ବଡ ପରିବର୍ତ୍ତନ – 22 ଅଗଷ୍ଟ ରାକ୍ଷୀ ପୁର୍ଣିମା ପୁର୍ବରୁ ଏହି ରାଶିଙ୍କ ଭାଗ୍ୟ ବଦଳୁଛି ।

ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।

ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ତେବେ ଓଡିଆ ପର୍ବ ପର୍ବାଣୀ ମଧ୍ୟରୁ ରକ୍ଷା ବନ୍ଧନ ଏକ ପବିତ୍ର ପର୍ବ , ଏହା ଓଡିଶାର ସବୁ ଜାଗାରେ ବହୁତ ଭଲ ଭାବରେ ପାଳନ କରାଯାଏ । ତେବେ ଜୋତିଷଙ୍କ ମତରେ ଏହି ରକ୍ଷା ବନ୍ଧନ ପୁର୍ବରୁ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ । ତେବେ ସେହି ରାଶି ମାନେ କଣ ସବୁ ଆସନ୍ତୁ ଜାଣିନେବା ।

Rakhi Purnima

ଏହି ରାଶିଙ୍କ ଭାଗ୍ୟ ବଦଳୁଛି ।

ପ୍ରଥମେ ରହିଛି କୁମ୍ଭ ରାଶି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗର ସମୟ ଆସୁଅଛି , ଲମ୍ବା ସମୟ ଧରି ଯେଉଁ ଅସୁବାଧାର ସମୁଖିନ ହୋଇ ଆସୁଥିଲେ ଏବେ ତାହା ଦୁର ହେବ ଓ ସମସ୍ୟା ମାନଙ୍କର ମୁକ୍ତି ମିଳିବ , ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ ଏବଂ ବ୍ୟପାରି ମାନଙ୍କ ପାଇଁ ଦିନ ଗୋଡିକ ଅତ୍ୟନ୍ତ ଶୁଭ ହେବ ।

ଦିତୀୟରେ ରହିଛି ସିଂହ ରାଶି ଏହି ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ ଏବଂ ଆପଣଙ୍କର ଶୁଭ ସମୟ ଆସୁଅଛି , ଆପଣଙ୍କର କିଛି ନୂଆ ଯୋଜନା ହେବାର ଅଛି ତାହା ଉପରେ କାମ କରିବାର ଆରମ୍ଭ କରିଦିଅନ୍ତୁ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ ।

Rakhi

ତୃତୀୟରେ ରହିଛି ମୀଥୁନ ରାଶି ଏହି ରାଶିର ଲୋକଙ୍କ ପାଇଁ ବଡ ଧନଲାଭର ଯୋଗ ବନୁଅଛି ବ୍ୟପାରି ମାନଙ୍କ ପାଇଁ ବ୍ୟପାର ଖେତ୍ରରେ ଧନ ଲାଭା ହେବାର ସମୟ ବନୁଅଛି , ଆପଣ ବହୁତ ଦିନରୁ ଅପେକ୍ଷା କରିଥିବ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ ଏହି ଯୋଗ ପରେ ଆପଣଙ୍କର ପଇସାର ଅଭାବ ହେବନାହିଁ ଏବଂ ଭାଗ୍ୟରେ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *