ପ୍ରଥମରେ ଆପଣ ଝିଅଟିକୁ ବୁଝନ୍ତୁ।ଆରେ ଭାଇ ଆମେ ଥରେ ଥରେ ଛୋଟ ଝିଅ ମାନଙ୍କୁ ଦେଖି ବୁଝିପାରି ନଥାଉକି ସେମାନେ ମଧ୍ୟ ଛୋଟ ପୁଅ ମାନଙ୍କୁ ଦେଖିଥାନ୍ତି।ଏଠାରେ କିନ୍ତୁ ସେମାନଙ୍କ ସହିତ ବହୁତ ବଡ଼ ପିଲା ମାନେ ସେଟ ହୋଇଯାଇ ଥାଆନ୍ତି।ବଡ ବୟସର ଝିଅକୁ ବୁଝିବା ହେଛି ସିଂହ ମୁହଁରୁ ଖାଦ୍ୟକୁ କାଢ଼ିବା ସହିତ ସମାନ।କାରଣ ଏହି ଯେଉଁ ବଡ ଝିଅ ମାନେ ଆପଣଙ୍କର ବୟସ ଠାରୁ ବଡ ଥିବା ଝିଅ କହିଥାନ୍ତି ଗୋଟିଏ ଏବଂ କରିଥାନ୍ତି ମଧ୍ୟ ଗୋଟିଏ।ଆପଣ ଯେପରି ଭାବୁଛନ୍ତି ତାଙ୍କୁ ପଟାଇବା ଏତେ ସାଧାରଣ କାମ ନୁହେଁ।
କିନ୍ତୁ କେତେକ ପୁଅ ମାନଙ୍କ ସାଥିରେ କଣ ହୋଇଥାଏ ନା ସେମାନେ ନିଜର ବୟସ ଠାରୁ ବଡ ଥିବା ଝିଅ ମାନଙ୍କୁ ପଟାଇ ଥାଆନ୍ତି।ଯଦି ଆପଣ ଭାବୁଛନ୍ତିକି ଆପଣଙ୍କର କୌଣସି ଫ୍ରେଣ୍ଡ ଜଣେ ବଡ ଝିଅକୁ ପଟାଇ ଦେଇଛି ଆପଣ ମଧ୍ୟ ପଟାଇ ପାରିବେ।ଏହା ସମ୍ପୂର୍ଣ ଭୁଲ ଭାବୁଛନ୍ତି।ଏଠାରେ ଆପଣ ଯେଉଁ ବଡ ଝିଅକୁ ପଟାଇବାକୁ ଚାହୁଁଛନ୍ତି ତାକୁ ଦେଖାଇବାକୁ ପଡିବ ଯେ ଆପଣ ଏକ ବୁଝିଲା ସୁଝିଲା ପିଲା।ଆପଣ ଏକ ସ୍ମାର୍ଟ ପିଲା ବୋଲି।ଏଠାରେ ପ୍ରଶ୍ନ ଉଠିଥାଏକି ଆପଣ କିପରି ଏହିସବୁ ଦେଖାଇବେ।

ଏଠାରେ ଯଦି ଝିଅଟି ଆପଣଙ୍କୁ ଦେଖୁଥିବ ତେବେ ସେ ଆପଣଙ୍କୁ ନିଜେ ନିଜେ ଚଏସ କରି ନେବ।ଏଠାରେ ଆପଣ ମନେରଖନ୍ତୁ ଆପଣ କୌଣସି ବଡ ବୟସର ଝିଅକୁ ପଟାଇବାକୁ ହେଲେ ଆପଣ ଜମାବି ଛୋଟ ପିଲାଙ୍କ ଭଳି ହେବେ ନାହିଁ।ଆରେ ଆପଣ ଯଦି ସେଟ ହୋଇଯାଉଛନ୍ତି ତେବେ ଏହାପରେ ଆପଣ ପୁରା ଛୁଆ ହୋଇଗଲେବି କୌଣସି ଅସୁବିଧା ହେବ ନାହିଁ।ପ୍ରଥମରେ ଆପଣଙ୍କୁ ଚାଲାକ ନୁହେଁ ବରଂ ବୁଝିଲା ସୁଝିଲା ପିଲା ହେବାର ଅଛି।
ଏହାପରେ ହେଉଛି ଆପଣ ସେହି ଝିଅଟିକୁ କିଭଳି ଭାବରେ ଆଟ୍ରାକ୍ସନ ଦେବେ।ଏହି ଆଟ୍ରାକ୍ସନ ଆପଣଙ୍କର ପରସାନିଲିଟିକୁ ବୁଝାଉ ନାହିଁ।ଏଠାରେ ଆମେ ଆଲୋଚନା କରିବା ଏହି ଆଟ୍ରାକ୍ସନ ଏମିତି ହୋଇଥାଏ ଯାହା ବଡ ଝିଅ ମାନଙ୍କୁ ବହୁତ ଦରକାର ହୋଇଥାଏ।ଏହି ବଡ ଝିଅ ମାନେ ଏକ୍ସପିରିଏନ୍ସ ଵାଲା ହୋଇଥାନ୍ତି।ଏମାନେ ସେହିଭଳି ପୁଅଙ୍କୁ ପସନ୍ଦ କରିଥାନ୍ତି ଯାହା ଦ୍ୱାରା ସେମାନେ ବହୁତ ମଜା କରିପାରୁଥିବେ।
ମନେକର କୌଣସି ଜବ କରୁଥିବା ପୁଅ ହେଉ।ଏହି ବଡ ଝିଅ ମାନେ ତାସହିତ ଭଲ ଭାବରେ ପଟିଯିବେ।ଯଦି ପୁଅଟି କୌଣସି ସରକାରୀ ଚାକିରୀ କରିଛି ତେବେ ଏହି ଝିଅ ମାନେ ପଟିଯାଇ ଥାଆନ୍ତି।ଯଦି ଆପଣଙ୍କ ପାଖରେ ଏହି ଆଟ୍ରାକ୍ସନ ଅଛି ତେବେ ଯାଇ ସେହି ଝିଅ ମାନେ ଆପଣଙ୍କୁ ଲାଇନ ଦେବେ ନଚେତ ସେମାନେ ଆପଣଙ୍କ ଠାରୁ ସେମାନଙ୍କର ମୋବାଇଲ ରିଚାର୍ଜ କରିନେବେ।ଆପଣଙ୍କ ଠାରୁ ସେମାନଙ୍କର ଡିଟିଏଚ ରିଚାର୍ଜ କରି ନେବେ ଇତ୍ୟାଦି।ଏଠାରେ ଆପଣ ଚୁତିଆ ପଡିଯିବେ।ତେଣୁ ଆପଣଙ୍କୁ ପ୍ରଥମେ ନିଜର ଆଟ୍ରାକ୍ସନ ବନାଇବାର ଅଛି।ଏହା ଆପଣଙ୍କୁ ଯେତିକି ଭଲ ଲାଗିବ ତାହା ଅପେକ୍ଷା ଝିଅ ମାନଙ୍କୁ ଅଧିକ ଭଲ ଲାଗିବ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।