କଣ କଲେ ଝିଅଟି ଆସି ପ୍ରଥମେ ଆପଣଙ୍କୁ ପ୍ରପୋଜ କରିବ।

କୌଣସି ଝିଅକୁ ନିଜର ଜୀବନ ସାଥି କରିବା ସହଜ କାମ ହୋଇ ନଥାଏ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଝିଅଟିର ମନରେ ବିଶ୍ୱାସ ଦେବା ଜରୁରୀ ହୋଇଥାଏ। ଝିଅଟିର ମନରେ ବିଶ୍ୱାସ ଦେବା ଦ୍ୱାରା ତାର ଆପଣଙ୍କ ପ୍ରତି ଭରସା ଆସିଥାଏ। ଏହି ବିଶ୍ୱାସ ବା ଭରସାକୁ ଆପଣ ସର୍ବଦା ନିଜର ପାଖରେ ଧରି ରଖନ୍ତୁ। ଏହାକୁ କେବେବି ନିଜର ପାଖରୁ ଯିବାକୁ ଦିଅନ୍ତୁ ନାହିଁ। କାରଣ ଏହା ଆପଣଙ୍କ ଠାରୁ ଦୂରେଇ ଗଲେ ଝିଅଟିର ବିଶ୍ୱାସ ଆପଣଙ୍କ ଉପରେ ଭାଙ୍ଗି ଯାଇଥାଏ। ତାପରେ ଝିଅଟି ରାଗିଯାଇ ଆପଣଙ୍କୁ ଛାଡି ଯାଇଥାଏ।

ଦେଖନ୍ତୁ ଏହି ଭଲପାଇବା ଏକ ଭଗବାନଙ୍କର ଗିଫ୍ଟ । ଏହାକୁ ମଣିଷ ତିଆରି କରିନାହିଁ। ଏହି ଜିନିଷଟି ଜୋର ଜବରଦସ୍ତ କରି ହୁଏନି। ଏହା ନିଜର ମନରୁ ହୋଇଥାଏ।ଦୁଇଟି ହୃଦୟ ମିଳିଲେ ଯାଇ ଭଲପାଇବା ଶବ୍ଦଟି ସୃଷ୍ଟି ହୋଇ ଥାଏ। ଅନେକ ସମୟରେ ଦେଖା ଯାଇଥାଏ ଯେକୌଣସି ଲଭ ମ୍ୟାରେଜରେ ପୁଅ ଏବଂ ଝିଅ ବାହାଘର ପୁର୍ବରୁ ଭଲରେ ଥାଆନ୍ତି କିନ୍ତୁ ବାହାଘର ପରେ ସେମାନଙ୍କ ମଧ୍ୟରେ ପୂର୍ବ ଭଳି ଭଲପାଇବା ନଥାଏ।

girl

ଏହା କଣ ପାଇଁ ହୋଇଥାଏ। ଏହା ହେବାର ଏକ ମାତ୍ର କାରଣ ହେଉଛି ସେମାନଙ୍କ ମଧ୍ୟରେ ଏତେ ପରିମାଣରେ ଭଲପାଇବା ହୋଇଯାଇ ଥାଏ ଯାହା ସେହି ଝିଅକୁ ଭଲ ଲାଗି ନଥାଏ। ଦେଖନ୍ତୁ ସବୁ ଜିନିଷର ଗୋଟିଏ ଲିମିଟି ରହିଥାଏ।ଯଦି ସେହି ଲିମିଟିରୁ ବାହାରିଆ ହୋଇଥାଏ ତେବେ ଭଲ ଲାଗି ନଥାଏ। କୁହାଯାଏ କି ଅତି ଲେମ୍ବୁ ଚିପୁଡିଲେ ତାହା ପିତା ଲାଗିଥାଏ। କୌଣସି ଜିନିଷକୁ ଆପଣ ଆବଶ୍ୟକତା ଠାରୁ ଅଧିକ କରନ୍ତୁ ନାହିଁ।ଅତି ଲୋଭ ପାଇବାକୁ ଯାଇ ଆପଣ ସେହି ଜିନିଷକୁ ସମ୍ପୂର୍ଣ ଭାବରେ ହରାଇ ବସନ୍ତି।

ଏଭଳି କ୍ଷେତ୍ରରେ ଆପଣ କୌଣସି ଝିଅ ସହିତ ବାରମ୍ବାର ମିଶନ୍ତୁ ନାହିଁ । ଏହା କଲେ ଝିଅଟି ଆପଣଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥାଏ। ଯଦି ଆପଣ ଦିନରାତି ୨୪ ଘଣ୍ଟା ଝିଅ ସହିତ ମେସେଜ କରୁଛ ତାକୁ କଲ କରୁଛ ଏହାକରିବା ଦ୍ୱାରା ଆପଣ ଭାବୁଥିବେ ଆପଣ ଏହା କରିବା ଦ୍ୱାରା ଝିଅଟି ଆପଣଙ୍କ ପାଖରେ ରହିବ। ଏହା ନୁହେଁ ବରଂ ଏହା କରିବା ଦ୍ୱାରା ଝିଅଟି ଆପଣଙ୍କର ହରକତ ଉପରେ ରାଗିଯାଇ ଥାଏ। ଦେଖନ୍ତୁ ଝିଅ ମାନେ ଯଦି କୌଣସି ପୁଅକୁ ଭଲପାଇ ଥାଆନ୍ତି ସେମାନଙ୍କୁ ସେ ଜୀବନ ସାରା ନିଜ ପାଖରେ ରଖିବାକୁ ଚାହିଁଥାନ୍ତି ।

love

ଆପଣ ଅଯଥାରେ ସେମାନଙ୍କୁ ବାରମ୍ବାର କଲ କରନ୍ତୁ ନାହିଁ।ସବୁ ଜିନିଷକୁ ଲିମିଟିରେ ରଖିବାକୁ ଚେଷ୍ଟା କରନ୍ତୁ। ଏହାଠାରୁ ଅଧିକ ନୁହେଁ।ସର୍ବଦା ଏଭଳି କାମ କରନ୍ତୁ ଯେପରି ଆପଣ ଝିଅଟିର ପାଖରେ ନଥାଇ ମଧ୍ୟ ତାର ପାଖରେ ଥିବାର ଅନୁଭଭ ଯେପରି ସେହି ଝିଅକୁ ହେଉଥାଉ। ତାକୁ ବାରମ୍ବାର ତାର ଇଛା ନଥିବା ସତ୍ୱେବି ଆପଣ ତାକୁ ବୁଲାଇବାକୁ ନିଅନ୍ତୁ ନାହିଁ। ବରଂ ତାକୁ ଗୋଟିଏ ଦିନ ବୁଲାଇ ନିଅନ୍ତୁ ଯେପରି ଆପଣ ତାକୁ ସମସ୍ତ ପ୍ରକାରର ଅନୁଭବ ଦେବେ ଯାହା ଦ୍ୱାରା ସେ ବହୁତ ଖୁସି ହେବ। ତାର ମନରେ ଆପଣଙ୍କ ପାଇଁ ଭାବନା ଆସିବ।

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ । ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ । ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ ।

Leave a Reply

Your email address will not be published. Required fields are marked *