13 ବର୍ଷ ପରେ ଫରୁଛନ୍ତି ଓଡିଆ ଅଭିନେତ୍ରୀ ଜ୍ୟୋତି ମିଶ୍ର ଏବଂ ସିଦ୍ଧନ୍ତ ମହାପାତ୍ର ଯୋଡି |

Jyoti Mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ତେବେ ଆଉ ମୋଟେ ବି ଡେରି ନ କରି ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ସେହି ସବୁ ବିଷୟ ରେ । ଦିନେ ସେ ଥିଲେ ଓଡ଼ିଆ ସିନେମା ଜଗତ ର ଚର୍ଚ୍ଚିତ ଲୋକ ପ୍ରିୟ ଅଭିନେତ୍ରୀ ।

Jyoti Mishra

ସେ 1998 ରେ ନିଜର କେରିଅର ସୈଭାଗ୍ୟ ବତୀ ଚଳଚିତ୍ର ରୁ ନିଜର ଡେଭ୍ୟୁ କରି ଥିଲେ । ଏବଂ ପରବର୍ତି ସମୟ ରେ ତୋ ଆଖି ମୋ ଆଇନା , ସହର ଜଳୁଛି ଆହୁରୀ ମଧ୍ୟ ଅନେକ ଗୁଡିଏ ଚଳଚିତ୍ର ରେ ସେ ମୂଖ୍ୟ ନାୟିକା ଭାବେ ଅଭିନୟ କରି ଦର୍ଶକ ଙ୍କର ମନ ଜିଣି ପାରି ଥିଲେ । 2007 ମସିହା ରେ ସେ ଜୟଜଗନ୍ନାଥ ଫିଲ୍ମ କରିବା ପରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ।

ତେବେ ସଂଶାରିକ ଜିବନ ମଧ୍ୟ ରେ ସେ ଆଉ ଅଭିନୟ ଜଗତ କୁ ଆଉ ଫେରି ପାରି ନ ଥିଲେ ଆଉ ତାଙ୍କର ଅଭିନୟ ଦେଖିବା ପାଇଁ ମିଳି ନ ଥିଲା । ତେବେ ସେ ଦିର୍ଘ 12 ବର୍ଷ ପରେ ଜି ସାର୍ଥକ୍ ରେ ପ୍ରଶାରିତ ସୋ ରଜ କୁଇନ୍ ଏବଂ ଗୃହ ଲକ୍ଷ୍ମୀ ରେ ସେ ଜଜ୍ ଭାବେ ନଜର ଆସି ଥିଲେ । ତେବେ ଏହି ସବୁ କୁ ନେଇ ଜ୍ୟୋତି ଙ୍କ ପ୍ରଶଂସକ ମାନେ ବହୁତ ଉତ୍ସାହିତ ରହି ଥିବା ବେଳେ ଏହି ଦିନ ରେ ସେ ନୂଆ କରି ଚଳଚିତ୍ର ରେ ନଜର ଆସିିବା ପାଇଁ ଯାଉଛନ୍ତି ଜ୍ୟୋତି ମିଶ୍ର ।

Jyoti

ଏହି ଦିନ ରେ ମିଳି ଥିବା ସୂଚନା ଅନୁସାରେ ତାଙ୍କର ଦୁଇଟି ନୂଆ ଚଳଚିତ୍ର ଆସୁ ଥିବା ବେଳେ ଗୋଟିଏ ରେ ସେ ନିଜର ସ୍ୱତନ୍ତ୍ର ଭୂମିକା ରେ ଦେଖିବା ପାଇଁ ମିଳିବେ ।ପ୍ରଥମ ଫିଲ୍ମ ଟିି ଚୁମ୍କି ତୁ ତୋ ପାଣି ରେ ବୁଡିବୁ ନାହିଁ କି ଥିବା ବେଳେ ଆଉ ଗୋଟିଏ ର ନାମ କରଣ ହୋଇ ନାହିଁ । ତେବେ ଦିର୍ଘ ବର୍ଷ ପରେ ସେ ଲୋକ ମାନଙ୍କ ସାମ୍ନା କୁ ଆସି ଥିବା ବେଳେ ଆଗାମୀ ସମୟ ରେ ସେ ଲୋକ ମାନଙ୍କ କେମିତି ପ୍ରିୟ ପାତ୍ର ହୋଇ ପାରୁଛନ୍ତି ଦେଖିବାର କଥା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *