ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମା ଲକ୍ଷ୍ମୀଙ୍କ ପ୍ରିୟ ୪ଟି ରାଶି ଯାହାକି ମାତା ଲକ୍ଷ୍ମୀଙ୍କୁ ବହୁତ ଭଲ ଲାଗିଥାଏ ଏବଂ ସବୁବେଳେ ପଶ୍ରନ ହୋଇଥାନ୍ତି । ମାତା ଲକ୍ଷ୍ମୀ ଏହି ରାଶି ଗୋଡିକ ଉପରେ ଆଗାମୀ ସମୟରେ ଧନ କମେଇବାର ଅନେକ ପ୍ରକାରର ଅବସର ପ୍ରାପ୍ତ ହେବ ଖାସ କରି ଯେଉଁ ବ୍ୟକ୍ତି ମାନେ ଚାକିରୀ ଖଜୁଛନ୍ତି କିମ୍ବା ଚାହୁଥିବା ଚାକିରୀ ଖୁବ ଶିଘ୍ର ମିଳିବାକୁ ଯାଉଛି ,
ଏହା ସହିତ ମଧ୍ୟ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଅନେକ ମାତ୍ରା ରେ ଲାଭ ହେବ , ଯାହା ଫଳରେ ସେମାନଙ୍କ ବେପାରରେ ଅଚାନକ ଭାବରେ ଲାଭ ହେବାରେ ଲଗିବ । ଏହା ସହିତ ଜାଣି ରଖନ୍ତୁ ଯେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲଟେରି ଲାଗିବାର ବହୁତ ବଡ ସମ୍ଭାବନା ବନୁଛି , କିନ୍ତୁ କୈଣସି ପ୍ରପଟି କିମ୍ବା ଜାନ ବାହାନ ବିକିବା କରଣରୁ ମଧ୍ୟ ଅନେକ ମାତ୍ରାରେ ଧନ ଲାଭ ହେବ , ତେଣୁ ଏହି କଥାକୁ ଧ୍ୟାନ ରଖି ଆପଣ କୈଣସି ମଉକାକୁ ହାତରୁ ଛାଡନ୍ତୁ ନାହିଁ ।
ଏହି ଧନ ମଧ୍ୟ ଆପଣଙ୍କ ପାଖକୁ ଅନ୍ୟ କୈଣସି ରାସ୍ତା ଦେଇ ମଧ୍ୟ ଆସିପାରେ , ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ଆଶ୍ରୀବାଦ ରହିଛି ଏବଂ ଆପଣଙ୍କ ଘରର ପଇସା ବାଗ୍ସ ବା ଟିଜରିରେ ଧନ ଦୁଇଗୁଣା ହେବ , ଆପଣଙ୍କୁ ଯଦି କୈଣସି ନୂଆ ଅବସର ମିଳୁଛି ତେବେ ଏହାକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ ।
ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କର ଏହି ଭଳି ଭାବରେ କ଼ପା ଦୃଷ୍ଟି ବନେଇ ରଖିବା ପାଇଁ ପ୍ରତେକ ଶୁକ୍ରବାର ଦୀନ ମାତା ଲକ୍ଷ୍ମୀ ଙ୍କର ପୂଜା କରି ତାଙ୍କର ସାମ୍ନାରେ ଘିଅ ଦୀପ ନିଶ୍ଚୟ ଜଳାନ୍ତୁ ।
ତେବେ ଚାଲନ୍ତୁ ଆଉ ଡେରି ନକରି ଜାଣିବା ସେହି ଚାରି ଗୋଟି ରାଶି ବସୟରେ , ତେବେ ସେହି ଚାରଟି ରାଶି ହେଉଛି ସିଂହ ରାଶି , କୁମ୍ଭ ରାଶି , ତୁଳା ରାଶି ଏବଂ ବୃଷ ରାଶି ଏହି ଚାରଟି ରାଶିଙ୍କୁ ମାତା ଲକ୍ଷ୍ମୀଙ୍କୁ ବହୁତ ଭଲ ଲାଗେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।