08 ଅଗଷ୍ଟ ଚିତାଲାଗି ଅମବାସ୍ୟା – ଏହି 3 ଟି ରାଶିଙ୍କ ଭାଗ୍ୟରେ ହେବ ବଡ ପରିବର୍ତ୍ତନ ।

August 8

ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି ।

ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥି ପାଇଁ “ଗେଣ୍ଡେଇକଟା ଓଷା” ନାମରେ ମଧ୍ୟ ଜଣା । ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ ।

ତେବେ ଜୋତିଷଙ୍କ ମତରେ ଏହି ଆମବାସ୍ୟାଠାରୁ 3 ଟି ରାଶିଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଜାଉଛି । ଆଜିର ଏହି ପୋଷ୍ଟରେ ଆମେ ସେହି 3 ଟି ରାଶି ବିଷୟରେ କଥା ହେବା । ଆସନ୍ତୁ ଜାଣିବା ।

rasi

ମେଷ ରାଶି : ଏହି ରାଶିଗୁଡିକ ଉପରେ ଭଗବାନ ଗଣେଷ ଓ ପାର୍ବତୀ ପତି ଶିବଙ୍କର କୃପା ରହିଛି , ଯାହାର କାରଣରୁ ଏହି ବ୍ୟକ୍ତିଙ୍କ କୁଣ୍ତଳିରେ ଧନ ପ୍ରାପ୍ତି ଯୋଗ ହେଉଛି , ଏହି ରାଶିର ବ୍ୟକ୍ତିଙ୍କର ସବୁ ସ୍ୱପ୍ନ ପୁରା ହେବାର ସଂମ୍ଭାବନା ଅଛି ଯଦି ଏହି ରାଶିର ବ୍ୟକ୍ତିଙ୍କୁ କିଛି ବି ସରକାରୀ କାର୍ଯ୍ୟ ଅଟକିରହିଛି , ତେବେ ତାହା ସଫଳତାପୁର୍ବକ ପୁରା ହୋଈଯିବ , ଘର୍ ପରିବାରରେ ଖୁସିର ବାତାବରଣ ରହିବ , ବେପାରିକ କ୍ଷେତ୍ରରେ ଲାଭ ପ୍ରାପ୍ତି କରିବାର ଯୋଗ ହେଉଛି । ଏମାନେ ଯେଇଁ କାର୍ଯ୍ୟରେ ହାତ ଦେବେ , ତାହା ଅତି ସହଜରେ ପୁରଣ ହେବାର ଅଛି । କେବଳ ଏମାନଙ୍କୁ ଧର୍ଯ୍ୟର ସହକାରେ କାମ କରିବାକୁ ହେବ ।

ସିଂହ ରାଶି : ଏହି ରାଶିଙ୍କର ଉପରେ ଗଣେଷଜୀ ଓ ଶିବଜୀଙ୍କ କୃପା ରୁ ଏହି ସମୟ ବହୁତ ଶୁଭ ରହିବାର ଅଛି ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟରେ ଧନ ଲାଭ ମହାଯୋଗ ରହୁଛି, ଏମାନଙ୍କ ସବୁ ଚିନ୍ତା ଓ ସମସ୍ୟା ଦୂର ହୋଇଯିବ , ବେପାରରେ ମନମୁତାବିକ ସଫଳତା ପ୍ରାପ୍ତି କରିବେ , ଯଦି ଏହି ରାଶି ଲୋକେ କିଛି କାମ ଲମ୍ବା ସମୟରୁ ଅଟକି ରହିଛି ତେବେ ସଫଳତା ପୁର୍ବକ ପୁରା ହେବ ।

rasi

ମିଥୁନ – ଏହି ରାଶିର ସ୍ଵାମୀ ଶନି ଗ୍ରହ ହୋଇଥାଏ । ଏହି କାରଣରୁ ଏମାନଙ୍କ ଉପରେ ଶନିଦେବଙ୍କର ବିଶେଷ କୃପା ରହିଥାଏ । ଏହି ରାଶିର ଲୋକ ଆତ୍ମନିର୍ଭର ହୋଇଥାନ୍ତି । ଏମାନଙ୍କ ଭିତରେ ଆତ୍ମବିଶ୍ଵାସ ଭରି ରହିଥାଏ । ଏମାନେ ନିଜ ପରିଶ୍ରମ ବଳରେ ସବୁ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଶନିଦେବଙ୍କ ଆଶୀର୍ବାଦ ଏମାନଙ୍କ ଭାଗ୍ୟ ପ୍ରବଳ ରଖିଥାଏ ।  ଏମାନଙ୍କ ମଧ୍ୟରେ ଜୀବନରେ କିଛି କରି ଦେଖାଇବାର ଇଚ୍ଛା ଥାଏ । ଏମାନେ କାମ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର ରହିଥାନ୍ତି । ଏମାନଙ୍କ ଭାଗ୍ୟ ବି ବାକି ରାଶି ମାନଙ୍କ ତୁଳନାରେ ଅଧିକ ହୋଇଥାଏ ।

ତେବେ ବନ୍ଧୁଗଣ ଏହା ଥିଲା 3 ଟି ରାଶି ବିଷୟରେ ଯେଉଁମାନେ ଏହି ଚାତିଲାଗି ଆମବାସ୍ୟାଠାରୁ ଭାଗ୍ୟ ବଦଳିବାକୁ ଜାଉଛି । ଯଦି ଆପଣ ବି ନିଜ ରାଶି ସମ୍ଭନ୍ଧୀୟ ସୁଚନା ପାଇବା ପାଇଁ ଚାହାଁନ୍ତି , ତେବେ ନିଶ୍ଚୟ ଗୋଟିଏ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *