ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ସତର୍କ ସୂଚନା ଆଜି ଠାରୁ 3 ଦିନ ପ୍ରବଳ ବର୍ଷା ଏହି 13 ଟି ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତି ଅଞ୍ଚଳ ରେ ସମୁଦ୍ର ପତନ ଠାରୁ 1.5 ରୁ 5.8 ଉଚ୍ଚତା ରେ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ସୂଚନା ଦେଇଛି ।
ତେବେ ଆକଳନ ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର ମୟୁରଭ଼ଞୀ ,ବାଲେଶ୍ୱର , ଭଦ୍ରକ , ଜାଜପୁର , ଏବଂ କେନ୍ଦ୍ରାପଡା ଜିଲ୍ଲା ର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା କଟକ, ଜଗତସିହଂପୁର , କେନ୍ଧୁଝର , ମୟୁରଭଞୀ , ଢେଙ୍କାନାଳ , ଅନୁଗୁଳ , ଖର୍ଦ୍ଧା ଏବଂ ନୟାଗଡ ଜିଲ୍ଲା ରେ କିଛି ସ୍ଥାନ ରେ ବିଜୁଳୀ ଘ଼ଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ପରବର୍ତି ଖବରଟି ହେଲା କୋରନା କାଳରେ ବ୍ୟାପୁଛି RS ଭାଇରସ ଜାହାର ଶୀକାର ଶିଶୁ ଅଧିକ ପରିମାଣ ରେ ହେଉଛନ୍ତି । କୋରନା ଭାଇରସ ର ନୂଆ ସମସ୍ୟା ମଧ୍ୟରେ ଆମେରିକାର ନୂଆ ସମସ୍ୟା ସୃଷ୍ଟି ହୋଇଛି । ଏହି କୋରନା କାଳ ରେ RS ଭାଇରସ ଏଣ୍ଟୀ ମାରିଛି । ଏହି ମାରାତ୍ମକ ରୋଗ ଦୁଇ ସପ୍ତାହ ରୁ 17 ବର୍ଷ ର ପିଲା ମାନଙ୍କୁ ଶୀକାର କରୁଛି ।
ଏହି ସମୟ ରେ ଆମେରିକା ଡେଲ୍ଟା ଭେରିଆଣ୍ଟ କୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ବର୍ତମାନ ସମୟ ରେ ଏହି RS ଭାଇରସ ଏଣ୍ଟୀ ମାରିଛି । ତେବେ ବର୍ତମାନ ସମୟ ରେ ପିଲା ମାନଙ୍କ ଠାରେ କୋଭିଡ ମାମଲା ପଡେ ତେବେ କଣ କରିବେ ବୋଲି ବିଷେଶଜ୍ଞ୍ୟ ମାନେ ଚିନ୍ତା ରେ ପଡିଛନ୍ତି ।
ତେବେ ରିପୋର୍ଟ ଅନୁସାରେ RS ଭାଇରସ ମାମଲା ଧିରେ ଧିରେ ବଢିଥିଲା କିନ୍ତୁ ପୂର୍ବ ମାସରେ ସଂଙ୍କ୍ରମଣ ମାମଲା ଅଧିକ ବଢିଛି । ତେବେ ଏହି RS ଭାଇରସ ର ଶୀକାର ହେଲେ ନାକରୁ ପାଣି ଛିଙ୍କ ଏବଂ ଜ୍ୱର ଭଳି ଲକ୍ଷ୍ୟଣ ଦେଖିବାକୁ ମିଳିବ । ନିକଟରେ ନବଜାତ ଶିଶୁ ଏବଂ କୋଭିଡ ରେ ପୀଡିତ କିଶୋର ମାନଙ୍କୁ ମେଡିକାଲ ରେ ଭର୍ତି କରାଜାଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।