କାହିଁକି ବିବାହ କରିଲେ ନାହିଁ ଜେଜେ ମା, ଜଣାନ୍ତୁ କଣ ରହିଛି ଏହାର କାରଣ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନମ୍ରତା ଦାସ୍ ଜାହାଙ୍କୁ ଆପଣ ମାନେ ଓଲିଉଡ ର ଜେଜେ ମାଆ ଙ୍କ ଭାବେ ଜାଣି ଥିବେ ଘର ତାଙ୍କର କେନ୍ଦ୍ରାପଡା ଜିଲ୍ଲା ର ଅଳପୁଆ ଗାଁ ରେ ,ଏକ ବଡ ଜମିଦଦାର ପରିବାର ରେ ତାଙ୍କର ଜନ୍ମ ହୋଇଛି । ତାଙ୍କ ବଡ ବାପା ଜଣେ ବଡ ଜମିଦାର ଥିଲେ ,ତେବେ ତାଙ୍କର ମାଆ ପିଲା ଦିନ ରୁ ମରି ଜାଇ ଥିବା ବେଳେ ତାଙ୍କର ବାପା ଦ୍ୱତୀୟ ବିବାହ କରି ଥିଲେ,

namita

ସେହି ପରି ବେଳେ ତାଙ୍କୁ ଏହି ଲାଇନ୍ ରେ ଆସିବା ପାଇଁ ତାଙ୍କର ବାପା ଏବଂ ତାଙ୍କର ବଡ ଭଉଣଣୀ ଙ୍କ ବହୁତ ବଡ ସପୋର୍ଟ ରହି ଥିଲା ବୋଲି ସେ ଆଜି ବି କହି ଥାନ୍ତି । ବାପା ମାଆ ଙ୍କ ମୃତ୍ୟୁ ପରେ ଏବଂ ବଡ ଭଉଣୀ ଙ୍କ ବିବାହ ପରେ ସମସ୍ତ ଘର ର ଦାୟୁତ୍ୱ ଡୋଲି ଅପା ହିଁ ବୁଝି ଥିଲେ, 1973 ମସିହା ରେ ଧୀନ ବିଶ୍ୱାଳ ଙ୍କ ନିର୍ଦ୍ଦେଶିତ ଧରିତ୍ରୀ ଫିଲ୍ମ ରେ ପ୍ରଥମେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରୀ କରି ଥିଲେ । ନମର୍ତା ଦାସ୍, ଆପଣ ମାନେ ବୋଧ ହୁଏ ଏହି କଥା କୁ ଜାଣିନ ଥିବେ ବି ଓଡ଼ିଶା ର ପ୍ରଥମ ସିରିଏଲ ହିଁ ନମର୍ତା ଦାସ୍ କରି ଥିଲେ ।

ଜାହା କି ସେହି ସମୟ ରେ DD 1 ରେ ପ୍ରଶାରିତ ହେଉ ଥିଲା, ଜାହାର ନାମ ଥିଲା ଅଧିକାର, ସେହି ପରି ବେଳେ ତୋ ଆଖି ରେ ମୁଁ ସିନେମା ରେ ସେ ଯେଉଁ ଫାଇଟ୍ କରି ଥିଲେ ସେହି ଥିଲା ତାଙ୍କର ସବୁଠୁ ମେମୋରେବୁଲ ମୁମେଣ୍ଟ, ଯେତେ ବେଳେ ଡଲି ଅପା ଙ୍କୁ କୈଣସି ସିରିଏଲ ଏବଂ ଫିଲ୍ମ ର ଅଫର ଆସେ ତେବେ ସେହି ସମୟ ଟି ତାଙ୍କର ଖୁସି ର ସମୟ ଥାଏ ,କାରଣ ସବୁ ସମୟ ରେ ତାଙ୍କୁ ଗୋଟିଏ ନୂଆ ଚରିତ୍ର ପ୍ଲେ କରିବା ପାଇଁ ବହୁତ ଭଲ ଲାଗେ ।

Namarta

ସେ ଏମିତି କୁହନ୍ତି କି ବଲିଉଡ ସେହନ ସାହା ଅମିତାବ୍ ବଚ୍ଚନ ଙ୍କ ସହିତ ଅଭିନୟ ଯେତେ ବେଳେ କରିବେ ସେହିଟା ହେବ ତାଙ୍କର ଖୁସୀ ର ମୂହୁର୍ତ୍ୱ ବୋଲି ସେ କହିଛନ୍ତି ,ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଡୋଲି ଅପା ଅରୋଫ୍ ନମର୍ତା ଦାସ୍ କେମମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣେଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *