ରାତିରେ ଶୋଇବା ପୂର୍ବରୁ ଜିରା ସହ ମିସାଇ ଖାଇଦିଅନ୍ତୁ ଏହି ଜିନିଷ 15 ଦିନ ଭିତରେ ଆପଣଙ୍କ ପେଟର ଚର୍ବୀ କମାଇଦେବ

ବନ୍ଧୁଗଣ ପ୍ରତିଦିନ ଏହି ଜିନିଷ ଆପଣ ଖାଇବା ଦ୍ୱାରା ଆପଣନ୍କ ପେଟର ଚର୍ବୀ ଖତମ ହୋଇଥାଏ।ପେଟର ସମସ୍ୟା ସହିତ ମଧ୍ୟ ଆପଣନ୍କ ଶରୀରର ପ୍ରତେକ ଅଂଶରୁ ଚର୍ବୀ ହ୍ରାସ ପାଇବ ଏଥିପାଇଁ ଆପଣଂକୁ ଏହାକୁ ପ୍ରତିଦିନ ଆପନେଇବାକୁ ପଡିବ ଯାହାଦ୍ୱାରା ଆପଣ ଏହାର ଲାଭ ପାଇପାରିବେ। ଓ ଆପଣଙ୍କୁ ପ୍ରତିଦିନ ବ୍ୟାୟାମ କରିବାକୁ ପଡିବ ,ବେଶୀ କେବଳ ଦିନକୁ 10 ମିନିଟ ଆପଣଙ୍କୁ ଏହା କରିବାକୁ ପଡିବ। ଚାଲନ୍ତୁ ଜାଣିବା ସେହି ଜିନିଷ ଉପରେ ଯାହାକୁ କହିବା ଦ୍ୱାରା ଶରୀର ରୁ ଫ୍ୟାଟ କମିଥାଏ ।bayam

ଆପଣଙ୍କୁ ନେବାକୁ ହେବ ଏକ ଚାମଚ ଜିରା ଓ କିଛି ମହୁ ,ଚାଲନ୍ତୁ ଏହାର ଆମ ଶରୀରରେ କାମ କଣ ଏହା ବିଷୟରେ ଜାଣିବା କାରଣ ଏହାର ସମ୍ପର୍କ ରେ ନଜାଣିଲେ ଆପଣ ମାନେ ଏହି ଜିନିଷକୁ ଥରେ ବ୍ୟବହାର କରିବା ପରେ ଆଉ ଥରେ ବ୍ୟବହାର କରିବେ ନାହିଁ ତେଣୁ ଚାଲନ୍ତୁ ଆଲୋଚନା କରିବା ଜିରା ଆମ ଶରୀର ରେ କଣ କରିଥାଏ । ଜିରା ସାଧାରଣତଃ ଆମରେ ପେଟ ରେ ହେଉଥିବା ବିଭିନ ସମସ୍ୟାରୁ ମୁକ୍ତି ଦେବା ସହ ପେଟର ଅତିରିକ୍ତ ମୋଟା ଅଂଶ କୁ କମାଇଥାଏ।

ଓ ଆପଣଙ୍କ ଶରୀରରେ ରକ୍ତର ମାତ୍ରା ବଢ଼ାଇବା ସହ ରକ୍ତର ଅଭାବ ଦେଖାଇନଥାଏ,ଓ ଶରୀର ରେ ହେଉଥିବା ମାନ୍ସ ପେଶୀର ଯନ୍ତ୍ରଣାରୁ ମୁକ୍ତି ଦେବା ସହ ଶରୀରର ଇମୁନିଟି ଓ ଡାଇଯେସନ ରେ ବହୁତ ସହାୟକ ହୋଇଥାଏ । ଓ ଆପଣଙ୍କର ଡାଇ ଜେସନ ଭଲ ରହିବ ତ ଆପଣଙ୍କର ଫ୍ୟାଟ ର ସମସ୍ୟା ହେବ ନାହିଁ । ସେଥିପାଇଁ ଆପଣଙ୍କୁ ଜିରା ନିତାନ୍ତ ଆବଶ୍ୟକ ।jira

ଚାଲନ୍ତୁ ଜାଣିବା ଏହା କିପରି ଆମକୁ ବ୍ୟବହାର କରିବକଜ ହେବ ପ୍ରଥମେ ଏକକ ଚାମଚ ଜିରା ସହ କିଛି ମହୁ ମିଶାଇ ରାତିର ଖାଇବା ପରେ ଓ ଶୋଇବା ଅଧା ଘଣ୍ଟା ପୂର୍ବରୁ ଆପଣଙ୍କୁ ଏହି ଜିନିଷ ଖାଇ ଶୋଇବାକୁ ହେବ । ମନେରଖନ୍ତୁ ଯଦି କେହି ବ୍ୟକ୍ତି ଡାଇବେଟିସ ରେ ପୀଡିତ ଥାଆନ୍ତି ତାଙ୍କୁ ମହୁ ନଖାଇ କେବଳ ଜିରା କୁ ଖାଇ ସାଧାରଣ ଗରମ ପାଣି ପିଇନେବାକୁ ହେବ। ଓ ଏହାପରେ ଆପଣଙ୍କୁ ଭଲ ନିଦ ନେବାକୁ ହେବ ଯେଉଁଟାକି ଆପଣଙ୍କର ଷ୍ଟ୍ରେସ କୁ କମ କରିବାରେ ସାହାର୍ଯ୍ୟ କରିବ ।କାରଣ ଆମର ଷ୍ଟ୍ରେସ ବଢିଲେ ଆମେ ଅଦରକାରି ଜିନିଷ ସବୁ ଖାଇବାକୁ ଲାଗିଥାଉ ଏଥିପାଇଁ ଆମକୁ ସବୁଠାରୁ ପ୍ରଥମେ ଭଲ ନିଦର ଆବଶ୍ୟକତା ରହିଛି ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *