ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଆଜିଠାରୁ ୪ଟି ରାଶିର ଭାଗ୍ୟ ମହାଦେବଙ୍କ କୃପାରୁ ବଦଳିବାକୁ ଯାଉଛି। ଚନ୍ଦ୍ର ଏବଂ ବୃହସ୍ପତିଙ୍କର ପ୍ରଭାବ ହେତୁ ଆଗାମୀ ଏକ ମାସ ଯାଏ ଏହି ରାଶିର ଲୋକମାନେ ରାଜା ଭଳି ଜୀବନ ବଞ୍ଚିବେ। ଭଗବାନ ଶିବ ସବୁଠାରୁ ଦୟାଳୁ ଏବଂ କ୍ରୋଧି ମଧ୍ୟ। ଚନ୍ଦ୍ରଙ୍କ ଚତୁର୍ଥ ଗୃହରେ ପ୍ରବେଶ ଏହି ୪ଟି ରାଶିକୁ ଭଗବାନ ଶିବଙ୍କ କୃପା ଦେବ ଏବଂ ମାଲାମାଲ କରାଇବ। ରୋଜଗାର ବୃଦ୍ଧି ସହିତ ବିଦ୍ୟାର୍ଥୀ ମାନେ ସଫଳତା ପାଇବେ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ।
ମେଷ ରାଶି – ମନରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇବା ସହ କର୍ମକ୍ଷେତ୍ରରେ ଭବି ଚିନ୍ତି ପଦକ୍ଷେପ ନେବେ । ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତିରେ ସୁଧାର ଆସିବା ସହ ଆର୍ଥିକ ଜନିତ ସଙ୍କଟରୁ ମୁକୁଳି ପାରିବେ । କିନ୍ତୁ କର୍ମକ୍ଷେତ୍ରରେ ବିଗତ ଦିନର କାର୍ଯ୍ୟକଳାପକୁ ନେଇ ସାମୟିକ ମନ ଉଦାସ ରହିବ । ବନ୍ଧୁମାନଙ୍କ ପରାମର୍ଶ ନେଇ କାର୍ଯ୍ୟଗୁଡିକ ଠିକ୍ ଭାବରେ ସମ୍ପନ୍ନ କରିପାରିବେ । ସ୍ଥଗିତ ଯୋଜନାକୁ ତ୍ୱରାନ୍ୱିତ କରିବାରେ ବନ୍ଧୁମାନେ ସାହାଯ୍ୟ କରିବ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ ସମସ୍ୟା ଦୂର ହେବ ।
ମିଥୁନ ରାଶି – ଅଫିସରେ ଅନ୍ଯମନସ୍କ ରହିବା ଫଳରେ ସହକର୍ମୀମାନେ ଭୁଲ୍ ବୁଝିପାରନ୍ତି । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ କ୍ଷେତ୍ରରେ ପରସ୍ପର ମଧ୍ୟରେ ଯୁକ୍ତିତର୍କକୁ କେନ୍ଦ୍ର କରି ପରିସ୍ଥିତି ଭିନ୍ନ ରୂପ ନେଇପାରେ । ବୈବାହିକ ଜୀବନରେ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ ।
କନ୍ୟା ରାଶି -ଦକ୍ଷତା ବୃଦ୍ଧି ପାଇବା ସହ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହେବ ।
ଅଫିସରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ କିନ୍ତୁ ମଧ୍ୟାହ୍ନରେ ସାଧାରଣ କଥାକୁ ନେଇ ଅଧିନସ୍ଥ କର୍ମଚାରୀଙ୍କ ଯୁକ୍ତିତର୍କ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ଥି ଅନୁଭବ କରିପାରନ୍ତି । ଘରେ ଛୋଟିଆ ସମାରୋହ ଆୟୋଜନ କରିପାରନ୍ତି । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ ।
ମୀନ ରାଶି – ସଭାସମିତିରେ ଯୋଗ ଦେଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ବାକ୍ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ ସଦ୍ଭାବ ବୃଦ୍ଧି ପାଇବା ଲକ୍ଷ୍ୟକରି ଖୁସି ହୋଇପାରନ୍ତି । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ବନ୍ଧୁମାନଙ୍କ ସହ କୈାଣସି ଗୁରୁତ୍ୱପୂର୍ଣ୍ଣ ବିଷୟୟକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିବେ ।
ବ୍ୟବସାୟ, ବାଣିଜ୍ୟରେ ଆଶାତୀତ ଲାଭ ପାଇବେ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।ତେବେ ବନ୍ଧୁଗଣ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ,ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହିତ ସେୟାର କରନ୍ତୁ ଏବଂ ତଳେ ଆମ ପେଜ୍ କୁ ଲାଇକ କରିଦିଅନ୍ତୁ।ଧନ୍ୟବାଦ।