ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ରହିଥିବା କରାଯାଇ କେଉଁ ସବୁ ବିଶେଷତ୍ଵ ରହିଛି ବା କ’ଣ ସୂଚନା ଦେଇଥାଏ | ସମୁଦ୍ର ଶାସ୍ତ୍ର ଅନୁସାରେ ଶରୀରରେ ଦେଖାଦେଇଥିବା ଧୂସୁରିଆ ଓ କଳା ରଙ୍ଗର କରାଯାଇ ନିଜର ଭିନ୍ନ ଭିନ୍ନ ବିଶେଷତ୍ଵ ପାଇଁ ଜଣାଯାଇଥାଏ | ଶରୀରରେ ରହିଥିଵା କଳାଯାଇ ବା ତାର ସ୍ଥିତିକୁ ଦେଖି ଆପଣ ନିଜର ଓ ଗୋଟିଏ ବ୍ୟକ୍ତିର ଗୁଣ , ବ୍ୟବହାର ଓ ସ୍ଵଭାବ ଵିଷୟରେ |
ମୁଣ୍ଡର ଡାହାଣ ପଟେ ଏହି କଳାଯାଇ ଥିଲେ ପ୍ରତିଷ୍ଠା ଏବଂ ସଫଳତା ଏହା ସହିତ ସୁଖମୟ ଜୀବନର ସଂକେତ ଦେଇଥାନ୍ତି | ଏହି ବ୍ୟକ୍ତି ମାନେ ପ୍ରବଳ ବିଶ୍ୱାସି ହେବା ସହ ବହୁତ ରାଗି ହୋଇଥାନ୍ତି | ଆଖି ପତା ଉପରେ ଥିବା କଳାଯାଇ ବ୍ୟକ୍ତିର ସଂଘର୍ଷ ଏବଂ ସଫଳତାକୁ ଜଣାଇଥାଏ | ଏହା ବ୍ୟକ୍ତିର ଶାନ୍ତ ସ୍ଵଭାବ ଓ ଅଳସୁଆର ସଂକେତ ଦେଇଥାଏ | ନାକରେ କୋୖଣସି କଳାଯାଇ ଥିଲେ ଏହା ବ୍ୟକ୍ତିର ସରଳ ମନକୁ ଦର୍ଶାଇ ଥାଏ |
ଏହିପରି ବ୍ୟକ୍ତି ମାନେ ସରଳ ଏବଂ ନିଷ୍କପଟ ହୋଇଥାନ୍ତି | ଅନ୍ୟର ଖୁସି ପାଇଁ ନିଜର ଖୁସିକୁ ଦୂରେଇ ଦିଅନ୍ତି | ନାକର ଶିର୍ସରେ କଳାଯାଇ ଥିଲେ ଏହା ରାଗିର ପ୍ରତିକ ହୋଇଥାଏ | ଗାଲରେ ଡାହାଣ ପଟେ କଳାଯାଇ ଥିଲେ ଏହା ବୈବାହିକ ଜୀବନ କୁ ସୁଖମୟ ଏବଂ ଗୋଟିଏ ସିଧା ସଳଖ ଜୀବନ ଯାପନ କରିବାର ପ୍ରତିକ ହୋଇଥାଏ | ବାମ ଗାଲରେ ଥିଲେ ତେବେ ସେ ବ୍ୟକ୍ତିର ଧନର ଅଭାବ କେବେ ବି ହୋଇନଥାଏ |
ଏହି ପରି ବ୍ୟକ୍ତିମାନେ ଦୂର ଯାତ୍ରା କରିବା ପାଇଁ ସ୍ଵଭାବ ଅର୍ଯିତ କରିଥାନ୍ତି | ଓଠ ଉପରେ କଳାଯାଇ ଥିଲେ ଏହା ପ୍ରେମ ବିବାହର ସଂକେତ ଦେଇଥାଏ ଏହା ଅନ୍ୟର ଶୁଭ କାମନା କରିଥାନ୍ତି ଏବଂ ଓଠର ତଳ ଭାଗରେ କଳାଯାଇ ଥିଲେ ଏହାକୁ ଅଶୁଭ ସଂକେତ ମନାଯାଇ ଥାଏ | ଏହିପରି ବ୍ୟକ୍ତି ମାନଙ୍କର ସମାଜରେ ଅସମ୍ମାନ ହେବାର ସଂକେତ ଦେଖାଯାଇଥାଏ | କାନ ଏବଂ ଵେକର କଳାଯାଇ ଧନର ପ୍ରାପତି କରିଥାଏ | ଛାତିର କଳାଯାଇର ଉପସ୍ଥିତ ଚତୁରତାର ପରିଚୟ ଦେଇଥାଏ ।
ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ !ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।