ଆଜିଠାରୁ ମଙ୍ଗଳ ଏବଂ ବୃହସ୍ପତିଙ୍କର ମିଳନ, ଏହି ୬ଟି ରାଶିରେ ହନୁମାନ କରିବେ ଧନବର୍ଷା I

hanuman ji

ନମସ୍କାର ବନ୍ଧୁଗଣ, ଆଜିଠାରୁ ମହାବୀର ହନୁମାନଙ୍କ ଶୁଭଦୃଷ୍ଟି ଯୋଗୁଁ ୬ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି।ଏହି ରାଶିର ଲୋକମାନେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ । ହନୁମାନଙ୍କ କୃପାରୁ କୌଣସି ସଙ୍କଟ ଆସିବ ନାହିଁ। ଏହି ଭାଗ୍ୟଶାଳୀ ରାଶି ମାନଙ୍କ ଶୁଭ ସମୟ ଆସିଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ।

ସିଂହରାଶି ଏବଂ କନ୍ୟା ରାଶି – ଏହି ମାସରେ ଏହି ଦୁଇଟି ରାଶିର ଲୋକମାନେ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହେବ । ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ ଓ ବ୍ୟବସାୟୀ ମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ ।

hanuman ji

ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ଭଲ ଲାଭ ହେବ ଓ ନୂତନ ଆୟର ପନ୍ଥା ନିର୍ଦ୍ଧାରଣ କରି ପାରିବେ । ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ ।ପ୍ରଭୁ ହନୁମାନଙ୍କ କୃପାଦୃଷ୍ଟି ବଜାୟ ରହିବ। ଭଗବାନ ହନୁମାନଙ୍କ ଚାଳିସା ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ।ମେଷ ରାଶି ଏବଂ କର୍କଟ ରାଶି – ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଅସନ୍ତୋଷ ମେଣ୍ଟିଯିବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନେ ଶୁଭ ସମାଚାର ପାଇବା ସହ ନିଜଲୋକଙ୍କ ସାହାଯ୍ୟ ସହଯୋଗରେ ଆଗକୁ ଆଗେଇ ପାରିବେ । ଗୃହୋପକରଣ କ୍ରୟ କରି ପାରନ୍ତି । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଭାଗନେବେ ।

ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ ।ପ୍ରଭୁ ହନୁମାନଙ୍କ କୃପାଦୃଷ୍ଟି ବଜାୟ ରହିବ। ଭଗବାନ ହନୁମାନଙ୍କ ଚାଳିସା ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ଛାତ୍ର ଛାତ୍ରୀମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ । କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ ।

astrolog

ମକରରାଶି ଏବଂ କୁମ୍ଭ ରାଶି – ଏହି ମାସରେ ଏହି ଦୁଇଟି ରାଶି ମହିଳା ଓ ପୁରୁଷ ମାନେ ସ୍ଥଳବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭବାନ ହେବେ । ବିଦେଶ ଯାତ୍ରାରେ ଲାଭବାନ ହେବେ । ଗୃହବାହନ ପ୍ରାପ୍ତି, ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ ।ପ୍ରଭୁ ହନୁମାନଙ୍କ କୃପାଦୃଷ୍ଟି ବଜାୟ ରହିବ।

ଭଗବାନ ହନୁମାନଙ୍କ ଚାଳିସା ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ।କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ ଓ ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧିହେବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।ତେବେ ବନ୍ଧୁଗଣ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ,ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହିତ ସେୟାର କରନ୍ତୁ ଏବଂ ତଳେ ଆମ ପେଜ୍ କୁ ଲାଇକ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *