S ନାମରେ ଥିବା ବ୍ୟକ୍ତି କିପରି ହୋଇଥାନ୍ତି |

s name

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏବଂ ତା’ର ଗଣନା ଅନୁସାରେ କିଛି ନାମର କିଛି ମହତ୍ତ୍ଵ ମଧ୍ୟ ରହିଥାଏ , ଏବଂ ସେମାନଙ୍କ ସହ କଣ ସବୁ ଘଟିବାକୁ ଯାଇଥାଏ ସେ ଜ୍ୟୋତିଷ ଶାସ୍ତ୍ର ମାନେ ଗଣନା କରି କହିଦିୟନ୍ତି , ତେବେ ବନ୍ଧୁଗଣ ଆପଣଙ୍କ ନାମ ଯଦି S ହୋଇଥାଏ ତେବେ ଆପଣଙ୍କର ଭାଗ୍ୟ |

ରେ କ’ଣ ଅଛି ଓ କ’ଣ ଘଟିବାକୁ ଯାଉଛି | ତେବେ ଆସନ୍ତୁ ଜାଣିବା ଇଂରାଜୀ ଅକ୍ଷର S ୧୯ ନମ୍ବର ଅକ୍ଷର ଅଟେ | ସବୁ ଅକ୍ଷରରେ କୋୖଣସି ନା କୋୖଣସି ବ୍ୟକ୍ତିର ଗୁଣ ଦୋଷ ନିଶ୍ଚୟ ଥାଏ | ଆଜି ଆମେ ସେହି ଗୁଣ ଓ ଦୋଷ ବିଷୟରେ କଥାବାର୍ତ୍ତା ହେବା | ‌ଆପଣ ମାନଙ୍କ ନାମ S ଅକ୍ଷରରେ ଆରମ୍ଭ ହୋଇଥାଏ କିମ୍ବା ଆପଣଙ୍କ କୋୖଣସି ନିକଟତର କାମ S ନାମରେ ହୋଇଥାଏ ତା’ହେଲେ ଆପଣ ସେ ବିଷୟରେ ସଂପୂର୍ଣ୍ଣ ଡିଟେଲସ ରେ ଜାଣିପାରିଵେ |

S name

S ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତିର ଗୁଣ ଓ ଦୋଷ କ’ଣ ଥାଏ ସେମାନଙ୍କ ନିଜ ଜ୍ଞାନ ବ୍ୟତିତ ଏମାନଙ୍କ ପାଖରେ ବାହାର ଜ୍ଞାନ ମଧ୍ୟ ରହିଥାଏ | ଅର୍ଥାତ୍ ସବୁ ବ୍ୟକ୍ତି ଓ ବନ୍ଧୁ ମାନଙ୍କ ସହିତ ଭଲ ସଂପର୍କ ରହିଥାଏ | ସେମାନଙ୍କୁ ଜଣାଥାଏ ଯେ କାହା ସହ କିପରି ବ୍ୟବହାର କରିବା ଉଚିତ | ଏହି ଅକ୍ଷରର ଲୋକମାନେ ବହୁତ ପରିଶ୍ରମି ହୋଇଥାନ୍ତି | ଏମାନେ କୋୖଣସି ଜିନିଷକୁ ନ ଡରି ସେ କାମକୁ ଚଳାଇଥାନ୍ତି | ଏମାନଙ୍କର କଥାବାର୍ତ୍ତା ଏପରି ହୋଇଥାଏ ଯେ ସାମ୍ନାରେ ଥିବା ଲୋକ ଆକର୍ଷିତ ହୋଇଯାଏ |

ଏମାନେ କୋୖଣସି କଥାରେ ସମସ୍ତଙ୍କୁ ନିଜର ବନ୍ଧୁ ବନାଇ ଦିଅନ୍ତି | ଏହି ବ୍ୟକ୍ତି ବହୁତ ପ୍ରଭାବଶାଳୀ ହୋଇଥାନ୍ତି ଏବଂ ସହଜରେ ସମସ୍ତଙ୍କୁ ପ୍ରଭାବିତ କରିଦିଅନ୍ତି | ସମସ୍ତଙ୍କୁ ନିଜ ବ୍ୟବହାରରେ ପ୍ରଭାବିତ କରିଥାନ୍ତି | ଏହି ନାମର ବ୍ୟକ୍ତି ମାନଙ୍କର ମନ ବହୁତ ଖୋଲା ହୋଇଥାଏ | ନ୍ୟାୟ ଓ ସିଦ୍ଧାନ୍ତ ସାମ୍ନାରେରେ ସେ ସମସ୍ତଙ୍କୁ ସାମ୍ନା କରିପାରିବେ | ସେମାନେ କେବଳ ସତ୍ୟର ବଚନ କହିଥାନ୍ତି | ସବୁବେଳେ ନିଜକୁ ଶ୍ରେଷ୍ଠ କରିବା ପାଇଁ ବ୍ୟସ୍ତ ରହିଥାନ୍ତି |

girl

କୋୖଣସି ବି କାର୍ଯ୍ୟକୁ ନିଜ ଇଚ୍ଛା ଅନୁସାରେ କରିବା ପାଇଁ ପସନ୍ଦ କରନ୍ତି | କୋୖଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି  | ଏମାନେ ନିଜ ଜିନିଷ କାହାକୁ ଦେବାକୁ ପସନ୍ଦ କରନ୍ତି ନାହିଁ ଏମାନେ ହୃଦୟ ରୁ ଏତେ ଖରାପ ନୁହନ୍ତି | ତେବେ ଏହା ଥିଲା କିଛି S ନାମର ଗୋପନୀୟ କଥା | ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ !

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *