ପସନ୍ଦ କରନ୍ତୁ ଗୋଟେ ନମ୍ବର ଆଉ ଜାଣନ୍ତୁ ନିଜ ଭବିଷ୍ୟତ…..।

Number

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ମାନଙ୍କୁ ନିଶ୍ଚିତ ଭାବେ ନିଜର ଭବିଷ୍ୟତ କୁ ଜାଣିବା ପାଇଁ ଇଛା ରହି ଥାଏ । ଏମିତି ବେଳେ ଆମେ ମାନେ ଦେଖୁ ଥିବା ସ୍ୱପ୍ନ ବା କରୁ ଥିବା କର୍ମ କଣ ଆଗାମୀ ସମୟରେ ସଫଳ ହେବ ସେହି ବିଷୟ ରେ ଆମେ ମାନେ ଖାସ୍ କରି ଭାବି ଥାନ୍ତି । ଏବଂ ଏହିଥି ପାଇଁ ଆମେ ମାନେ ନିଜର ଭବିଷ୍ୟତ ଦେଖିବା ପାଇଁ ଭାବେ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ କିଛି ନମ୍ବର ଦେଖେଇବୁ ଯେଉଁ ଗୁଡିକୁ ଆପଣ ମାନେ ବାଛି କରି ନିଜର ଭବିଷ୍ୟତ ବିଷୟ ରେ ଜାଣି ପାରିବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ବେଳେ ବେଳେ ଆମେ ନେଉଥିବା କିଛି ନିଶ୍ପତି ଆମ ଭବିଷ୍ୟତ ତଥା , ବର୍ତ୍ତମାନ ନୀର୍ଧାରଣ କରିଥାଏ । ଆମେ ନେଉଥିବା ପ୍ରତିଟି ପଦକ୍ଷପ ଆମର ଗ୍ରହ ନକ୍ଷେତ୍ର ଉପରେ ଅନେକ ପ୍ରଭାବ ପକାଇ ଥାଏ । ତେବେ ଉପରେ ଆମେ କିଛି ନମ୍ବର ରଖିଛୁ , ଯେଉଁଥିରୁ ଗୋଟିଏ ନମ୍ୱର ଆପମଙ୍କୁ ବାଛିବାକୁ ହେବ , ଜାହା ଆପଣଙ୍କ ଭବିଷ୍ୟତ ତଥା ଆାମୀ ଜିବନ ବିଷୟରେ ଅନେକ କିଛି ତଥ୍ୟ କହିବ । ତେବେ ଉପରେ ଥିବା ସଂଖ୍ୟ ମଧ୍ୟରୁ ଗୋଟିଏ ସଂଖ୍ୟା ନିଶ୍ଚୟ ବାଛନ୍ତୁ ।

2 ଓ 4 ଓ 6 ମଧ୍ୟରୁ ଗୋଟିଏ ନମ୍ୱର ବାଛନ୍ତୁ ଓ ଜାଣନ୍ତୁ ନିଜ ବିଷୟରେ ସବୁକିଛି ।

2

ଯଦି ଆପଣ ଏହି ସଂଖ୍ୟ ଗୁଡିକ ମଧ୍ୟରୁ 2 କୁ ଚୟନ କରିଛନ୍ତି । ତେବେ ଆପଣଙ୍କର ଭାଗ୍ୟରେ ଅନେକ ପରିବର୍ତ୍ତନ ଦେଖା ଦେବ । ଯଦି ଆପଣ 2 ବାଛି ଛନ୍ତି ତେବେ ଏହାର ଅର୍ଥ ହେଉଛି  ପ୍ରକୃତି ଆପଣ ମାନଙ୍କୁ ନିଜ ଆଡକୁ ଆକର୍ଶିତ କରୁଛି । ଆପଣ ମାନଙ୍କୁ ସେହି କାର୍ଯ୍ୟ କରିବା ଦରକାର ଜାହାର ସମ୍ମନ୍ଧ ପ୍ରକୃତି ସହିତ ଯୋଡିତ ରହିଛି । ଆପଣ ମାନେ ଭବିଷ୍ୟତ ରେ ଗୋଟିଏ ସଫଳ ମଣିଷ ନିଶ୍ଚିତ ଭାବେ ବନିବେ । ଆପଣ ମାନେ ଧନ ଆୟ ବି ବହୁତ ପରିମାଣ ରେ କରିବେ ।

4 ବାଛିଥିବା ଲୋକଙ୍କ ଭାଗ୍ୟ ।

4

4 ବାଛିଥିବା ଲୋକଙ୍କ ଭାଗ୍ୟ ଉପରେ ଆଗାମୀ ସମୟରେ ଶନି ଦେବ ହେବେ ପ୍ରସନ୍ନ ।ସେମାନେ ଏହି ସମୟ ରେ ନିଜର ବ୍ୟକ୍ତିତ୍ୱ କୁ ପ୍ରମାଣ କରିବାର ସମୟ ଅଟେ । ଏହି ସମୟ ରେ ନିଜ ବିଷୟ ରେ ନ ଭାବି ନିଜର କାମ ଉପରେ ଫୋକସ୍ କରନ୍ତୁ । ଏହା ସହିତ ନିଜର ପରିବାର କେୟାର ନିଅନ୍ତୁ । ଭବିଷ୍ୟତ ରେ ଆପଣ ମାନଙ୍କୁ ଟଙ୍କା କମେଇବାର ବହୁଚ ଚାନ୍ସ ମିଳିବ । ଏବଂ ଆପଣ ମାନେ ପ୍ରତ୍ୟେକ କାମ କୁ ସଫଳ କରିବା ପାଇଁ ଚେଷ୍ଟା କାରନ୍ତୁ ।

6 ବାଛିଥିବା ଲୋକଙ୍କ ଭାଗ୍ୟ ।

6

ଏମାନଙ୍କ ଭାଗ୍ୟ ସ୍ୱୟଂ ମହାଦେବଙ୍କ ଦ୍ୱାରା ଲେଖା ଜାଇଛି । ଏମାନଙ୍କ ଉପରକୁ କେବେବି ବିପଦର କଳା ବାଦଲ ଆସିବ ନାହିଁ । ଏମାନେ ଚାହୁଁଥିବା ସବୁ କାର୍ଯ୍ୟ ଅତି ସହଜରେ ପୁରା ହେବା ସହିତ ଆଗାମୀ ଦିନ ମାନଙ୍କରେ ଏମାନଙ୍କୁ ବହୁତ ଭଲ ଖୁସି ଖବର ମିଳିବାକୁ ଜାଉଛି ।

ତେବେ ଆପଣ ଏହି 3 ଟି ଭିତରୁ କେଉଁ ସଂଖ୍ୟା ବାଛିଥିଲେ ଆମକୁ କମେଣ୍ଟରେ ଜଣାନ୍ତୁ । ଗ୍ରହ , ନକ୍ଷେତ୍ର , ଜୋତିଶ ଶାସ୍ତ୍ର ସମ୍ଭନ୍ଧୀୟ ସବୁ ଖବର ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।

Leave a Reply

Your email address will not be published. Required fields are marked *