ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି ଏହାର କଷ୍ଟ ଏବମ ଡବଲ ମିନିଙ୍ଗ ପ୍ରଶ୍ନ । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି ।
ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
1:କେଉଁ ଡ୍ରାଇଭର କୁ ଡ୍ରାଇଭିଂ କରିବା ପାଇଁ କୈଣସି ବି ଲାଇସେନ୍ସ ର ଜରୁରୀ ହୋଇ ନ ଥାଏ ? ଏହାର ସଠିକ୍ ଉତ୍ତର ହେଲା ସ୍କୃ ଡ୍ରାଇଭର ।