କଲେଜ ଖୋଲୁ ଖୋଲୁ ଜଙ୍ଗଲରୁ ଧରା ପଡିଲେ ପ୍ରେମୀ ଯିଗଳ – କରୁଥିଲେ ଏମିତି କାମ ।

a3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ସାମ୍ନା କୁ ଆସିଲା ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ ତେବେ ବନ୍ଧୁଗଣ ଆପଣ ମାନେ ବି ଏହି ଭିଡ଼ିଓ କୁ ସୋସିଆଲ ମିଡିଆରେ ଦେଖି ପାରିବେ ଜାହା ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି  ବର୍ତମାନ ସମୟରେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ କଣ ସବୁ ହେଉ ଥିଲା ଭିଡ଼ିଓ ରେ ସଂମ୍ପର୍ଣ୍ଣ ଭାବେ ବୁଝେଇ ଦେବାକୁ ଚେଷ୍ଟା କରିବୁ । ତା ପୂର୍ବ ରୁ ବାସ୍ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ,

ସେମିତି ରେ ଆଜିର ଦିନ ରେ ପ୍ରେମ ହେବା ଏବଂ ପରେ ବ୍ରେକପ୍ ହେବା କିଛି ବଡ କଥା ନୁହେଁ ଏବଂ ସେମିତି ବେଳେ ଏହି ଦିନ ରେ ପ୍ରେମ କରିବା ଲୋକ ମାନେ ମନ କୁ ନୁହେଁ ବରଂ ଦେହ କୁ ପ୍ରେମ କରୁଛନ୍ତି । ଏବଂ ଏହି ପ୍ରେମ ରେ ଲୋକ ମାନେ ଅନ୍ଧ ହୋଇ ଜାଇ ଥାନ୍ତି ଏବଂ ସେମାନେ କିଛି କରିବା ପାଇଁ ପ୍ରସ୍ତୁତ ହୋଇ ଥାନ୍ତି , ପ୍ରେମ କୁ ହାସଲ କରିବା ପାଇଁ ଲୋକ ମାନେ କିଛି ବି କରି ପାରନ୍ତି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ, ଏବଂ ବର୍ତମାନ ସମୟରେ ସେମିତି କିଛି ଘଟଣା ସାମ୍ନା କୁ ଆସି ଥିବା ବେଳେ ଏହା କୁନୁହୀଡା ନିକଟରେ ଘଟିଛି  ।

a1

ବହୁତ ଦିନ ହେବ କଲେଜ ବନ୍ଦ ଥିବାରୁ ପରସ୍ପରକୁ ଦେଖି ପାରୁନଥିଲେ ପ୍ରମୀ ଯୁଗଳ । 26 ତାରିଖରେ କଲେଜ ଖୋଲିବା ପରେ ପରସ୍ପରକୁ ଦେଖି ଅଥୟ ହୋଇ ଜାଇଥିଲେ ପ୍ରେମୀ ଯୁଗଳ । ବହୁତ ଦିନ ପରେ ଉଭୟ ଭଭୟଙ୍କୁ ଭେଟିଥିଲେ ପ୍ରେମୀ ଯୁଗଳ ।

ଏଠାକାର ଜଣେ ପ୍ରେମୀ ଯୁଗଳ ଫାଙ୍କା ସ୍ଥାନ ରେ ବସି କଥା ବର୍ତ୍ତା ହେଉ ଥିବା ବେଳେ ସେମାନଙ୍କୁ ସେହି ଅଞ୍ଚଳ ର ବ୍ୟକ୍ତି ଦେଖିବା ପାଇଁ ପାଇ ଥିଲେ। ଏବଂ ଏହା ପରେ ସେମାନେ ଏମାନଙ୍କ ଭିଡ଼ିଓ ରେକୋର୍ଡ କରି ଥିଲେ ତଥା ସେମାନଙ୍କୁ ସେମାନଙ୍କ ନାମ ଠିକଣା ଏବଂ ସେମାନଙ୍କ ବିଷୟ ରେ ପଚାରି ଥିଲେ ତଥା ପ୍ରେମୀ ଯୁଗଳ ମାନେ ସେହି ଲୋକ ମାନଙ୍କୁ ବୁଝେଇବା ପାଇଁ ଚେଷ୍ଟା କରି ଥିଲେ କି ସେମାନେ ଏଠାରେ ସେମିତି କିଛି କାମ କରୁ ନାହାଁନ୍ତି ଏବଂ ସେମାନେ ଆଗରୁ ମଧ୍ୟ ମନ୍ଦିର ରେ ବିବାହ କରିଛନ୍ତି ।

a2

ତେବେ ସେମାନଙ୍କ ସଂମ୍ପର୍କ ପବିତ୍ର ବୋଲି ସେମାନେ କହି ଥିଲେ ଏବଂ ପରେ ସେମାନେ ସେଠାରେ ସେମାନଙ୍କ ସାମ୍ନା ରେ ହିଁ ସିନ୍ଦୁର ଦେବାକୁ ବାଧ୍ୟ କରେଇ ଥିଲେ ଏବଂ ପରେ ସେମାନଙ୍କ ଏହି କାମ କୁ ସଂମ୍ପର୍ଣ୍ଣ କରିବା ପରେ ସେମାନେ ଛାଡି ଦେଇ ଥିବାର ଦେଖିବା ପାଇଁ ମିଳି ଥିଲେ ।

ତେବେ ଏହି ଘଟଣା ଭିଡିଓ ବର୍ତମାନ ସମୟ ରେ ବହୁତ ପରିମାଣ ରେ ଭାଇରଲ ହେଉ ଥିବା ବେଳେ ଲୋକ ମାନେ ଏହାକୁ ବହୁତ ପରିମାଣ ରେ ପସନ୍ଦ କରୁଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *