ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋମବାର ଶିବ ଙ୍କ ପୂଜା ସମୟ ରେ ଆପଣ ମାନେ ଜପନ୍ତୁ ଏହି ମନ୍ତ୍ର ସବୁ ମନସ୍କାମନା ପୂର୍ଣ୍ଣ କରିବେ ଶିବ ଭଗବାନ ଶଙ୍କର କୁ ସଂହାର କର୍ତ୍ତା ବୋଲି କୁହାଯାଏ ସୃଷ୍ଟି ର ଉତ୍ପତି , ସ୍ଥିତି ଏବଂ ଅଧିପତି ହେଲା ତାଙ୍କର କାମ ସେହିଥି ପାଇଁ ତାଙ୍କୁ ସଂହାର କର୍ତ୍ତା ବୋଲି କହାଯାଏ । ସୋମବାର କୁ ଭଗବାନ ଶିବଙ୍କୁ ସମର୍ପିତ ହୋଇଛି ଏହି ଦିନ ରେ ଭଗବାନ ଶଙ୍କର ଙ୍କର ପୂଜା ଅର୍ଚ୍ଚନା କରାଯାଏ ,
ଏହି ଦିନ ରେ ଶିବ ଙ୍କର ବ୍ରତ୍ତ ରଖିଲେ ବ୍ୟକ୍ତି ଙ୍କର ସମସ୍ତ ମନସ୍କାମନା ପୂରଣ ହୁଏ । ଏହି ଦିନ କେବଳ ଶଙ୍କର ଙ୍କର ନୁହେଁ ବରଂ ମାତା ପାର୍ବତୀ ଙ୍କର ପୂଜା କରା ଜାଇଥାଏ , ଯେଉଁ ମାନେ ସୋମବାର ବ୍ରତ୍ତ ରଖିବେ ସେମାନେ ସେହି ଦିନ କେବଳ ଥରେ ଭୋଜନ କରିବା ଉଚିତ୍ ପୂଜା ସମୟ ରେ ଭୋଳନାଥ ଙ୍କ କଥା କହିବା ଏବଂ ତାଙ୍କର ମନ୍ତ୍ର ଜପ କରିବା ଉଚିତ୍ ।
ତେବେ ଆସନ୍ତୁ ଜାଣି ନେବା ସେହି ମନ୍ତ୍ର ବିଷୟ ରେ ତେବେ ମନ୍ତ୍ର ଟି ହେଲା ଓଁ ତ୍ରୟୋଂବକଂ ୟଜା ମହି ସୁଗନ୍ଧିମ୍ ପୃଷ୍ଟି ବର୍ଦ୍ଧନମ୍ ଉର୍ବାରୁକ ନେବବନ୍ଧନାମ୍ ମୃତ୍ୟୁ ମୂଖ ୟମା ମୃତାତ୍ ଏହି ଦୁଇଟି ମନ୍ତ୍ର କୁ ଆପଣ ମାନେ ଜପ କରିବେ ତେବେ ଆପଣ ମାନଙ୍କ ସମସ୍ତ ମନସ୍କାମନା ପୂରଣ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।