ଚନ୍ଦ୍ରଙ୍କ ପ୍ରଭାବ ରୁ ବଦଳିଯିବ ଏହି ୭ଟି ରାଶିର ଭାଗ୍ୟ, ବିବାହ ଚାକିରୀ,ବ୍ୟବସାୟରେ ଘଟିବ ବଡ଼ ପରିବର୍ତନ

tree

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଜାତକ ରେ ଗ୍ରହ ନକ୍ଷତ୍ର ରାଶି ଚକ୍ର ପ୍ରଭାବ ଆମ ଭାଗ୍ୟ କୁ ବଦଳାଇ ଦେଇ ପାରେ। ଏହା ଆମ ଜୀବନରେ ବଡ଼ ଧରଣର ପରିବର୍ତ୍ତନ ଘଟାଇ ପାରେ। ଭଗବାନ ଙ୍କ ଆର୍ଶୀବାଦ ଦ୍ୱାରା ଅନେକ କାର୍ଯ୍ୟ ସିଦ୍ଧି ହୁଏ। ସଫଳତା ହୁଏ। ତେବେ ବ୍ୟକ୍ତିଙ୍କ ଭାଗ୍ୟ ଉଭୟ କର୍ମ ଏବଂ ଜାତକ ଉପରେ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ଗ୍ରହ ମାନଙ୍କ ପ୍ରଭାବ ଦ୍ୱାରା ରାଜା ହୋଇପାରେ। ଏବଂ ଓଲଟା ପ୍ରଭାବ ଯୋଗୁଁ ଜଣେ ରାଜା ମଧ୍ୟ ରାତାରାତି ଭିକାରୀ ହୋଇପାରେ।

ମେଷ ରାଶି : ଚନ୍ଦ୍ରଙ୍କ ଚଳନ ହେତୁ କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଉଦାସ ଭିତରେ ଗତି କରିବେ । ଚାକିରିରେ ଅସହଯୋଗ ମନେ ହେବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ ।

ମିଥୁନ ରାଶି ;  ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ଉତ୍ତମ ବୁଝାମଣା ରହିବ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ମହିଳାମାନେ ପରିଶ୍ରମୀ ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ ।ମକର ରାଶି ; ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦେହ ଓ ମନ ଭଲ ରହିବ । କେତେକ କାର୍ଯ୍ୟକୁ ସମାପନ କରି ଆଶ୍ୱସ୍ତି ହେବେ । ରାଜନୀତିରେ ସଫଳ ହେବେ । ପ୍ରଶାସନିକ କାର୍ଯ୍ୟଦକ୍ଷ ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ ।

କର୍କଟ ରାଶି ; ଘାତଚନ୍ଦ୍ର କାରଣରୁ ନାନା ସମସ୍ୟା ଭିତରେ ଛନ୍ଦି ହେବେ । ଆଶା ଅପୂର୍ଣ୍ଣ ରହିବ । ସାଂସାରିକ ଆୟ ହ୍ରାସ ପାଇବ । ମହିଳାମାନେ ହତୋତ୍ସାହ ରହିବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ ।କନ୍ୟା ରାଶି ; ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଉଚ୍ଚ ଆଶା ସଫଳ ହେବ । ସାଂସାରିକ ଆଦର ସମ୍ମାନ ପାଇବେ । ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ ।

ଧନୁ ରାଶି ; ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ସାଂସାରିକ ତିର୍ଥାଦି ଭ୍ରମଣ କରିବାର ସୁଯୋଗ ପାଇବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ।କୁମ୍ଭ ରାଶି ; ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ବେଶ ଉତ୍ତମ ଫଳ ମିଳିବ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ରାଜନୀତିରେ ଓ ପ୍ରଶାସନିକ ଲୋକ ସମ୍ପର୍କ ବୃଦ୍ଧି ପାଇବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବ ।

ବନ୍ଧୁମାନେ,ଆମେ ଆପଣଙ୍କ ପାଇଁ ଏଭଳି ରାଶିଫଳ ଖବର ପ୍ରତିଦିନ ଆଣିଥାଉ।ତେବେ ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ରାଶିଫଳ ସମ୍ବନ୍ଧିତ ପୋଷ୍ଟ ପସନ୍ଦ ଆସିଥିବ।ଏଭଳି ଖବର ତୁରନ୍ତ ପାଇବା ପାଇଁ ଆମ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *