ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟ ରେ ଜାଣିବା ଲେଟ ପିରିୟଡ ବିଷୟ ରେ ବହୁତ ସମୟ ରେ କିଛି ମହିଳା ମାନଙ୍କ ପିରିୟଡ ର ସମୟ ସୀମା ରେ ଏପଟ ସେପଟ ହେଉଛି ତେବେ ତାହା କଣ ପାଇଁ ହୋଇଥାଏ ଏବଂ ଏହାର କାରଣ ବିଷୟ ରେ ଆମେ ଜାଣିବା । ତେବେ ପିରିୟଡ ଆପଣଙ୍କର ଲେଟ୍ ରେ ଆସୁଥିଲେ ଏହା ଆପଣଙ୍କର କୈଣସି ନେଚୁରାଲ କାରଣ ରୁ ବି ହୋଇପାରେ । ସେଥିପାଇଁ ଆପଣ ଚିନ୍ତା କରିବା ମୋଟେ ବି ଦରକାର ନାହିଁ ।
ଏମିତି ହେଲେ ଆପଣ ମାନେ ପ୍ରଥମେ ଘରେ ଏକ ପ୍ରେଗ୍ନେସି କିଟ୍ ଆଣି ରଖନ୍ତୁ ନିଜର ପ୍ରେଗ୍ନେସି ଟେଷ୍ଟ କରନ୍ତୁ । କାରଣ ବହୁତ ସମୟ ରେ ପ୍ରେଗ୍ନେସି ରହିଥିଲେ ପିରିୟଡ ଆସିବାରେ ଲେଟ ହୋଇଥାଏ । ସେହି ପରି ପ୍ରଥମରୁ ପିରିୟଡ ଆରମ୍ଭ ହେଉଥିବା ଝିଅ ମାନଙ୍କର ଶରୀର କୁ ଆଡଜୋଷ୍ଟ ହେବା ପାଇଁ ବର୍ଷେ କିମ୍ବା ଦୁଇବର୍ଷ ଲାଗିଥାଏ ।
ସେହି ପରି ଆପଣ ମାନଙ୍କର ବୟସ 40 କିମ୍ବା ଅଧିକ ହୋଇଗଲାଣୀ ତେବେ ଆପଣ ମାନଙ୍କର ପିରିୟଡ ବନ୍ଧ ହେବାରେ ଲାଗେ । ଏଠାରେ କିଛି ମାସ ହେଉ କିମ୍ବା କିଛି ବର୍ଷ ପିରିୟଡ ଏପଟ ସେପଟ ହୋଇ ସେଷରେ ପିରିୟଡ ଟି ସଂମ୍ପର୍ଣ୍ଣ ବନ୍ଦ ହୋଇଯାଏ । ଯଦି ଆପଣଙ୍କର ଏବେ ଏବେ ଡେଲିଭରି ହୋଇଛି । ଏବଂ ପିଲାଙ୍କୁ ସ୍ତନପାନୀୟ କରାଉଛନ୍ତି । ତେବେ ଏହି ସମୟ ରେ ଆପଣଙ୍କ ବର୍ଡି ରେ ଏକ ହୋରମନ ଜାହାକୁ ପ୍ରୋଲାକ୍ଟିନ ହୋରମନ ବୋଲି କୁହାଯାଏ । ଏହାର ମାତ୍ରା ବଢିଥାଏ ଜାହାଫଳ ରେ ପିରିୟଡ ଠିକ୍ ସମୟ ରେ ଆସେ ନାହିଁ ।
ତେବେ ପ୍ରଥମେ ଆପଣଙ୍କ ଶରୀରରେ ରେ ପିରିୟଡ ସଠିକ୍ ସମୟ ରେ ଆସୁ ନାହିଁ ତେବେ ଏହା ଆପଣଙ୍କ ଶରୀରର କୈଣସି ଏକ ଅସୁବିଧା କୁ ଦର୍ଶାଉଛି । ହୋରମନାଲ ଡିସଫୋଙ୍ଗସନ ହେଉ କିମ୍ବା ଉୟୁଟିରସ୍ କିମ୍ବା ଓଭାରି ରେ କିଛି ବିରୋଗ ହେଉ ଜାହା ଫଳ ରେ ଆପଣଙ୍କ ପିରିୟଡ ମିସ୍ ହେଉଛି । ମାନେ 10 ରୁ 15 ଦିନ ଫେର ଫାର ରେ ଆସୁଛି ତେବେ ଆପଣ ମାନେ ଡାକ୍ତର ଙ୍କର ପରାମର୍ଶ ନିହାତି ନେବା ଆବଶ୍ୟକ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।