ଶ୍ରାବଣ ମାସରେ କରନ୍ତୁ ନାହିଁ ଏହି ( ୮ଟି ଭୁଲ୍ ) – ବରବାଦ ହୋଇଜିବେ ।

Shravan month

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଶ୍ରବଣ ମାସ କୁ ବହୁତ ପବିତ୍ର ମାସ ରୂପେ ମନା ଯାଏ । ଏହା ଶିବ ଭଗବାନ ଙ୍କର ଭକ୍ତିର ମାସ ଅଟେ । ଏହି କଥା ର ମାନ୍ୟତା ରହିଛି କି ଏହି ଶ୍ରବଣ ମାସ ରେ ଯେଉଁ ମାନେ ଶିବ ଙ୍କ ପୂଜା ଅର୍ଚ୍ଚନା କରି ଥାନ୍ତି ତେବେ ସେମାନେ ସମସ୍ତ ପ୍ରକାରର ଦୋଷ ରୁ ମୁକ୍ତି ପାଇ ଥାନ୍ତି । ଜିବନ ରେ ଆସୁ ଥିବା ସମସ୍ତ ବାଧା ବିଘ୍ନ ଦୂର ହେବା ସହିତ ସମୃଦ୍ଧି ଲାଭ ହୁଏ । ହେଲେ ଏହି ଶ୍ରାବଣ ମାସ ରେ ବହୁତ ଏମିତି ଜିନିଷ ରହି ଥାଏ ଜାହା ସଂମ୍ପର୍ଣ୍ଣ ଭାବେ ନିଷେଧ ହୋଇ ଥାଏ । ଏହାକୁ ଆପଣ ମାନେ କରିଲେ ଆପଣ ମାନଙ୍କର ଦୁଖଃ ଏବଂ ଦୁର୍ଦଶା ବଢିବାରେ ଲାଗି ଥାଏ । ତେବେ ଏହି ବିଷୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

mahadev

ପ୍ରଥମେ ହେଲା ଆମିଷ ଭୋଜନ କରିବା ଏହି କଥା ସାଧାରଣ ଭାବେ ଜାଣି ଥିବେ କି ଏହି ପବିତ୍ର ମାସ ରେ ଆମିଷ ଭୋଜନ କରିଲେ ମହାଦେବ କୋପ କରି ଥାନ୍ତି । ଏବଂ ଜିବନ ରେ ବହୁତ ଅନିଷ୍ଟ ଘଟି ଥାଏ ।

ସେହି ପରି ଭାବେ ଦୁଇ ନମ୍ବର ରେ ପିଆଜ ଏବଂ ରସୁଣ ରହିଛି ଶାସ୍ତ୍ର ରେ ଏହି କଥା ର ଉଧାରଣ ରହିଛି କି ରାହୁ ର ଗଳା କାଟିବା ପରେ ମସ୍ତକ ଟି ରାହୁ ଏବଂ ଶରୀର ଟି କେତୁ ଅଟେ । କିନ୍ତୁ ସେହି ସମୟରେ ରାହୁ ର ଗଳା ରୁ କିଛି ରକ୍ତ ବୁନ୍ଦା ପଡି ପିଆଜ ଏବଂ ରସୁଣ ର ଉଦ୍ଭାବନ ହୋଇ ଥିଲା । ତେଣୁ ଏହି ପିଆଜ ରସୁଣ କୁ ଖାଇବା ଉଚିତ ନୁହେଁ ।

ତିନି ନମ୍ବର ରେ ଖିଅର ହେବା । ଏହି ଶ୍ରାବଣ ମାସ ରେ ନଖ ଚୁଟି ଦାଢୀ ଆଦି କାଟିବା ମହାପାପ କରିବା ସହିତ ସମାନ ହୋଇ ଥାଏ । ଏହି ମାସ ରେ ଖିଅର ହେଲେ ଶିବ ଙ୍କର କୋପ ଦୃଷ୍ଟି ପଡି ଥାଏ ।ଜାହା ଫଳ ରେ ଅନେକ ପ୍ରକାରର ଅନିଷ୍ଟ ହୋଇ ଥାଏ ।

Cutting

ସେହି ପରି ଶ୍ରାବଣ ମାସ ଅତି ପବିତ୍ର ମାସ ହୋଇ ଥିବାରୁ ଏହି ମାସ ରେ ତେଲ ଲେଗଇବା ବି ବହୁତ ବଡ ପାପ ହୋଇ ଥାଏ । ସେହି ପରି ଏହି ମାସ ରେ କେବେ ବି ସୂର୍ଯ୍ୟ ଉଦୟ ପରେ ଉଠନ୍ତୁ ନାହିଁ ବରଂ ସୂର୍ଯ୍ୟ ଉଦୟ ପୂର୍ବ ରୁ ଉଠି ସ୍ନାନ କରି ଆପଣ ମାନେ ଶିବ ଙ୍କ ପୂଜା କରନ୍ତୁ ଶୁଭ ପଳ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *