ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ବାସ୍ତୁ ସମ୍ବନ୍ଧୀୟ ତଥ୍ୟ ଓ ବିବାହ ଭବିଷ୍ୟତ ତଥ୍ୟ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ପ୍ରତିବିମ୍ବିତ ହୋଇଥାଏ। S ଓ A ନାମର ବ୍ୟକ୍ତି କିପରି ହୋଇଥାନ୍ତି ତାହା ଜାଣନ୍ତୁ। S ନାମର ବ୍ୟକ୍ତି ନିଜ ବ୍ୟକ୍ତିତ୍ବରେ ବହୁତ ଆକର୍ଷକ ହୋଇଥାନ୍ତି ଓ ଏମାନଙ୍କ ବ୍ୟକ୍ତିତ୍ବ ବହୁତ ସୁନ୍ଦର ହୋଇଥାଏ। ସେହିପରି A ନାମର ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ମଧ୍ୟ ବହୁତ ସୁନ୍ଦର ହୋଇଥାଏ।ହେଲେ ଏମାନଙ୍କ ମଧ୍ୟରେ ଦୃଢତାର ଟିକେ ଅଭାବ ଥାଏ। ହେଲେ ବି S ଓ A ନାମର ବ୍ୟକ୍ତିତ୍ବ ଅନେକାଂଶରେ ସମାନ ହୋଇଥାଏ।
S ନାମର ଲୋକ ହୋଇଥାନ୍ତି ଏମିତି –
ନା କେବଳ ପରିଚୟ ନୁହେଁ ବରଂ ଏହା ଆମର ପର୍ସନାଲିଟି ଓ ସ୍ୱଭାବକୁ ବି ଜାହିର୍ କରିଥା,ଏ ଆଜି ଆମେ ଆପଣଙ୍କୁ S ନାମକ ଝିଅ ଓ ପୁଅଙ୍କ ସ୍ୱଭାବ ବିଷୟରେ କହିବାକୁ ଯାଊଛୁ, ପ୍ରେମରେ ସନ୍ଧେହୀ ଏହି ଅକ୍ଷରର ଝିଅ ବହୁତ୍ କ୍ରୋଧୀ ହୋଇଥାନ୍ତି , ପରେ ଏମାନେ ବହୁତ ଜଲଦି ସମସ୍ତଙ୍କ ହୃଦୟ ଜିଣିନିଅନ୍ତି , ଚାଲନ୍ତୁ ଆପଣଙ୍କୁ କହିବୁ ଏହି ଅକ୍ଷର ନାଁ ବାଲି ଝିଅଙ୍କ କିଛି ସିକ୍ରେଟ୍ । ଏହି ନାଁ ବାଲି ଝିଅ ଫ୍ୟାସନ୍ ସେନ୍ସ ଭଲ ହୋଇଥାଏ, ଓ ନିଜକୁ ସୁନ୍ଦର ଦେଖାଯିବାପାଈଁ କିଛି ବି କରିପାରନ୍ତି, ପରିଶ୍ରମୀ ସହ ବହୁତ ଲୋକପ୍ରିୟ ହୋଇଥାନ୍ତି , ଏହି ଅକ୍ଷରର ନାଁ ବାଲି ଝିଅ ବହୁତ ପରିଶ୍ରମୀ ହୋଇଥାନ୍ତି , ଓ ଏହି ଜରିଆରେ ସେମାନେ ନିଜ ସଫଳତା ହାସିଲ୍ କରିଦିଅନ୍ତି, ପରିଶ୍ରମୀ ସହ ଏମାନେ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି ।
ସେହି ପରି S ନାମ ରୁ ଆରମ୍ଭ ପୁଅ ମାନେ ଅତ୍ୟନ୍ତ ସଚ୍ଚୋଟ ଓ କାମିକା ପିଲା ହୋଇଥାନ୍ତି । ବନ୍ଧୁତାରେ ଏମାନଙ୍କ ଠୁ ଉର୍ଧରେ ଆଉ କେହି ହେବେନି । ସମସ୍ତଙ୍କୁ ନିଜର କରିବା ଏମାନଙ୍କୁ ଭଲ ଭାବେ ଜଣା । କେବେବି ସମ୍ଭର୍କରେ ଏମାନେ ଧୋକା ଦେଇ ନଥାନ୍ତି । ସବୁ ବେଳେ ନିଜ କାମ ପ୍ରତି ଏମାନେ ଅତ୍ୟନ୍ତ ସଚ୍ଚୋଟ ହୋଇଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ମେଧାବି ମଧ୍ୟ ଅଟନ୍ତି ।
A ନାମର ଲୋକଙ୍କ କଥା –
A ନାମର ବ୍ୟକ୍ତି ନିଜ ପ୍ରକୃତିରେ ବହୁତ ହାସ୍ୟାସ୍ପଦ ହୋଇଥାନ୍ତି।ତଥାପି ଏମାନଙ୍କ ପ୍ରକୃତି ରହସ୍ୟମୟ ଅଟେ।କାରଣ ବେଳେବେଳେ ଏମାନେ ବହୁତ ଶାନ୍ତ ମଧ୍ୟ ଲାଗନ୍ତି। A ନାମରେ ବ୍ୟକ୍ତି ମଧ୍ୟ ଅନ୍ୟ ମାନଙ୍କ ସହିତ ମଜା କରନ୍ତି ଓ ଶାନ୍ତ ମଧ୍ୟ ହୋଇଥାନ୍ତି। ଆର୍ଥିକ ସ୍ଥିତିକୁ ଦେଖିଲେ A ନାମର ବ୍ୟକ୍ତି ବହୁତ ପରିଶ୍ରମୀ ଅଟନ୍ତି ଓ କଠିନ ପରିଶ୍ରମ ସାହାଯ୍ୟରେ ପଇସା କମାଇଥାନ୍ତି। A ନାମର ବ୍ୟକ୍ତିଙ୍କ ଜୀବନ ମଧ୍ୟ ବହୁତ ସୁନ୍ଦର ହୋଇଥାଏ ଓ ସେମାନେ ଏକ ଭିନ୍ନ ଦୃଷ୍ଟିକୋଣରୁ ନିଜ ଜୀବନକୁ ଦେଖିଥାନ୍ତି।ସମାଜରେ ମଧ୍ୟ ପ୍ରତିଷ୍ଠା ଲାଭ କରିଥାନ୍ତି।
ଯଦି ଆପଣଙ୍କର ନାମର ଆରମ୍ଭ A କିମ୍ୱା S ରୁ ହୋଇଥାଏ , ତେବେ ଆମକୁ ନିଶ୍ଚୟ ଜଣାଇବା ପାଇଁ ଲାଇକ ଟିଏ କରି ଦିଅନ୍ତୁ । ଏହାକୁ ସେୟାର କରି ନିଜ ବନ୍ଧୁ ମାନଙ୍କୁ ଜଣାନ୍ତୁ ମଧ୍ୟ ।