତ୍ୟୁର ଏତେ ଦିନ ପରେ ମଧ୍ୟ ତାଙ୍କ ବାବଦରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ପୁଣି ଜେରା କରୁଛି ପୋଲିସ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ସକାଳର ଖବର ଆପଣଙ୍କ ପାଇଁ ଦରକାରୀ ହେଇପାରେ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ବଡ଼ ଖବର। ଆଜି ଆପାଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।
ଆପଣ ଯେପରିକି ଜାଣନ୍ତି କି ପୋଲିସ ଜେରା କରିଚାଲିଛି ଆଉ ସୋମ୍ୟରଞ୍ଜନଙ୍କର ମୃତ୍ୟୁର ପ୍ରାୟ ତିନି ସପ୍ତାହ ପୁରା ହେଇ ସାରିଛି। ଏସ୍ପି ଜେରା କରିବା ପରେ ଡିଏଫଓ ଙ୍କୁ ଗ୍ରୀନ ଚିଟ ଦେଇ ସାରିଛନ୍ତି। ଏଜାର ଏହାର ଫଳାଫଳ ବାବଦରେ ଜଣା ହି ପଡ଼ିନାହିଁ। ତେବେ ଏହା ଉପରେ ପୋଲିସ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ତଥା ତାଙ୍କ ସମେତ ଆହୁରି ୨୪ ଜଣ କର୍ମଚାରୀଙ୍କ ପଚରା ଉଛୁରା କରିସାରିଲାଣି ମାତ୍ର ଏଜାଏ ଏହାର ରହସ୍ୟ ଉପରୁ ପରଦା ହଟୁନାହିଁ।
ତେବେ ଏହା ପଛରେ କାରଣ କଣ ଅଛି ତାହା ବାବଦରେ ଜାଣିବା ପାଇଁ ଆମକୁ ଚେଷ୍ଟା କରିବାର ଅଛି। ତେବେ ତାଙ୍କ ଉପରେ ପୁଣି ଥରେ ଜେରା କରିବାରେ ଲାଗିଛି ପାରଳାଖେମୁଣ୍ଡି ପୋଲିସ।
ବହୁତ ସମୟ ଜେରା କରା ଯାଇଛି ତାଙ୍କୁ। ସୌମ୍ୟଙ୍କର ମୃତ୍ୟୁ ଉପରୁ ହଟୁନି ପରଦା। ହତ୍ୟା ଆତ୍ମହତ୍ୟା ନା ଆକସ୍ମିକ ମୃତ୍ୟୁ? ଏହି ପ୍ରକାରର ଅନେକ ପ୍ରଶ୍ନ ଉଙ୍କି ମାରୁଛି ପୋଲିସର ମନରେ। ତେବେ ଏହା ବାବଦରେ ଦାୟୀ କିଏ? ଏହାର ପଛରେ କାହାର ହାତ ଅଛି।
ତେବେ ଏହି ପ୍ରକାରର ପ୍ରଶ୍ନ ମାନଙ୍କର ଉତ୍ତର ଜାଣିବା ପାଇଁ ପୋଲିସ ପୁଣି ଚାରି ଘଣ୍ଟାର ମାରାଥନ ଜେରା କରିଛି ବିଦ୍ୟା ଭାରତୀଙ୍କୁ। ପ୍ରାୟ ଚାରି ଘଣ୍ଟାର ମାରାଥନ ଜେରା ପରେ ପୋଲିସ ନିଜର ପ୍ରଶ୍ନ ମାନଙ୍କର ଉତ୍ତର ପାଇବାରେ ସକ୍ଷମ ହେଇଛି। ତେବେ ଏହାର ରହସ୍ୟ ଉପରେ ପରଦା ଏଯାଏ ଉଠିନି। ମାତ୍ର ଏହାର ସଫଳତା ଟିକେ ଟିକେ ମିଳିବାକୁ ଯାଉଛି।
କୁହାଯାଉଛି କି ପୋଲିସ ହାତରେ କିଛି ବଡ଼ ଗୁରୁତ୍ତ୍ୱପୂର୍ଣ ତଥ୍ୟ ଲାଗିଛି ଯାହା ଦ୍ୱାରା ପୋଲିସ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ଜେରା ଉପରେ ଜେରା କରିବାରେ ଲାଗିଛି। ତେବେ ଏହାଦ୍ୱାରା ଏହି ରହସ୍ୟ ଉପରୁ ପରଦା ଉଠିବ ବୋଲି କୁହା ଯାଉଛି। ଏହା ବାବଦରେ ଆହୁରି ଆଗକୁ ତଥ୍ୟ ଆସିବାର ସମ୍ଭାବନା ମଧ୍ୟ ଅଛି।