୨ ଟି ଜିନିଷ ଖାଆନ୍ତୁ, ରକ୍ତ ସଫା ହେବ, କେବେ ହାର୍ଟ ଆଟାକ ହେବ ନାହିଁ |

hart

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବହୁତ ଲୋକ ମାନେ ହାର୍ଟ ଆର୍ଟାକ୍ ହାର୍ଟ ବ୍ଲକେଜ୍ ଏବଂ ଶୀର ବ୍ଲକେଜ୍ ଭଳି ସମସ୍ୟା ଭୋଗ କରିବା ପାଇଁ ଆଉ ଏମିତି ସମସ୍ୟା ହେଲେ ଆପଣ ମାନଙ୍କୁ ଅପରେସନ କରିବା ଛଡା ଆଉ କିଛି ଉପାୟ ନ ଥାଏ ଯେତେ ବେଳେ ଆପଣ ମାନେ ଆପଣ ମାନଙ୍କ ସମସ୍ୟା କୁ ନେଇ ଡାକ୍ତର ଙ୍କ ସାମ୍ନା କୁ ଜାଆନ୍ତି ତେବେ ଡାକ୍ତର ଆପଣ ମାନଙ୍କ ରକ୍ତ କୁ ପତଳା କରିବା ପାଇଁ ଏସ୍କିନ୍ ନାମକ ମେଡିସିନ୍ ଦେଇ ଥାନ୍ତି , ବନ୍ଧୁଗଣ ଆପଣ ମାନେ ଏସ୍କିନ୍ ର ସେବନ କରିବା ଦ୍ୱାରା ଆପଣ ମାନଙ୍କ ରକ୍ତ ପତଳା ହୋଇଥାଏ ଏବଂ ଆପଣ ମାନଙ୍କୁ ଏମିତି ସମସ୍ୟା ଭୋଗ କରିବା ପାଇଁ ପଡେ ନାହିଁ ,hart

ବନ୍ଧୁଗଣ ଯଦି ଆପଣ ମାନେ ଏସ୍କିନ୍ ର ପ୍ରୋୟଗ କରିବା ସହିତତ ଆପଣ ମାନେ ଘୋରଇ ଉପଚାର ର ପ୍ରୋୟଗ କରିବେ ତେବେ ତେବେ ତାହା ମଧ୍ୟ ଆପଣ ମାନଙ୍କ ବ୍ଲଡ୍ କୁ ନେଚୁରାଲ ଉପାୟ ରେ ପତଳା କରିବ । ତେବେ ଆପଣ ମାନେ ଏହି ଉପଚାର କୁ କେବଳ 15 ଦିନ ପ୍ରୋୟଗ କରିବା ଦ୍ୱାରା ଦେଖିବେ ଆପଣ ମନଙ୍କ ରକ୍ତ ପତଳା ହେବାରେ ଲାଗିବ , ଏବଂ ଆପଣ ମାନଙ୍କୁ ହାର୍ଟ ଆର୍ଟାକ୍ ହାର୍ଟ ବ୍ଲକେଜ୍ ଏବଂ ଶୀର ବ୍ଲକେଜ୍ ଭଳି ସମସ୍ୟା ଭୋଗ କରିବା ପାଇଁ ପଡିବ ନାହିଁ , ଏବଂ ଆପଣ ମାନଙ୍କୁ ସବୁ ଦିନ ପାଇଁ ମୁକ୍ତି ମିଳି ଯିିବ ,

ତେବେ ଆସନ୍ତୁ ସେହି ଉପାୟ କୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ତେବେ ଆପଣ ମାନଙ୍କୁ ଏହାକୁ ପ୍ରସ୍ତୁତ କକରିବା ପାଇଁ ପ୍ରଥମେ ଅଦା ର ଆବଶ୍ୟକତା ପଡିବ , ଆପଣ 1 ଇଞ୍ଚ ପାଖା ପାଖି ଅଦା ନିଅନ୍ତୁ , ସେହି ପରି ଆପଣ ମାନେ 2 ପାଖୁଡାରସୁଣ ନିଅନ୍ତୁ ଏବେ ଆପଣ ମାନେ ଏହାକୁ ଭଲ ଭାବେ ପେଷ୍ଟ କରନ୍ତୁ ଏବେ ତୃତୀୟ ସାମଗ୍ରୀ ଜରୁରୀ ହେବ ହଳଦୀ ଯଦି କଞ୍ଚା ହଳଦୀରହିଛି ତେବେ ଆପଣ ମାନେ ତାହାର ବ୍ୟବହାର ବି କରି ପାରିବେ ଏହି ଥିରେ ଆପଣ ମାନେ ପେଷ୍ଟ କରି ମିଶେଇ ଆପଣ ମାନେ ଏକ ପାତ୍ର ରେ ଏକ କପ୍ ପାଣି ନେଇ ସେହି ଥିରେ ମିଶାନ୍ତୁ ଏବଂ ଟିିକିଏ ଉସମ କରନ୍ତୁ ,a

ଏବେ ଆପଣ ମାନଙ୍କର ନୁସ୍ଖା ସଂମ୍ପର୍ଣ୍ଣ ପ୍ରସ୍ତୁତ ଅଟେ ଏହା ଆପଣ ମାନଙ୍କର କୈଣସି ବି ସାଇଡିଫେକଟ୍ କରେଇବ ନାହିଁ ଏବଂ ଅଥି ସାଧାରଣ ଭାବେ ଆପଣ ମାନଙ୍କର ରକ୍ତ କୁ ପତଳା କରିବାରେ ଏହା ସହାୟକ ହେବ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *