ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆପଣମାନେ ଜାଣିବେ କେଉଁ ରାଶି ର ବ୍ୟକ୍ତିମାନେ ବହୁତ ଚତୁର ଓ କଥାରେ ମାହିର ହୋଇଥାନ୍ତି ଓ ମିଛକୁ ସତ କରିବ ଏମାନଙ୍କ ବାମ ହାତର ଖେଳ ।ମାଛ ଶୁଣିବାକୁ କାହାକୁ ମଧ୍ୟ ପସନ୍ଦ ହୋଇନଥାଏ , କିନ୍ତୁ ଗୋଟିଏ ଅପ୍ରିୟ ସତ କଥା ଯେ କେବେ ନା କେବେ ଛୋଟ ବଡ଼ ମିଛ କହିଥାଉ ।ମିଛ ପଛରେ କିଛି କାରଣ ଲୁଚିକରି ରହିଥାଏ । ନିଜେ ବଞ୍ଚିବା ପାଳନ ମିଛ କହିଥାନ୍ତି |
କେତେବେଳେ ଅନ୍ୟକୁ ସମସ୍ୟାରେ ପକେଇବା ପାଇଁ ମିଛ କହିଥାନ୍ତି । ଏପରି ମଧ୍ୟ କେତେଜଣ ଲୋକ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କୁ ମିଛ କହି ଗର୍ବ ଅନୁଭବ କରନ୍ତି ଏବଂ ମିଛ କହିବାକୁ ପସନ୍ଦ କରିଥାନ୍ତି । କିଛି ଉତ୍ତମ ସ୍ୱଭାବର ବ୍ୟକ୍ତି ଅଛନ୍ତି ଲୋକଙ୍କ ଦୁଃଖ କମ କରିବା ପାଇଁ ମିଛ କହିଥାନ୍ତି । ଆଜି ଏମିତି ୫ଟି ରାଶି ବିଷୟରେ ଜାଣିବା ସର୍ବଦା ମିଛ କହିବାକୁ ପସନ୍ଦ କରନ୍ତି। ୧ମ ରାଶି ହେଉଛି ମିଥୁନ ରାଶି ଏହି ରାଶିର ବ୍ୟକ୍ତି ବିଶେଷମାନେ ସମ୍ପୁର୍ଣ୍ଣ ଅଲଗା ହୋଇଥାନ୍ତି ଏମାନଙ୍କ ଯେଗାଯୋଗ ଚମତ୍କାର ହେଇଥାଏ ।
ଏଥିପାଇଁ ଲୋକ ମାନେ ଏମାନଙ୍କୁ ମୁଁହ ରୁ ବାହାରୁ ଥିବା ମିଛକୁ ଧରି ପାରନ୍ତି ନାହିଁ । ଏମାନେ ଲୋକଙ୍କୁ ନିଜ ଅଧୀନରେ ରଖିବାକୁ ଉସ୍ତାଦ ଥାଆନ୍ତି । ଏହି ରାଶିର ବ୍ୟକ୍ତି ମାନେ ମିଛ କୁ ଏମିତି ଭାବରେ କହିଥାନ୍ତି ଯେ ସମ୍ମୁଖରେ ଥିବା ଲୋକମାନଙ୍କୁ ସନ୍ଦେହ ମଧ୍ୟ ହୋଇନଥାଏ । ୨ୟ ରାଶି ହେଲା ତୁଳା ରାଶି । ଏହି ବ୍ୟକ୍ତିମାନେ ଉଦାର ହୋଇଥାନ୍ତି ଏମାନେ ଅନ୍ୟକୁ ବଞ୍ଚେଇବା ପାଇଁ ମିଛ କହିଥାନ୍ତି । ଉଦାହରଣ ସ୍ୱରୂପ ଯଦି ଏହି ରାଶି ର ବ୍ୟକ୍ତିଙ୍କୁ କଥା ଦ୍ବାରା ସମ୍ମୁଖରେ ଥିବା ବ୍ୟକ୍ତିଙ୍କୁ ଦୁଃଖ ହେଇଥାଏ ଏପରି ସ୍ଥଳରେ ଏମାନେ ମିଛ କହିଥାନ୍ତି ।
ଏମାନଙ୍କ ଦ୍ବାରା ଯଦି କାହାର ଦିନ ଖରାପ ହୋଇଥାଏ ତେବେ ଏହି ରାଶି ର ବ୍ୟକ୍ତିମାନେ ମିଛ କହିଥାନ୍ତି ଓ ଅଧିକାଂଶ ଲୋକଙ୍କର ମଙ୍ଗଳ ହେଇଥାଏ । ୩ୟ ରାଶି ଟି ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତିମାନେ ଭଲ ବକ୍ତା ହୋଇଥାନ୍ତି । ଏମାନଙ୍କୁ କାହାଣୀ ବନେଇବା ଓ କଥାରେ ବୁଲେଇ ବଙ୍କେଇ କହିବା ଭଲ ଲାଗେ । ଏମାନେ ଯେତେବେଳେ ମିଛ କହିଥାନ୍ତି , ତେବେ ସେହି ମିଛକୁ ଭଲ ଭାବରେ ଘୋଡାଇବା ମଧ୍ୟ ଜାଣିଥାନ୍ତି ।
ଏମାନଙ୍କ ମିଛ ଏତେ ସହଜରେ ଧରା ପଡ଼ିନଥାଏ । ୪ର୍ଥ ରାଶି ଟି ହେଲା ସିଂହ ରାଶି ଏହି ରାଶିର ବ୍ୟକ୍ତି ବିଶେଷମାନେ ଖାଇବା ଉପରେ ଧ୍ୟାନ ଦେଇଥାନ୍ତି । ଏମାନଙ୍କୁ ପ୍ରତେକ ସମୟରେ ଲୋକମାନଙ୍କ ଧ୍ୟାନ କେନ୍ଦ୍ରବିନ୍ଦୁ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ବିଶେଷମାନେ ମିଛ କହି ଗର୍ବ ଅନୁଭବ କରନ୍ତି , ଏମାନେ ନିଜର ପ୍ରସଂଶା କରିବାକୁ ପସନ୍ଦ କରନ୍ତି । ଏମାନେ ସର୍ବଦା ନିଜ ବିଷୟରେ ଭଲ ଭଲ କଥା କହିଥାନ୍ତି ।୫ମ ରାଶି ଟି ହେଲା କର୍କଟ ରାଶି , ଏହି ରାଶିର ବ୍ୟକ୍ତି ବିଶେଷମାନେ ମିଛ କହିବାରେ ଧୁରନ୍ଧର ଅଟନ୍ତି , ଏମାନଙ୍କ ମିଛ କେବେ ମଧ୍ୟ ଧରାପଡ଼ି ନଥାଏ |
ଏମାନେ ମିଛ କଥାକୁ ଏପରି ଭାବରେ ଉପସ୍ଥାପନ କରିଥାନ୍ତି ଯେ ସମ୍ମୁଖରେ ଥିବା ଲୋକମାନେ ମିଛ କୁ ସତ ବୋଲି ଭାବନ୍ତି । ଏହି ଲୋକମାନେ ବହୁତ କମ୍ ମିଛ କହିଥାନ୍ତି କିନ୍ତୁ ଯେତେବେଳେ ମିଛ କହିଥାନ୍ତି ତାଙ୍କ ମନରେ ଡର ଥାଏ କି ମିଛ କୁ କେହି ଜାଣିପାରିଲେ କି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।