ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦାନ୍ତ ରେ ବହୁତ କଷ୍ଟ ଭଗବାନ କାହାରିକୁ ନ ଦିନ୍ତୁ ବହୁତ ଅସହନୀୟ ପିଡୀ ହୋଇଥାଏ ଦାନ୍ତ ରେ ସମସ୍ୟା ହେଲେ ଦାନ୍ତ ରେ କଷ୍ଟ ହେଲେ ମୁଣ୍ଡ ପର୍ଯ୍ୟନ୍ତ ଯାଇଥାଏ ଏବଂ ଆପଣ ଙ୍କ ମୁଣ୍ଡ ମଧ୍ୟ କାମ କରି ନଥାଏ କିଛି ଯଦି ଖାଇ ନିଅନ୍ତି ତେବେ ଆହୁରି ଅଧିକ କଷ୍ଟ ହୋଇଥାଏ । ଅନେକ ଥର ଲୋକ ଏହି ସମସ୍ୟା ପାଇଁ ପ୍ୟାନ କ୍ଲିୟର ଖାଇଥାନ୍ତି ଏହି ପ୍ୟାନ କ୍ଲିୟର ଖାଇବା ପରେ କିଛି ସମୟ ପାଇଁ କଷ୍ଟ କମି ଯାଏ କିନ୍ତୁ ପୁଣି ଦାନ୍ତ ରେ କଷ୍ଟ ଆରମ୍ଭ ହୋଇଯାଏ ଲୋକ କୁ ଏଥି ପାଇଁ ନିଦ ବି ଠିକ ସେ ଆସେ ନି ଆମେ ପ୍ରଥମ ଆଲୋଚନା କରିବା ଦାନ୍ତ ରେ କଷ୍ଟ କାହିଁକି ହୁଏ ।
ଏହା ଅଟେ ଆପଣ ଙ୍କ ର ଖାଦ୍ୟ ଖାଇ ସାରିବା ପରେ ଖାଦ୍ୟ ର ଶେଷ ଅଂଶ ଯାହା ଆପଣ ଙ୍କ ର ଦାନ୍ତ ମାନଙ୍କ ମଝିରେ ଲାଗି ରହିଥାଏ ମିଠା ଜିନିଷ ଅଧିକ ଖାଇବା ଦ୍ୱାରା ତାହା ଦାନ୍ତ ରେ ଅଧିକ ମାତ୍ରା ରେ ଲିଗି ହୋଇ ରହିଯାଏ ଯେଉଁ ମାନେ ମାଂସ ଖାଇଥାନ୍ତି ସେମାନଙ୍କ ର ମଧ୍ୟ ଅନେକ ସମୟ ରେ ଦାନ୍ତ ରେ ଲାଗି ରହିଯାଏ ଏହା ପରେ ଧିରେ ଧିରେ ମାଢି ଫୁଲିବା ଆରମ୍ଭ ହୋଇଯାଏ ସେଠାରୁ ଗନ୍ଧ କରିବା ଆରମ୍ଭ ହୋଇଯାଏ ସେଠାରେ ଧିରେ ଧିରେ ବ୍ୟାକ୍ଟେରିଆ ବନିବା ଆରମ୍ଭ ହୋଇଯାଏ ।
ଠିକ ସେହି ପ୍ରକାରର ଚକଲେଟ ଅଧିକ ଖାଇବା ଦ୍ୱାରା ତାହା ଆମର ଦାନ୍ତ ରେ ଲାଗି ହୋଇଯାଏ ଏବଂ ସେଠାରେ ଭଲ ଭାବ ରେ ସଫା ନ ହେବା କରାଣ ରୁ ଏମିତି ହୁଏ ତେବେ ସେହି ଜାଗାରେ ଧିରେ ଧିରେ ଦାନ୍ତ ରେ କଣା ହୋଇଯାଏ ଯାହାକୁ ପୋକ ଲାଗିଲା ବୋଲି କୁହନ୍ତି , ତେବେ ତାହା ପୋକ ନୁହେଁ ତାହା କ୍ୟାବିଟି ଅଟେ ଯାହା ଖାଦ୍ୟ ର ଅବଶେଷ ଗୁଡିକ ଦାନ୍ତ ଭିତରେ ଜମା ହୋଇ ସୃଷ୍ଟି ହୋଇଥାଏ ।
ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ପ୍ରତିକାର ଟି କହିବୁ ତାହା କରିବା ଦ୍ୱାରା ଆପଣ ଆପଣ ଙ୍କ ର ଦାନ୍ତ ର ଯତ୍ନ ନେବା ସହ ଦାନ୍ତ ର ହେଉଥିବା ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବେ ତେବେ ସର୍ବ ପ୍ରଥମେ ଆପଣ 4 ରୁ 6 ବୁନ୍ଦା ଲବଙ୍ଗ ର ତେଲ ନିଅନ୍ତୁ ଏବଂ ଏହା ସହ ଏକ ଚାମୁଚ ରାଶି ତେଲ ମିଶାଇ ଦିଅନ୍ତୁ ଏବଂ ଏହା ଭଲ ଭାବରେ ମିଶିବା ପରେ ଏହାକୁ ଗୋଟିଏ ତୁଳା ରେ ଭିଜାଇ ଯନ୍ତ୍ରଣା ହେଉଥିବା ଦାନ୍ତ ମାନଙ୍କ ମଧ୍ୟ ରେ ରଖି ଦିଅନ୍ତୁ ଏମିତି କରିବା ଦ୍ୱାରା ଆପଣ ଙ୍କ ର ଦାନ୍ତ ଜମା ହୋଇ ରହିଥିବା କ୍ୟାବିଟିସ ସଫା ହୋଇଥାଏ ।
ଏବଂ ଆପଣ ଙ୍କ ର ଯନ୍ତ୍ରଣା ମଧ୍ୟ କମିଯାଥାଏ ଏହା ପର ଉପଚାର ଟି ହେଉଛି ଆପଣ ପ୍ରଥମା ଏକ ଗ୍ଲାସ ରେ ଉସୁମ ପାଣି ନିଅନ୍ତୁ ଏବଂ ସେଥିରେ ଫିଟିକିରି ଗୁଣ୍ଡ ମିଶାନ୍ତୁ ଯାହା ଏବଂ ତାହାକୁ ଆପଣ ପାଟି ରେ ରଖି କୁଳି କରନ୍ତୁ ଏହି ଭଳି ଆପଣ ଦିନ ରେ 4 ରୁ 5 ଥର କରନ୍ତୁ ଏମିତି କରିବା ଦ୍ୱାରା ଆପଣ ଙ୍ର ପାଟି ପରିଷ୍କାର ହେବା ସହ ପାଟି ର ଦାନ୍ତ ରେ ହେଉଥିବା ଯନ୍ତ୍ରଣା କମିଯାଇଥାଏ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।