ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ସ୍ୱରାଜ ଙ୍କ ପରିଶ୍ରମ ପାଇଁ ହିଁ ସେ ଜଣେ ଆଜି ଇଣ୍ଡଷ୍ଟ୍ରୀ ପରିଚିତ ଚେହେରା ପାଲଟି ପାରଛନ୍ତି । ଏବଂ ଗୋଟିଏ ଭଲ ହିରୋ ଭାବେ ଲୋକ ମାନଙ୍କ ସାମ୍ନା କୁ ଆସି ପାରିଛନ୍ତି । ଆଜିର ସମୟରେ ଯୁବ ପୀଢି ମାନେ ତାଙ୍କର ବହୁତ ବଡ ଫ୍ୟନ୍ ହେବା ସହିତ ସୋସିଆଲ ମିଡ଼ିଆ ରେ ତାଙ୍କର ହିଁ ଚର୍ଚ୍ଚା ଯୋର ଧରିବାରେ ଲାଗିଛି । ତେବେ ସ୍ୱରାଜ ଙ୍କ ପ୍ରକୃତ ଗାର୍ଲଫ୍ରେଣ୍ଡ କିଏ ତାହାକୁ ନେଇ ବହୁତ ଚର୍ଚ୍ଚା ହେଉ ଥିବାର ଦେଖିବା ପାଇଁ ମିଳିଛି । ଏହାକୁ ନେଇ ବର୍ତମାନ ସମୟ ରେ ଆପଣ ମାନଙ୍କ ମନ ରେ ପ୍ରଶ୍ନ ଉଠୁ ଥିବ ତେବେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ କି ସ୍ୱରାଜ ଙ୍କ ଅସଲ ଗାର୍ଲଫ୍ରେଣ୍ଡ କିଏ ଅଟନ୍ତି ।
ତେବେ ଅଭିନୟ ରେ ବହୁତ ରୁଚି ରଖି ଥିବା ସ୍ୱରାଜ ପ୍ରଥମେ ତୁ ମୋ ଲଭ୍ ଷ୍ଟୋରୀ ରେ ଦେଖିବା ପାଇଁ ମିଳିଲେ । ଏହି ସିନେମା ର ଏହି ଦୁହିଁଙ୍କ ରୋମାନ୍ସ କୁ ଦେଖି ଦର୍ଶକ ଭାବିଲେ କି ଭୂମିକା ହେଉଛନ୍ତି ସ୍ୱରାଜ ଙ୍କ ଗାର୍ଲ ଫ୍ରେଣ୍ଡ । ଏହି ନେଇ ସ୍ୱରାଜ କହିଲେ କି ସେ ହେଉଛନ୍ତି ମୋର ସହ ଅଭିନେତ୍ରୀ ।
ସେହି ପରି ବେଳେ ଏହି ଫିଲ୍ମ ର ଦ୍ୱତୀୟ ଭାଗ ରେ ବି ଏହି ଦୁହିଁଙ୍କୁ ଦେଖିବା ପାଇଁ ମିଳି ଥିଲା । ସେହି ପରି ଭାବେ କିଛି ଫିଲ୍ମ ମାନଙ୍କ ରେ ସନମିରା ଙ୍କୁ ବି ଆପଣ ମାନେ ଦେଖିବା ପାଇଁ ପାଇ ଥିବେ । ନିଶ୍ଚିତ ଭାବେ ଦେଖିବା ପାଇଁ ପାଇଥିବେ ଯେମିତି କି ଲୈଲା ଓ ଲୈଲା ।
ଚଳଚିତ୍ର ରେ ସେମିତି ରେ ଏଠାରେ ବି ଏହି ଦୁହିଁଙ୍କ ସହିତ ଟିଖି ଭିତର ସଂମ୍ପର୍କ ଥିଲା ହେଲେ ବର୍ତମାନ ସମୟ ରେ ସେମିତି କିଛି ବି ଜଣା ପଡି ନାହିଁ । ଦେଖିବା କଥା କି ଆଗାମୀ ସମୟ ରେ କିଏ ତାଙ୍କ ଗାର୍ଲଫ୍ରେଣ୍ଡ ହେଉଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।