ପ୍ରଥମେ ଏହି ଝିଅଙ୍କ ପ୍ରେମରେ ପଡ଼ିଥିଲେ ‘ସିଦ୍ଧାନ୍ତ ମହାପାତ୍ର’ ତେବେ କିଏ ଏହି ଝିଅ ଜାଣିଛନ୍ତି କି?

Siddhanta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଝିଅ ଙ୍କ ପ୍ରେମ ରେ ପଡି ଥିଲେ ଓଲିଉଡ ର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ତେବେ କଣ ଆପଣ ଜାଣନ୍ତି କି ସେହି ଝିଅ ଜଣଙ୍କ କିଏ କିଏ ଆପଣ ମାନଙ୍କୁ ଆମେ ଆଜି ସେହି ଝିଅ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଦିର୍ଘ 100 ରୁ ଅଧିକ ସିନେମା ରେ କାମ କରି ଥିବା ସିଦ୍ଧାନ୍ତ ମହାପାତ୍ର ପ୍ରେମ ଜାଲ ରେ ଫସି ଜାଇ ଥିଲେ । ଏବଂ ସିନେମା ରେ ଅଭିନୟ କରୁ କରୁ ତାହା ସତ ହୋଇ ଜାଇ ଥିଲା ।

ସେହି ସମୟ ରେ ସିଦ୍ଧାନ୍ତ ହିଁ କେବଳ ଜଣେ ସୁପର ଷ୍ଟାର ଥିଲେ । ଯେକି ଏକାଧିକ ନାୟିକା ଙ୍କ ସହିତ ରମାନ୍ସ କରି ଥିଲେ । ଏବଂ ରୋମାନ୍ସ କରୁ କରୁ ସେ ପ୍ରେମ ଜାଲ ରେ ଫସି ଜାଇ ଥିଲେ ।

Siddhanta Mohapatra

ସେହି ହିରୋଇନ୍ କିଏ ଆପଣ ଜାଣନ୍ତି କି ସେ ଲଭ କରୁ ଥିଲେ ଜାହାକୁ ତାହାକୁ କେବେ ବି ବିବାହ କରି ପାରି ନ ଥିଲେ ବରଂ ଅନ୍ୟ ଜଣଙ୍କୁ ସେ ବିବାହ କରି ଥିଲେ ଏମିତି ରେ ଏହି ଦୁହିଁଙ୍କ ମଧ୍ୟ ରୁ ପ୍ରଥମ ଜଣଙ୍କ ତାଙ୍କୁ ବିବାହ କରିବା ପରେ କେବଳ 4 ବର୍ଷ ସଂମ୍ପର୍କ ରଖି ହିଁ ତାଙ୍କୁ ଡିଭର୍ସ ଦେଇ ପଳେଇ ଜାଇ ଥିଲେ ।

ଏବଂ ପରେ ସେ ନିଜର ଆଉ ଜଣେ ବନ୍ଧୁ ଙ୍କୁ ବିବାହ କରି ଥିଲେ ତେବେ କଣ ଆପଣ ମାନେ ସେହି ଦୁଇ ଜଣଙ୍କୁ ଅଭିନେତ୍ରୀ ଙ୍କୁ ଜାଣିଛନ୍ତି କି ଯଦି ଆପଣ ମାନେ ଜାଣନ୍ତି ତେବେ ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *