ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମର ଏହି ସୁନ୍ଦର ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁମାନେ,ଆପଣ ଜାଣିଥିବେ ACFO ସୌମ୍ୟରଞ୍ଜନ ଚର୍ଚ୍ଚିତ ଘଟଣା,ତେବେ ଏହି ଘଟଣା ରେ ଏକ ବଡ଼ ରହସ୍ୟ ଖୋଲିଛି। ଅନ୍ୟ ଝିଅ ସହ ସମ୍ପର୍କ ରଖିଥିବା ସୌମ୍ୟଙ୍କ ରେକର୍ଡ ଭାଇରାଲ ହେବାରେ ଲାଗିଛି।ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି ସୋମ୍ୟରଞ୍ଜନଙ୍କ ମୃତ୍ୟୁର ରହସ୍ୟ। ଏବେ ସୋମ୍ୟରଞ୍ଜନ ଏବଂ ବିଦ୍ୟାଙ୍କ ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସୋମ୍ୟରଞ୍ଜନଙ୍କ ମୃତ୍ୟୁ ପୂର୍ବରୁ ଏମିତି ହୋଇଥିଲା ସୋମ୍ୟରଞ୍ଜନ ଓ ବିଦ୍ୟାଙ୍କ ମଧ୍ୟରେ କଥା କଟାକଟି।

ଯାହା ଏତେ ବଡ ଅଘଟଣ ଘଟିଗଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ହାତରେ ପ୍ରକୃତ ପ୍ରମାଣ ଲାଗି ନାହିଁ। ପ୍ରକୃତରେ ସୌମ୍ୟରଂଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ତାଙ୍କ ପତ୍ନୀ ମାରି ଦେଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ପୋଲିସ ଏହି ଘଟଣା ଉପରୁ ପରଦା ହଟାଇ ପାଇଲା ନାହିଁ।କିନ୍ତୁ ଏହି ସମୟରେ ସୌମ୍ୟ ଓ ବିଦ୍ୟାଙ୍କ ଏକ ଅଡିଓ ରେକର୍ଡ଼ିଂ ଭାଇରାଲ୍ ହେବାରେ ଲାଗିଛି।
ସୌମ୍ୟ କହିଲେ ମୋର ସେ ଝିଅ ସହିତ ରିଲେସନ ନାହିଁ ତମେ ପ୍ରମାଣ କର ମୁଁ ନମ୍ୱର୍ ଦେବୀ କିନ୍ତୁ ଫୋନ୍ ଦେବି ନାହିଁ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ସୌମ୍ୟଙ୍କ ମର୍ଡର ହିଷ୍ଟ୍ରି ଏବେ ଆହୁରି ଘନେଇବାରେ ଲାଗିଛି, ଚାଲିଛି ଦୋଷ ଲଦା ଲଦି।

ସୌମ୍ୟଙ୍କ ପରିବାର ବିଦ୍ୟାଙ୍କ ଉପରେ ଏବେ ଦୋଷ ଲଦୁ ଥିବା ବେଳେ ବିଦ୍ୟା କହିଛନ୍ତି ଏହା ସଂପୂର୍ଣ୍ଣ ଭିତ୍ତିହିନ।ବିଦ୍ୟା କହିଛନ୍ତି ମୋର ନୁହେଁ ସୌମ୍ୟଙ୍କ ଆଉ ଗୋଟେ ଝିଅ ସହିତ ରହିଥିଲା ସମ୍ପର୍କ। ଯାହାକୁ ବିଦ୍ୟା ଜାଣି ସାରିବା ପରେ ଦୁହିଁଙ୍କ ମଧ୍ୟରେ ଲାଗି ରହିଥିଲା ଝଗଡ଼ା ବୋଲି ବିଦ୍ୟା କହିଛନ୍ତି।ଏହି ଭିତରେ ବିଦ୍ୟାଙ୍କର ବୟାନ ମଧ୍ୟ ଆସି ଯାଇଛି।
ମୃତ୍ୟୁ ପୂର୍ବରୁ ସୌମ୍ୟ ଓ ବିଦ୍ୟାଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଭଏସ୍ ରେକର୍ଡିଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଅଜଣା ଝିଅକୁ ନେଇ ଝଗଡ଼ା ଲାଗିଥିବାର ଏହି ଭଏସ୍ ରେକର୍ଡରୁ ଜଣା ପଡ଼ିଛି।ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।