ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ କୋରୋନା ମହାମାରୀ ସମୟରେ ଦୀର୍ଘ 11 ମାସ ଧରି ସ୍କୁଲ କଲେଜ ବନ୍ଦ ହୋଇପଡିଥିଲା | ମାତ୍ର ଏବେ ସାମାନ୍ୟ କଡାକଡି ଢିଲା ହେଵା ଦ୍ୱାରା ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଜୋର ଧରିଛି | ଉଚ୍ଚ ବିଦ୍ୟାଳୟ ଏବଂ ମାଟ୍ରିକ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଆଜିଠୁ କଲେଜ ସ୍କୁଲ ଖୋଲିଛି |
ଉଚିତ ପଦକ୍ଷେପ ରୂପରେ କଡାସୁରକ୍ଷା ମଧ୍ୟରେ ପାଠପଢା ପଢି ଆରମ୍ଭ ହୋଇଛି | ମାସ୍କ ଏବଂ ସାନିଟାଇଜର ବାଧ୍ୟତାମୂଳକ ଭାବେ ସମସ୍ତଙ୍କୁ ସୂଚନା ଦିଆଯାଇଥିଲା |ତେବେ କିଛି ଦିନ 10 ମ ଓ ଦ୍ୱାଦସ ର ସ୍କୁଲ କଲେଜ ଚାଲିବା ପରେ ସ୍ତିତି ଅନୁଧ୍ୟନ କରାଜାଇ ସବୁ ଶ୍ରେଣୀ ପାଇଁ ଖୋଲିପାରେ ସ୍କୁଲ କଲେଜ । ଏବେ ପ୍ରଥମ ଶ୍ରେଣୀ ରୁ ନବମ ଶ୍ରେଣୀ ନିମନ୍ତେ ପାଠ ଆରମ୍ଭ କରିବାପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି | କିପରି ଭାବରେ ପିଲାମାନେ ଉଚିତ ରୂପେଶ୍ରେଣୀ ଗୃହରେ ସୁରକ୍ଷିତ ରହିବେ ସେହିପରି କଡା କାର୍ଯ୍ୟାନୁଷ୍ଠାନ ଜାରି ହୋଇଛି |
ଏହି ନିମନ୍ତେ ଏକ ବୈଠକ ଜାରି ହୋଇଥିଲା ଯାହାଦ୍ୱାରା କି ଅଭିଭାବକ ମାନଙ୍କ ମନରେ ବିଶ୍ୱାସ ଜାଗ୍ରତ କରିବା ନିମନ୍ତେ | କାହିଁକି ନା କରୋନା ମହାମାରୀ ବହୁତ କଷ୍ଟଦାୟକ ଅନେକ ନିଜଲୋକଙ୍କୁ କରୋନା ମହାମାରୀ ରେ ହରାଇ କରୋନା ନିମନ୍ତେ ଭୟଭିତ ହୋଇ ପଡିଛନ୍ତି | ଏହି ବୈଠକରେ ଅଭିଭାବକ ଏବଂ ଶିକ୍ଷକ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା |
ତେବେ କେବେ ସବୁ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ କଲେଜ , ସେ ନେଇ ଏବେ ଯାଏ ନିଶ୍ପତି ହୋଇ ନଥିବା ବେଳେ ବହୁ ଶିଘ୍ର ସ୍କୁଲ କଲେଜ ଖୋଲିବ ବୋଲି ସୁଚନା ମିଳିଛି । ତେବେ ଆପଣ ମାନେ ଜାଣିଥିବେ ଯେ ପୁର୍ବ ବର୍ଷ ବି କିଛି ଦିନ ପାଇଁ ସ୍କୁଲ କଲେଜ ଖୋଲିଥିଲା , ହେଲେ ଦ୍ୱୀତିୟ ଲହର ପାଇଁ ପୁଣି ସ୍କୁଲ କୁ ବନ୍ଦ କରି ଦିଆ ଜାଇଥିଲା ।
ସେହି ପରି ସରକାରୀ ସ୍ତରରେ ତୃତୀୟ ଲହର ବିଷୟରେ ବିଚାର କରାଯାଇ ସ୍କୁଲ ଖୋଲା ଯିବାକୁ ବିଳମ୍ୱ ମଧ୍ୟ ହୋଇ ପାରେ ବୋଲି ବୁଦ୍ଧିଯିବି ମାନେ ସୁଚନା ଦେଇଛନ୍ତି । ତେବେ 2 ବର୍ଷ ହେବ ପିଲାଙ୍କ ପାଠ ପଢା ପୁରା ପୁରି ବନ୍ଦ ରିହିଥିବାରୁ ସକ୍ଲୁଲ ଖୋଲା ଯିବାକୁ ବିଭିନ୍ନ ମହଲରୁ ଦାବି କରା ଜାଇଛି ।
ସରକାରୀ ସ୍କୁଲ ଏବଂ ଅଭିଭାବକ ଉଭୟ ଯତ୍ନବାନ ହେଲେ କରୋନା ମୁକାବିଲା ପାଇଁ କଷ୍ଟକର ହେବ ନାହିଁ | ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |