ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଜିବନ ରେ ଏମିତି ବି ସମୟ ଆସେ ଯେଉଁଠାରେ ଆମେ ମାନେ ଶା-ରୀ-ରି-କ ସଂ-ମ୍ପ-ର୍କ ବନେଇବାରେ ଅବହେଳଳା କରି ଥାନ୍ତି । ଏବଂ ଏହା ଆମର ସ୍ୱାସ୍ଥ୍ୟ ଏବଂ ମାନଶୀକତା ଉପରେ ବହୁତ ପ୍ରଭାବ ପକେଇ ଥାଏ ।
ଯଦି ଆମେ ପୁରୁଷ ଙ୍କ କ୍ଷେତ୍ର ରେ କହିବା ତେବେ ଯଦି ପୁରୁଷଷ ରେଗୁଲାର ଭାବେ ଏହି ସଂମ୍ପର୍କ ବନେଇ ନ ପାରେ ତେବେ ସେହି ପୁରୁଷ ଙ୍କ ଠାରେ ନଂ-ପୁ-ନ୍ଶକତା ଦେଖିବା ପାଇଁ ମିଳେ । ସେହି ପରି ମହିଳା ମାନଙ୍କ କ୍ଷେତ୍ର ରେ ସଂ-ଭୋ-ଗ ପ୍ରତି ଧିରେ ଧିରେ ଇଚ୍ଛା ଶକ୍ତି କମି ଯାଏ । ଏହି ବିଷୟ ରେ ଡାକ୍ତର ମାନେ ବି କହି ଥାନ୍ତି କି ଶା-ରୀ-ରିକ ସଂମ୍ପର୍କ ଆମର ଖୁସୀ ସହିତ ଯୋଡିତ । ଏବଂ ଏହି ଖୁସୀ ଆମର ନିହାତି ଆବଶ୍ୟକ ଅଟେ । ସେହିଥି ପାଇଁ ସପ୍ତାହ ରେ ଅତି କମ୍ ରେ ଗୋଟିଏ ଥର ସଂ-ଭୋ-ଗ କରିବା ଜରୁରୀ ଅଟେ ।
ସେହି ପରି କେତେକ ରିସର୍ଚ୍ଚ ରୁ ଏହି ବିଷୟ ରେ ଦେଖିବ ପାଇଁ ମିଳିଛି କି ଯେଉଁ ମାନେ ପ୍ରତି ଦିନ ଏମିତି ସଂମ୍ପର୍କ ବନେଇ ଥାନ୍ତି । ସେମାନେ ଶାରୀରିକ ଏବଂ ମାନଶୀକ କ୍ଷେତ୍ର ରେ ହେଲ୍ଦି ରହି ଥାନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଏହି ଶା-ରୀ-ରି-କ ସଂମ୍ପର୍କ ନ ବନେଇବା ଦ୍ୱାରା ଆମର କେଉଁ କ୍ଷେତି ହୋଇ ଥାଏ ।
ପ୍ରଥମେ ରହିଛି ଇରେକ୍ଟର ଡିସଫଙ୍ଗସନ୍ । ମାନେ ଗୋଟିଏ ପ୍ରକାରର ରୋଗ ଏହା କେବଳ ପୁରୁଷ ମାନଙ୍କ ଠାରେ ଦେଖିବା ପାଇଁ ମିଳେ । ଏହା ସେମାନଙ୍କ ବୟସ ଅନୁସାରେ ହିଁ ସେମାନଙ୍କ ସଂ-ଭୋ-ଗ ର ଇଚ୍ଛା ଶକ୍ତି କୁ କମେଇବାରେ ଲାଗି ଥାଏ । ଯଦଦି ଏହା 25 ବର୍ଷ ପରେ ଦେଖିବା ପାଇଁ ମିଳେ ତେବେ ଏହାକୁ ଡାକ୍ତର ଙ୍କୁ ଦେଖେଇବା ପାଇଁ ପଡେ ।
ସେହି ପରି ଦୁଇ ନମ୍ବର ରେ ହେଲା ଇମ୍ୟୁନିଟି ଶିଷ୍ଟମ୍ ଦୂର୍ବଳ ହେବା । ଏମିତି ରେ ସଂ-ଭୋ-ଗ ରେ ରେଗୁଲାର ଭାବେ ହୋରମନ ଡିସ୍ଚାର୍ଜ ହୋଇ ଥାଏ ।ଜାହା ଦ୍ୱାରା ବ୍ୟକ୍ତି ହେଲ୍ଦି ରହି ଥାଏ । ହେଲେ ଏମିତି ନ ହେଲେ ହୋରମନ ର ଅନିୟମତା ଦଦେଖିବା ପାଇଁ ମିଳେ ଏଭଂ ବ୍ୟକ୍ତି ର ଇମ୍ୟୁନିଟି ଶିଷ୍ଟମ୍ ଖରାପ ହେବାରେ ଲାଗେ ।
ସେହି ପରି ବେଲେ ଯଦି ଶା-ରୀ-ରି-କ ସଂ-ମ୍ପ-ର୍କ ରେ ଅନିୟମତା ଦେଖିବା ପାଇଁ ମିଳେ ତେବେ ହୋରମନ କ୍ଷ୍ୟରିତ ହେବା ପ୍ରକ୍ରିଆ ଧିରେ ଧିରେ କମ୍ ହୋଇ ଥାଏ । ଏହିଥି ପାଇଁ ଆପଣ ମାନଙ୍କ ଇଚ୍ଛା ଶକ୍ତି ସଂମ୍ପର୍ଣ୍ଣ ଭାବେ କମ୍ ହେବାରେ ଲାଗେ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।